ପିଲା ଶୋଇଲା ପରେ ଭାଇ ମୋ ପାଖକୁ ଆସି ଖରାପ କାମ ଆରମ୍ଭ କରିଦେଲା

women

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ମାଜ ରେ ଏପରି କିଛି ଲୋକ ମାନେ ରହିଛନ୍ତି ଯାହାକି ଏପରି ଲୋକ ମାନଙ୍କ ପାଇଁ ଆଜିର ଏହି ସମାଜ ବହୁତ ନିନ୍ଦା ମନେ କରୁଛି ତେବେ ଏପରି କିଛି ଘଟଣା ଏବେ ଦେଖିବାକୁ ମିଳିଛି ଯେଉଁଥିରେ କି ଏକ ବିବାହିତା ମହିଳା ଙ୍କୁ ଚାକିରୀ ଦେବା କଥା କହି ତାଙ୍କ ଶହ ଧ-ର୍ଷଣ କରାଯାଇଛି ।

ତେବେ ଘଟଣା ଟି ହେଉଛି ଆମ ରାଜ୍ୟ ର ଭୂବନେଶ୍ୱର ରେ ତେବେ ଉକ୍ତ ଘଚଣା ରେ ଏକ ବିବାହିତା ମହିଳା ଯାହାଙ୍କ ର ନାମ ହେଉଛି ବିନି ବେହେରା , ତେବେ ଉକ୍ତ ମହିଳା ଜଣକ ଭୂବନେଶ୍ୱର ସ୍ଥିତ ଭି.ଏସ୍. ଏସ୍. ପ୍ରଧାନ ଇଣ୍ଡଷ୍ଟ୍ରି ରେ କାମ କରୁଥିଲେ । ତେବେ ସେଠାରେ ସେ ରୋଷେଇ ବାସ କରୁଥିଲେ ଏବଂ ସେଠାରେ ସେ କାମ କରିବା ସମୟ ରେ ସେଠାରେ ରହୁଥିବା କିଛି ଯୁବକ ମାନଙ୍କ ସହ ମିଳା ମିଶା ମଧ୍ୟ କରିଥିଲେ ।

women 1

ଏବଂ ଦଶହରା ପରଠାରୁ ସେହି ଭି.ଏସ୍. ଏସ୍. ପ୍ରଧାନ ଇଣ୍ଡଷ୍ଟ୍ରି ରେ କାମ କରିଥିବା ଏକ ଯୁବକ ଯାହାର ନାମ ହେଉଛି ବାପି ଦଳାଇ ଉକ୍ତ ଯୁବକ ଜଣକ ମହିଳା ଙ୍କ ର କହିବା ଅନୁଯାଇ ସେ ତାଙ୍କ ସହ ଭାଇ ପରି ମିଳା ମିଶା କରୁଥିଲେ ହେଲେ ଉକ୍ତ ଯୁବକ ଜଣକ ତାଙ୍କର ଏପରି ମିଳା ମିଶା କୁ କିଛି ଅଲଗା ଅର୍ଥ ରେ ଭାବି ତାଙ୍କୁ ବରହମପୁର ରେ ଚାକିରୀ କରାଦେବା କଥା କହି ସେ ମହିଳା ଜଣଙ୍କୁ ତାଙ୍କ ସାଙ୍ଗରେ ନେଇ ଯାଇଥିଲେ ।

ଏବଂ ସେଠାରେ ତାଙ୍କୁ କିଛି ଦିନ ରଖିବା ପରେ ଦିନେ ରାତି ରେ ମହିଳା ଜଣ ଙ୍କ ର ଛୁଆ ପିଲା ଶୋଇଯିବା ପରେ ମହିଳା ଜଣକୁ ଜୋର ଜବରଦସ୍ତ ଏକ କୋଠରୀ ଭିତରକୁ ନେଇ ଯାଇଥିଲେ ଏବଂ ସେଠାରେ ଯୁବକ ଜଣକ ମହିଳା ଙ୍କୁ ସେ ଧ-ର୍ଷଣ କରିଥିଲେ ଏବଂ ଏହା ପରେ ଉକ୍ତ ମହିଳା ଜଣକ ତାଙ୍କର ଚାକିରୀ କଥା ନେଇ ସେ ତାଙ୍କୁ ବାରମ୍ବାର ପ୍ରଶ୍ନ କରିଥିଲେ ହେଲେ ଯୁବକ ଜଣକ ତାଙ୍କୁ ବିବାହ କରିବେ ବୋଲି ସେ ସେହି ମହିଳା ଜଣକୁ ଏଠାକୁ ଆଣିଛନ୍ତି ବୋଲି କହିଥିଲେ । ଏବଂ ତାଙ୍କର ପିଲା ମାନଙ୍କୁ ମାରିଦେବା ଧମକ ମଧ୍ୟ ଦେଇଥିଲେ ।

ତେବେ ପରେ ମହିଳା ଜଣକ ସେଠାରୁ ଲୁଚି ଛପି ପଳାଇ ଆସିବା ପରେ ଏବେ ସେ ପୋଲିସ ନିକଟରେ ତାଙ୍କର ନ୍ୟାୟ ପାଇବା ପାଇଁ ପୋଲିସ ଷ୍ଟେସନ ର ଦ୍ୱାରସ୍ଥ ହୋଇଛନ୍ତି । ତେବେ ମହିଳା ଜଣକ ର ଏବେ ଦାବି ରହିଛି କି ତାଙ୍କୁ ନ୍ୟାୟ ମିଳୁ ଏବଂ ସେହି ଯୁବକ ଜଣକୁ କଠୋର ରୁ କୋଠର ଦଣ୍ଡ ମିଳୁ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *