ଏଥର ୪ ଦିନ କାମ ୩ ଦିନ ଛୁଟି , କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା |

4 days

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କର୍ମଚାରୀମାନଙ୍କ ପାଇଁ ବଡ ଘୋଷଣା । ଏଣିକି ୪ଦିନ କାମ ୩ଦିନ ଛୁଟି । କଟିବ ନାହିଁ ଦରମା । ଖୁବ୍ ଶୀଘ୍ର ଲାଗୁ ହେବ ପଲିସି । କର୍ମଚାରୀଙ୍କ ପାଇଁ ଏପରି କିଛି ପଲିସି କରିଛନ୍ତି ବ୍ରିଟେନର ୧୦୦ଟି କମ୍ପାନୀ । ସପ୍ତାହରେ ୪ଦିନ କାମ ୩ଦିନ ଛୁଟି । ପୋଲିସି କୁ ଏବେ ମଞ୍ଜୁରୀ ଦିଆଯାଇଛି । ଏହା ସହିତ ଦରମା ମଧ୍ୟ କଟାଯିବ ନାହିଁ । କମ୍ପାନୀ ର ଉଦ୍ଦେଶ୍ୟ ହେଉଛି ଏହି ପୋଲିସି ଦ୍ୱାରା ଦେଶରେ ସାମାନ୍ୟ ପରିବର୍ତ୍ତନ ଆଣିବା ।

ବ୍ରିଟେନର ଏହି କମ୍ପାନୀ ମାନେ ମିଶିକି ୨୬ହଜାରରୁ ଅଧିକ ଲୋକଙ୍କୁ ରୋଜଗାର କ୍ଷମ କରି ପାରିଛନ୍ତି । ଏହା ସହ ଏହି ପୋଲିସି ଦ୍ୱାରା କର୍ମଚାରୀ ମାନେ ବେଶ୍ ଖୁସି ହୋଇପାରିଛନ୍ତି । ସମର୍ଥକମାନେ ମଧ୍ୟ କମ୍ପାନୀ ର ଉଥପାଦ ଉପରେ ସୁଧାର ଆସିବ ବୋଲି କହିଛନ୍ତି । କିଛି କମ୍ପାନୀ ମାନେ ଦାବି କରିଛନ୍ତି ୪ଦିନିଆ କାମ ସପ୍ତାହ କମ୍ପାନୀ ଗୁଡିକର ଉତପାଦନରେ ଉନ୍ନତି ଆଣିବା ପାଇଁ ଉତ୍ସାହିତ କରିବ ଏବଂ କମ୍ ସମୟ ମଧ୍ୟରେ ସମାନ କାର୍ଯ୍ୟ କରିହେବ ।

4 days

ଫର୍ମଏଟମ ବ୍ୟାଙ୍କ ଏବଂ ଗ୍ଲୋବାଲ ମାର୍କେଟିଂ କମ୍ପାନୀ ଦୁଇଟି କମ୍ପାନୀ ବର୍ତ୍ତମାନ ଏହି ପୋଲିସି ଉପରେ ସାଇନ କରିସାରିଛନ୍ତି । ଏହି ଦୁଇଟି କମ୍ପାନୀ ମିଶି ୪୫୦ ରୁ ଉର୍ଦ୍ଧ୍ବ କର୍ମଚାରୀଙ୍କୁ ରୋଜଗାର କ୍ଷମ କରିଛନ୍ତି । କାର୍ଯ୍ୟ ନିର୍ବାହି ଆଡାମ ରସବି ଗାଡିନରଙ୍କ କହିବା ଅନୁସାରେ ଇତିହାସରେ ଆମେ ଦେଖିଥିବା ଅନ୍ୟ ପରିବର୍ତ୍ତନ ଶୀଳ ପଦକ୍ଷେପ ମଧ୍ୟରୁ ଏହି କାର୍ଯ୍ୟ ଢାଞ୍ଚା ପରିବର୍ତ୍ତନ ଆଣିବ ।

ଗତ ଦେଢ ବର୍ଷ ମଧ୍ୟରୁ କର୍ମଚାରୀଙ୍କ କଲ୍ୟାଣରେ ବୃନ୍ଧି ଦେଖି ନାହିୁଁ । ଏହା ସହିତ ଆମର ଉପଭୋକ୍ତା ସେବା ତଥା ସମ୍ପର୍କ ମଧ୍ୟ ସୁଦୃଢ ହୋଇ ପାରିଛି । ବ୍ରିଟେନର ୬ ମାସରେ ପାଇଲେଟ ପ୍ରୋଗରାମ ରେ ଏହି ପୋଲିସି ଲାଗୁ କରାଯାଇ ଥିଲା । ଏହି ପ୍ରଜେକ୍ଟରେ ପ୍ରଥମେ ୭୦ଟି ଯୋଡି ହୋଇଥିବା ବେଳେ ବର୍ତ୍ତମାନ ଏହା ୧୦୦କୁ ବୃନ୍ଧି ପାଇଁଛି ।

4 days work

ଏହି ପ୍ରଗରାମ ରେ ଅକ୍ସପୋର୍ଟ ଓ କେମରେକ୍ସ ବିଶ୍ୟ ବିଦ୍ୟାଳୟର ଅନେକ ପ୍ରଫେସର୍ ମଧ୍ୟ ସାମିଲ୍ ରହିଛନ୍ତି । ଏହା ସହ ଆମେରିକାର ୱେଷ୍ଟେଣ୍ଡ କଲେଜର ବିଷେଷଜ୍ଞ ମାନେ ମଧ୍ୟ ଯୋଗ ଦେଇଥିଲେ । ଫର ଡେ ୱାର୍କ ଉଇ କ୍ୟାମ୍ପେନ ରେ ୩ ହଜାର ୩ ଶହରୁ ଅଧିକ କର୍ମଚାରୀ ମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ । ତେବେ ଏହି ପୋଲିସି ଆସନ୍ତା ବର୍ଷଠାରୁ ଲାଗୁ ହେବ ବୋଲି ଶୁଣା ଯାଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *