ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ବନ୍ଧୁଗଣ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓଡିଆ ଜଗତ ର ଅଭିନେତ୍ରୀ ସମିରା ନାଗେସ ଙ୍କ ର ସାନ ଭଉଣୀ କାଶ୍ମୀରା । ତେବେ ବନ୍ଧୁଗଣ ଆପଣ ମାନେ ସମିରା ଙ୍କୁ ତ ବେସ ଭଲ ଭାବରେ ଜାଣିଥିବେ ଓଲିଉଡ ଜଗତ ରେ ସେ ଜଣେ କୁନି କଳାକାର ଭାବରେ ଯୋଗ ଦେଇଥିଲେ । ମାତ୍ର 6 ବର୍ଷ ବୟସ ରୁ ହିଁ ସେ ଓଲିଉଡ ଜଗତ ରେ କାମ ଆରମ୍ଭ କରିଥିଲେ ।
ବର୍ତ୍ତମାନ ଦିନ ମାନଙ୍କ ରେ ସେ ଓଲିଉଡ ଜଗତ ରେ ମୁଖ୍ୟ ହିରୋଇନ୍ ଭାବରେ ଅଭିନୟ କରିଛନ୍ତି ତେବେ ବର୍ତ୍ତମାନ ସୁଦ୍ଧା ସେ ପ୍ରାୟ 5 ରୁ ଅଧିକ ଓଡିଆ ଫିଲ୍ମ ରେ ଅଭିନୟ କରି ସାରିଲେଣି । ତେବେ ବାବୁସାନ ଏବଂ ସ୍ୱରାଜ ଙ୍କ ସହିତ ତାଙ୍କର ସିନେମା ଗୁଡିକ ଲୋକ ମାନଙ୍କୁ ବହୁତ ଅଧିକ ପସନ୍ଦ ଆସିଛି । ତେବେ ଗତ ଦିନ ମାନଙ୍କ ରେ ତାଙ୍କର ସୁନ୍ଦର ଅଭିନୟ କାରଣ ରୁ ତାଙ୍କୁ ବେଷ୍ଟ ଆୟାର୍ଡ ମଧ୍ୟ ମିଳି ସାରିଛି ।
ତେବେ ବର୍ତ୍ତମାନ ବିବାହ ବନ୍ଧନ ରେ ବାନ୍ଧିବା ପାଇଁ ଯାଇଛନ୍ତି ସମିରା ଙ୍କ ସାନ ଭଉଣୀ । ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କୁ ମାତ୍ର 18 ବର୍ଷ ବୟସ ହୋଇଛି । ତାହାଲେ ସେ ଜଣେ ବିଜନେସ ମ୍ୟାନ କୁ ପ୍ରେମ ବିବାହ କରୁଛନ୍ତି , ଆଉ ଏହାରି ମଧ୍ୟ ରେ ଦୁହିଁ ଙ୍କ ର ନିର୍ବନ୍ଧ ସରିଯାଇଛି ଏବଂ ସେହି ନିର୍ବନ୍ଧ ପାର୍ଟି ରେ ଓଲିଉଡ ଜଗତ ରେ ସମସ୍ତ ଅଭିନେତା ଏବଂ ଅଭିନେତ୍ରୀ ମାନେ ଯୋଗ ଦେବାର ଦେଖା ଯାଇଛି ।
ତେବେ ଏଥିରେ ସମିରା ନାଗେସ ଙ୍କୁ ବହୁତ ଜବରଦସ୍ତ ଡ୍ୟାନ୍ସ ଦେଖିବାର ମିଳିଥିଲେ । ତେବେ ନିର୍ବନ୍ଧ ପାର୍ଟି ରେ ସମିରା ନାଗେସ ବହୁତ ଖୁସି ରହିଥିଲେ ତାଙ୍କର ସାନ ଭଉଣୀ ଙ୍କ ବାହାଘର ହେବା ପାଇଁ ଯାଉଛି ।
ତେବେ ଏହି କାରଣ ରୁ ସେ ବର୍ତ୍ତମାନ ବହୁତ ଖୁସି ରେ ଅଛନ୍ତି ଏବଂ ଆଗାମୀ ଦୀନ ମାନଙ୍କ ରେ ସମିରା ନାଗେସ ଙ୍କ ର ବହୁତ ସାରା ଓଡିଆ ସିନେମା ମଧ୍ୟ ଆସିବା ପାଇଁ ଯାଉଛି ଯାହାର ସୁଟିଙ୍ଗ ରେ ସେ ବର୍ତ୍ତମାନ ବ୍ୟସ୍ତ ରହିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେଙ୍କୁ ସମିରା ନାଗେସ ଙ୍କ ର ଅଭିନୟ କିପରି ଲାଗେ ତାହା ଆମକୁ ନିଶ୍ଚୟ ଭାବରେ ଜଣାନ୍ତୁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।