ମୁଁ ଆସିଗଲିଣି, ସାହୁବାବୁ ଆଉ କାହାକୁ ଲାଇନ ମାରିବେନି !: ସୋନାଲି |

Sonali

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଏହି ନିକଟ ରେ ସାହୁ ବାବୁ ଏବଂ ସୋନାଲୀ ଙ୍କ ବିବାହ ବିଷୟ ରେ ଆପଣ ମାନେ ନିଶ୍ଚିତ ଭାବେ ଜାଣିଥିବେ । ତେବେ ଏହି ଦିନ ରେ ବହୁତ ଧୁମଧାମ ସହିତ ଆପଣ ମାନଙ୍କର ପ୍ରିୟ ଇୟୁଟ୍ୟୁବର ଏବଂ କମେଡିଆନ ସାହୁ ବାବୁ ଏବଂ ସୋନାଲୀ ଙ୍କ ବିବାହ ବହୁତ ଧୁମ ଧାମ ରେ ପାଳନ ହୋଇଥିବା ବେଳେ । ସେମାନେ ଦୁହେଁ ନିଜର ରିସେପ୍ସନ ପାର୍ଟି କୁ ମଧ୍ୟ ବହୁତ ଆଡମ୍ବର ସହିତ ପାଳନ କରିଛନ୍ତି ।

ତେବେ ବନ୍ଧୁଗଣ ଆମେ ସେହି ବିଷୟରେ ଏଠାରେ ଆପଣ ମାନଙ୍କ ସହିତ ଆଲୋଚନା କରିବା ପାଇଁ ଚାହିଁବୁ କି କେମିତି କଣ ସାହୁ ବାବୁ ଏହି ରିସେପ୍ସନ ପାର୍ଟି କୁ ଆୟୋଜିତ କରିଥିଲେ । ଏବଂ ସେ ଏଠାରେ ମିଡିଆ ସାମ୍ନାରେ ଏହାକୁ ନେଇ କଣ କହିଛନ୍ତି ।

sahu babu

ତେବେ ସାହୁ ବାବୁ ଙ୍କ କହିବା ଅନୁସାରେ ଆଜି ଆମ ରିସେପ୍ସନ ଏବଂ ବହୁତ ସାରା ଅତିଥି କୁ ଆମେ ମାନେ ନିମନ୍ତ୍ରଣ ଦେଇଥିବା ବେଳେ ପ୍ରାୟ ସମସ୍ତେ ଆମ ମାନଙ୍କ ନିମନ୍ତ୍ରଣ ରକ୍ଷା କରି ଆସିଛନ୍ତି । ଆମକୁ ବହୁତ ଖୁସୀ ଲାଗିଛି କି ଏତେ ଗହଳୀ ହୋଇଛି ଏତେ ଲୋକ ମାନଙ୍କ ଆଶ୍ରୀବାଦ ଆଜି ମିଳୁଛି ।

ବହୁତ ଲୋକ ମାନଙ୍କ ଆଶ୍ରୀବାଦ ମିଳିଥିବା ବେଳେ ସମସ୍ତେ ବହୁତ ଭଲ ପାଇବା ଦେଇଛନ୍ତି ଆମକୁ । ଏବଂ ଆମେ ସେମାନଙ୍କ ଆଶ୍ରୀବାଦ କାମନା ମଧ୍ୟ କାମନା କରୁଛନ୍ତି ।

ତେବେ ଆମେ ଭାବିଛୁ କି ଆମର ବୈବାହିକ ଜିବନ ଏମାନଙ୍କ ଆଶ୍ରୀବାଦ ରୁ ସୁଖମୟ ହେବ ବୋଲି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ସାହୁ ବାବୁ ଙ୍କ କମେଡି କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *