ମାଡି ଆସୁଛି ପ୍ରଚଣ୍ଡ ବର୍ଷା ଭୟଙ୍କର ବାତ୍ୟା, ଆସୁଛି ଖବର

Heavy rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମାଡି ଆସୁଛି ଭୟଙ୍କର ବାତ୍ୟା । ପ୍ରଶାନ୍ତ ମହାସାଗରରେ ଦୁଇଟି ଟ୍ରପି କାଷ୍ଟ ଟ୍ରପ । ଦୁଇଦିନ ମଧ୍ୟରେ ସମୁଦ୍ର ରେ ଭୀଷଣ ରୂପ ନେବାର ଆଶଙ୍କା । ତେବେ ବନ୍ଧୁଗଣ ଚାଲନ୍ତୁ ଜାଣିନେବା ସମ୍ପୂର୍ଣ୍ଣ ଖବର ବିଷୟରେ ସେଥିପାଇଁ ଆପଣ ମାନେ ଆମ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ନିଶ୍ଚୟ ଜାଣିପାରିବେ ।

ପଶ୍ଚିମ ପ୍ରଶାନ୍ତ ମହାସାଗର ରେ ଦୁଇ ଦୁଇଟି ଟ୍ରପିକାଲ ଷ୍ଟ୍ରଙ୍ଗ ଦକ୍ଷିଣ ଜାପାନରୁ ଟ୍ରପିକାଲ ଷ୍ଟ୍ରଙ୍ଗ ତଲାଶ ଉତ୍ତର ପୂର୍ବ ଦିଗରେ ମୁହାଁଇଛି । ସେହିଭଳି ସିଲିଭାଇ ସମୁଦ୍ର ଉପରେ ଟ୍ରପିକାଲ ଷ୍ଟ୍ରଙ୍ଗ ନରୁପୂର୍ବ ଲୁଜର ମୁହାଁ ରହିଛି । ଆଜି ସୁଦ୍ଧା ତଲାଶ ଉତ୍ତର ପୂର୍ବ ମୁହାଁ ହେବ । ପୂର୍ବ ଉତ୍ତର ଭାଗରୁ ତଲାଶ ର କେନ୍ଦ୍ରସ୍ଥଳ କୁ ପ୍ରବଳ ଥଣ୍ଡା । ଜଳୀୟ ବାଷ୍ପ ଟାଣୁଥିବାରୁ ଏହା ଭୟଙ୍କର ରୂପ ନେବାର ଆଶଙ୍କା ରହିଛି ।

rains

ଏହାର ପ୍ରଭାବରେ ପୂର୍ବ ଅନୁଶରେ ଶୁକ୍ରବାର ରାତି ଠାରୁ ପ୍ରବଳ ବର୍ଷା ହୋଇଛି ଓ ଦକ୍ଷିଣ ଅନୁସରେ ଘଣ୍ଟା ପ୍ରତି ୧୧୩ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି । ସେହିପରି ଆଗାମୀ ଦିନେ ଦୁଇଦିନ ମଧ୍ୟରେ ଫିଲମିଲ ସମୁଦ୍ରରେ ନରୁ ଭୀଷଣ ରୂପ ନେବାର ଆଶଙ୍କା ରହିଛି ।

ଏହାର ପ୍ରଭାବରେ ସୋମବାର ରାତିରୁ ଉତ୍ତର ଫିଲଫାଞ୍ଚରେ ପ୍ରବଳ ବର୍ଷା ସହ ତୀବ୍ର ବେଗରେ ପବନ ବହିବାର ଆଶଙ୍କା ରହିଛି । ଏଥିପାଇଁ ଫିଲଫାଞ୍ଚ ର ବନ୍ୟା ଭଳି ପରିସ୍ଥିତି ଉପୁଜି ପାରେ ବୋଲି ପାଣିପାଗ ର ସଂସ୍ଥା ଆକୁଆଦାର ପୂର୍ବାନୁମାନ କରିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *