ସରକାରଙ୍କ ବଡ ଘୋଷଣା – ଚାଷୀ ଓ ଶ୍ରମିକ ପାଇବେ ପଇସା ।

money

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆପଣ ଙ୍କ ପାଇଁ କିଛି ଖାସ ଖବର ରହିଛି ଯାହାକୁ ଆପଣ ମାନଙ୍କ ର ଜାଣିବା ଏବଂ ପଢିବା ନିହାତି ଦରକାର ତେବେ ଆସନ୍ତୁ ଜାଣିନେବା ଆଜିର କିଛି ଖାସ ଖବର । ତେବେ ବନ୍ଧୁଗଣ ଆଜିର ପ୍ରଥମ ଖବର ଟି ହେଉଛି ଆସିଲା ନୂଆ ଶ୍ରମ ଆଇନ ତେବେ ଏହି ନୂଆ ଆଇନ କୁ ଜାରି କରିଛନ୍ତି କେନ୍ଦ୍ର ସରକାର । ତେବେ ଏହି ନିୟମ ଅନୁଯାଇ ଏବେ ଶ୍ରମିକ ମାନଙ୍କୁ ସପ୍ତାହ ରେ ଏବେ ଚାରି ଦିନ କାମ କରିବା ପାଇଁ ପଡିବ ଏବଂ ଏହା ସହ ସେମାନଙ୍କୁ ସପ୍ତାହରେ ତିନି ଦିନ ଛୁଟି ଦେବାକୁ ପଡିବ ।

ତେବେ ଶ୍ରମିକ ମାନଙ୍କ ପାଇଁ ନିର୍ଦ୍ଧାରିତ ସମୟ ଠାରୁ ଅଧିକ ସମୟ ପର୍ଯ୍ୟନ୍ତ କାମ କରିଲେ ସେମାନଙ୍କୁ ଓଭର ଡ୍ୟୁଟି କାମ ଭାବରେ ଦରମା ଦେବାକୁ ହେବ । ତେବେ ଏହି ନିୟମ କୁ ଆଖି ଆଗରେ ରଖି ଶ୍ରମିକ ମାନଙ୍କୁ ଦିନ ରେ 12 ଘଣ୍ଟା କାମ କରିବା ପାଇଁ ପଡିବ ଏବଂ ମହିଳା ଶ୍ରମିକ ମାନେ ରାତ୍ରି ଡ୍ୟୁଟି କରିବା ପାଇଁ ନ ଚାହିଁଲେ ସେମାନଙ୍କୁ ଏ ନେଇ ବାଧ୍ୟ କରାଯାଇ ପାରିବ ନାହିଁ । ତେବେ ଏହି ନିୟମ କୁ ଅଧିକ ରାଜ୍ୟ ସମର୍ଥନ ପ୍ରଦାନ କରିଛନ୍ତି ।

modi

ତେବେ ପରବର୍ତ୍ତୀ ଖବର ଟି ହେଉଛି ଏବେ 100 ଟଙ୍କା ରେ ମିଳିବା ଖାଇବା ତେଲ ତେବେ ଦୀପାବଳୀ ର ଉତ୍ସବ କୁ ପାଳନ କରିବା ପାଇଁ ବିଭିନ୍ନ ସୋପିଙ୍ଗ ସାଇଡ ରେ ଏବା ଅଫର ଚାଲିଛି ତେଣୁ ମହାରାଷ୍ଟ୍ର ସରକାର ଏହି ପାର୍ବଣ କୁ ଆଖି ଆଗରେ ରଖି ମହାରାଷ୍ଟ୍ର ର ରାଜ୍ୟବାସୀ ମାନଙ୍କ ପାଇଁ 100 ଟଙ୍କା ରେ ଖାଇବା ତେଲ ଯୋଗାଇ ଦେବା ସହ ରାସର୍ନ ସାମଗ୍ରୀ ମଧ୍ୟ ଯୋଗାଇ ଦେବେ । ତେବେ ଏହା ଏହି ଅକ୍ଟୋବର ମାସ ର ଶେଷ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ରହିବ ବୋଲି କୁହାଯାଇଛି ।

ତେବେ ପରବର୍ତ୍ତୀ ଖବର ଟି ହେଉଛି ସାବଧାନ ରୁହନ୍ତୁ ଏବେ ଟେଲିକମ କମ୍ପାନିର 5 ଜି ସେବା ଯୋଗାଇଦେବା କଥା କହି ସାଇବର ଠକେଇ ହେଉଛି ଯାହାକି ଆପଣ ଙ୍କ ର ବ୍ୟାଙ୍କ ଖାତାରୁ ଖାଲି ହେଇଯାଉଛି ସମସ୍ତ ଟଙ୍କା , ସାଇବର ଅପରାଧୀ ମାନେ ତାଙ୍କର ଠକେଇ ର ତରିକା ଏବେ ଦିନକୁ ଦିନ ପରିବର୍ତ୍ତନ କରିବା ରେ ଲାଗିଛନ୍ତି ତେଣୁ ଲୋକ ମାନେ ଏହି 5 ଜି ସେବା କୁ ଆଗ୍ରହ ର ସହକାର ରେ ବ୍ୟବହାର କରିବାକୁ ଚାହୁଁଥିବା ବେଳେ ଏହି ସମୟ ର ଫାଇଦା ଉଠାଉଛନ୍ତି ,

ଏହି ଅପରାଧୀ ମାନେ ବିଭିନ୍ନ ଟେଲିକମ କମ୍ପାନୀ ରୁ କଲ କରିଛନ୍ତି କହି ଆପଣ ଙ୍କ ର ସିମ କୁ 5 ଜି ଆକ୍ଟିଭେଟ କରିଦେବା କଥା କହି ଆପଣ ଙ୍କ ର ବ୍ୟାଙ୍କ ର ସମସ୍ତ ଟଙ୍କା କୁ ଖାଲି କରି ଦେଉଛନ୍ତି । ତେବେ ବନ୍ଧୁଗଣ ଏହା ରହିଥିଲା ଆଜିର କିଛି ଖାସ ଖବର ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *