ଆସିଲା ଶେଷ ରାଫେଲ୍ | ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା ।

Rafale

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆହୁରୀ ଶକ୍ତିଶାଳୀ ହେବ ଭାରତୀୟ ସେନା ଭାରତ ରେ ପହଁଚିଲା 36 ତମ ରାଫେଲ ଯୁଦ୍ଧ ବିମାନ । ତେବେ ବନ୍ଧୁଗଣ ଭାରତ ଏବଂ ଚୀନ ମଧ୍ୟରେ ଦେଖା ଦେଇଥିବା ବିବାଦ ମଧ୍ୟରେ ଭାରତୀୟ ସେନା ଆହୁରୀ ଶକ୍ତିଶାଳୀ ହେବାକୁ ଯାଉଛି । ବିଶ୍ୱରେ ସର୍ବ ଶ୍ରେଷ୍ଟ ଯୁଦ୍ଧ ବିମାନ କୁହାଯାଉଥିବ ରେଫେଲ ଯୁଦ୍ଧ ବିମାନ ଶେଷ ପର୍ଯ୍ୟାୟ ଭାରତ ରେ ଆଜି ପହଁଚି ସାରିଛି ।

ଏହି କ୍ରମ ରେ ଆଜି ଫ୍ରାନ୍ସ ଦ୍ୱାରା ନିର୍ମିତ ଆଜି 36 ତମ ରାଫେଲ ଯୁଦ୍ଧ ବିମାନ ଭାରତ ରେ ଲେଣ୍ଡ କରିଛି । ଏବଂ ଫ୍ରାନ୍ସ ରୁ ଯେତିକି ଯୁଦ୍ଧ ବିମାନ ଆସିବା କଥା ତାହା ଆଜି ସଂମ୍ପର୍ଣ୍ଣ ହୋଇଛି ।

Rafale

ତେବେ ସୂଚନା ଥାଉ କି 2016 ମସିହା ରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ 65 ହଜାର କୋଟି ଟଙ୍କାର ଏକ ଡିଲ ହୋଇଥିଲା ଏହିଥିରେ ଫ୍ରାନ୍ସ ଭାରତ କୁ 36 କୁ ରାଫେଲ ବମାନ ଯୋଗେଇ ଦେବ ବୋଲି ଚୁକ୍ତି ହୋଇଥିଲା । ଏହି କ୍ରମରେ ଗତ ବର୍ଷ ଜୁଲଇ ମାସ ରେ ପ୍ରଥମ ଯୁଦ୍ଧ ବିମାନ ଭାରତ ରେ ପହଁଚି ଥିବା ବେଳେ ଆଜି 36 ତମ ଅର୍ଥାତ ଶେଷ ଯୁଦ୍ଧ ବିମାନ ଟି ଭାରତ ରେ ପହଁଚି ସାରିଛି ।

ତେବେ ଯେଉଁଥି ପାଇଁ ବର୍ତମାନ ସମୟ ରେ ଅଧିକ ଶକ୍ତି ଶାଳୀ ଅନୁଭବ କରୁଛି । ତେବେ ବନ୍ଧୁଗଣ ଆପଣ ମାନେ ଏହି ନୂତନ ଯୁଦ୍ଧ ବିମାନ ରାଫେଲ କୁ ନେଇ କେଉଁ ପ୍ରକାରର ସୂଚନା ଦେବେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *