୧ ମାସ ମାଗଣା ରିଚାର୍ଜ ଅଫର | ଏବେ ହିଁ ଦେଖନ୍ତୁ…

Recharge

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜିଓ ଇୟୁଜର ହୁଅନ୍ତୁ କିମ୍ବା ଏୟାରଟେଲ ୟୁଜର ହୁଅନ୍ତୁ ତେବେ ଆପଣ ମାନେ ଦେଖି ପାରିବେ ଏକ ମାସ ମାଗଣା ରିଚାର୍ଜ । ଜାହାକି କାହାକୁ ମାଗଣା ରିଚାର୍ଜ ଦରକାର ନାହିଁ । ତେବେ ସେହିଥି ପାଇଁ ଆପଣ ମାନେ ଏଠାରେ ଉପସ୍ଥିତ । ତେବେ ଆପଣ ମାନଙ୍କ ପାଖରେ ଯେକୌଣସି ସିମ୍ କାର୍ଡ ଥାଉ ନାଁ କାହିଁକି ଆପଣ ମାନେ ପୋଷ୍ଟ କୁ ପଢନ୍ତୁ ବହୁତ ଇମ୍ପଟାଣ୍ଟ ଅଟେ ।

ଆପଣ ମାନେ ଜାଣିଥିବେ ଜିଓ ହେଉ କିମ୍ବା ଏୟାରଟେଲ ହେଉ ସେମାନେ ନୂଆ ନୂଆ ଅଫର ଦେଇଥାନ୍ତି । ମାଗଣା ରିଚାର୍ଜ ବେଳେ ବେଳେ ଦେଇଥାନ୍ତି । ତେବେ କମ୍ପାନୀ ହୋଇଛି ମାନେ ସେ ତାହର ଅଫର ଦେବ ଏବଂ ଲୋକ ମାନେ ତାହାର ବେନିଫିଟ ଉଠେଇବେ । ହେଲେ ଏହା ସ୍ୱତେ ବି ଆହୁରୀ ଅଲଗା ଲୋକ ମାନେ ବି ବେନିଫୁଟ ଉଠଉଛନ୍ତି । ଏବଂ ସେମାନେ ଲୁଟି ନେଉଛନ୍ତି ।

sim

ତେବେ ଆପଣ ମାନେ ଦେଖନ୍ତୁ ଏବେ ୱାଟସପ୍ ରେ ଏକ ମେସେଜ୍ ପ୍ରବଳ ମାତ୍ରାରେ ଭାଇରଲ ହେଉଛି । ଟାଟା କମ୍ପାନୀ ର ବଡେ ରତନ ଟାଟା କରୁଛନ୍ତି । ଏବଂ ସେଠାରେ ଯେଉଁ ଲିଙ୍କ୍ ରହିଛି ସେଠାରେ କ୍ଲିକ୍ କଲେ ଆପଣ ମାନଙ୍କୁ ମାଗଣା ରିଚାର୍ଜ ମିଳୁଛି ବୋଲି କୁହାଯାଉଛି । ସେଠାରେ ଆପଣ ମାନେ ମୋବାଇଲ ନମ୍ବର ଦେବାକୁ କହୁଛି ଆପଣ ମାନେ ସେଠାରେ ଯେକୈଣସି ନମ୍ବର ଦେଇ ପ୍ରେସେସିଂ କରନ୍ତୁ ଏବଂ ପରେ ପୁଣି ହ୍ୱାଟସପ ଗୃପ୍ ରେ ସେୟାର ପାଇଁ ଆସିବ ଜାହା ଆପଣ ମାନଙ୍କ ପାଇଁ ବିପଦ ହୋଇ ପାରେ ।

ଯେଉଁଥିରେ ଆପଣ ମାନେ ରିଚାର୍ଜ ତ ପାଇବେ ନାହିଁ ବରଂ ଆପଣ ମାନଙ୍କୁ ପରେ ଅସୁବିଧା ର ସମ୍ମୁଖୀନ ହେବାକୁ ପଡିବ । ତେବେ ଆପଣ ମାନଙ୍କୁ ଏଠାରେ ସୂଚନା ଦେବୁ ଏମିତି ଫ୍ରଡ୍ ୱେବସାଇଟ ମାନଙ୍କୁ ଜାଇ ଏହି ପରି ମୋଟେବି କେବେ କରନ୍ତୁ ନାହିଁ । ଜାହା ଆପଣ ମାନଙ୍କୁ ସାମାନଙ୍କ ପ୍ରୋଡୋକ୍ଟ ସେୟାର କରିବାରେ ଭୁଆଁ ବୁଲଉଛନ୍ତି । ଆଉ ପରେ ରିଚ୍ଚାର୍ଜ ବି ଦେବେ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *