ED ର ଜେରାରେ ସବୁ ସତ ଓଗାଳି ଦେଲା Archana ର ଡ୍ରାଇଭର ଚନ୍ଦନ, ଖୋଲି କହିଦେଲା ଅର୍ଚନାର Shocking ହିଷ୍ଟ୍ରି…

chandan

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କ ମାମଲାରେ ବର୍ତ୍ତମାନ ଏକ ନୂଆ ଖୁଲାସା ସାମ୍ନାକୁ ଆସିଛି । ଇଡି ସ୍କାନରରେ ଅର୍ଚ୍ଚନା ନାଗଙ୍କ ଡ୍ରାଇଭର ଚନ୍ଦନ । ଚନ୍ଦନ ପାଖରେ ରହିଛି ଅର୍ଚ୍ଚନାଙ୍କ ହିଷ୍ଟ୍ରି । ରାଜଧାନୀରେ ଅର୍ଚ୍ଚନାଙ୍କ ବିରାଟ ସାମ୍ରାଜ୍ୟ ପଛର ସତ କଣ ପୁରା ତଥ୍ୟ ଚନ୍ଦନ ପାଖରେ । ଚନ୍ଦନ ଅର୍ଚ୍ଚନାକୁ ନେଇ କେଉଁ ଆଡେ ଯାଉଥିଲେ ଅର୍ଚ୍ଚନାଙ୍କୁ କିଏ କିଏ ଭେଟି ଥିଲେ କଣ ରହୁଥିଲା ତାଙ୍କ ଗତିବିଧି ।

ତେବେ ସେ କେବେ ଠାରୁ ଅର୍ଚ୍ଚନା ର ଡ୍ରାଇଭର ରହିଛନ୍ତି । ଗା଼ଡିରେ ଆଉ କାହାକୁ ନେବା ଆଣିବା କରୁଥିଲେ ତେବେ ସେ ଶ୍ରଦ୍ଧାଞଳୀ କୁ ଜାଣିଛନ୍ତି ନା ଖଗେଶ୍ୱର ର ଭୂମିକା କଣ । ଅର୍ଚ୍ଚନା ଟଙ୍କା ଲେଣଦେଣ ବିବାଦ ବିଷୟ ରେ ସେ କିଛି ଜାଣିଛନ୍ତି କି ନାହିଁ ।

chandan

ସେହି ବିଷୟ ରେ ପଚରା ଉଚୁରା କରିବ ତଦନ୍ତ କାରୀ ସଂସ୍ଥା ତେବେ ସବୁଠୁ ବଡ କଥା ହେଲା କି ଅର୍ଚ୍ଚନା , ଜଗବନ୍ଧୁ , ଖଗେଶ୍ୱର ଜେଲରେ ଥିବା ବେଳେ ଏଣ୍ଡଭର ଗାଡିକୁ ଏକ ପରିପକ୍ୱ ସ୍ଥାନରେ ଏପରି ଭାବେ ଛିଡା କରି କିଏ ଜାଇଥିଲା ।

ତେବେ ସେହି ବ୍ୟକ୍ତି ପାଖରେ ପହଁଚିବା କୁ ଚାହୁଁଛି ଇଡି । ତେବେ ଲାଗୁଛୁ ଚନ୍ଦନ ହିଁ ମୂଖ୍ୟ ସୂତ୍ରଧାର ହୋଇଥାଇ ପାରେ । ଏବଂ ଗାଡିର ପ୍ରମାଣ ପତ୍ର ନଷ୍ଟ କରିବା ପଛରେ ଚନ୍ଦନ ର ହାତ ଥାଇ ପାରେ ବୋଲି ସୂଚନା ମିଳିଛି । ସେହି ପରି ଏକ ଆପାର୍ଟମେଣ୍ଟ ବେସମେଣ୍ଟ ରୁ ହାର୍ଲେଡେଭିଲସନ ଗାଡି ମିଳିଥିବାର ଦେଖିବା ପାଇଁ ମିଳିଥିଲା । ଆଉ ଅନ୍ୟ ଏକ ଗାଡି ବିଷୟ ରେ ତଥ୍ୟ ଏକାଠୀ କରୁଛି ଇଡି ।

Archana Nag

ତେବେ କହିବାକୁ ଗଲେ ଅର୍ଚ୍ଚନା ଙ୍କ ପାଖେ ପାଖେ ରହୁଥିଲେ ଡ୍ରାଇଭର ଚନ୍ଦନ । ଏବେ ଅର୍ଚ୍ଚନା ର ଡ୍ରାଇଭର ଚନ୍ଦନ ଙ୍କୁ ତନ୍ନାଘନ୍ନା କରି ପଚରା ଉଚୁରା କରିଛି ଇଡି । ତେବେ ଚନ୍ଦନ ଅର୍ଚ୍ଚନା ର ସବୁ ଗତି ବିଧି ବିଷୟ ରେ ଜାଣିଥିବା ବେଳେ ଆଉ ଏହାରି ମଧ୍ୟରେ ଏକ ବଡ ଖବର ଆସୁଛି ଫର୍ଡ ଗାଡିକୁ ଲୁଚେଇବା ପଛରେ ଚନ୍ଦନର ହାତ ରହିଛି । ଏହା ସହ ଚନ୍ଦନ କିଛି ପ୍ରମାଣ ମଧ୍ୟ ନଷ୍ଟ କରିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *