ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରକାଶ ପାଇଲା ମନ୍ତ୍ରୀ ଙ୍କ ସଂମ୍ପତୀ ତାଲିକା 2021 ଡିସେମ୍ବର 31 ତାରିଖ ସୁଧା ମୂଖ୍ୟ ମନ୍ତ୍ରୀ ନବିନ ପଟ୍ଟନାୟକ ଙ୍କ ସମେତ କେଉଁ ମନ୍ତ୍ରୀ ଙ୍କର କେତେ ସଂମ୍ପତି ରହିଛି ତାହାର ତାଲିକା ପ୍ରକାଶ ପାଇଛି ୱେବସାଇଟ ରେ ସମସ୍ତ ମନ୍ତ୍ରୀ ଙ୍କର ସ୍ତାବର ଏବଂ ଅସ୍ତାବର ସଂମ୍ପତି ତାଲିକା ଉପଲବ୍ଧ ହୋଇଛି । ତେବେ ଏହାକୁ ଆପଣ ମାନେ ଦେଖିବା ପାଇଁ ଚାହୁଁଥିଲେ CMO ୱବେସାଇଟ ରେ ଜାଇ ଆପଣ ମାନେ ଦେଖିବା ପାଇଁ ପାଇବେ ।
ତେବେ ମୂଖ୍ୟ ମନ୍ତ୍ରୀ ଙ୍କ ମୋଟ ସଂମ୍ପତୀ ର ତାଲିକା 64 କୋଟି 97 ଲକ୍ଷ 89 ହଜାର 220 ଟଙ୍କା ବୋଲି ତାଲିକା ରେ ଦର୍ଶାଜାଇଛି । ଜନପତ ବ୍ୟାଙ୍କ୍ ରେ 72 ଲକ୍ଷ ଟଙ୍କା ରହିଥିବା ଦର୍ଶାଜାଇ ଥିବା ବେଳେ ସେହି ପରି ଭୁବନେଶ୍ୱର ରେ ଏସ ବି ଆଇ ରେ 21 ଲକ୍ଷ 71 ହଜାର ଟଙ୍କା ଇଞୀୁଳି କାଟରୁ କଲେଜ କେମ୍ପସ ରେ 7 ହଜାର 74 ଟଙ୍କା ସେହି ପରି ଇଞୀୁଳି କାଟ ର ଅନ୍ୟ ଏକ ଏକାଉଣ୍ଟ ରେ 14 ହଜାର ଟଙ୍କା ଥିବା ଦର୍ଶାଇଛନ୍ତି ,
ନବିନ ସେହି ପରି ବ୍ୟାଙ୍କ୍ ଅଫ ଇଣ୍ଡିଆ ରେ ଏକ କୋଟି 11 ଲକ୍ଷ ଟଙ୍କାର FDA ରହିଥିବା ବେଳେ ସେହି ପରି 9 କୋଟି ଟଙ୍କାର RBI ବଣ୍ଡ ରହିଛି । ପୋଷ୍ଟ ଅଫିସ ରେ ଏକ କୋଟି ରୁ କମ୍ ଟଙ୍କା ଡିପୋଜିତ ରହିଛି ।
ସେହି ପରି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ନିଜର ସଂମ୍ପତୀ ତାଲିକା ରେ ଦର୍ଶାଇଛନ୍ତି କି ତାଙ୍କର ପତ୍ନୀ ଙ୍କ ନାମରେ ରହିଛି 65 ଗାଡି ସମସ୍ତ ଗାଡି କମର୍ସିଆଲ ବୋଲି ଦର୍ଶାଜାଇଛି । ଏହିଥିରେ ଗାଡି ପକ୍ଷରୁ 2018 ରେ 18 ଟି ଗା଼ଡି କିଣାଜାଇଛି । ତେବେ ଆପଣ ମାନେ ଓଡିଶାର ସମସ୍ତ ମନ୍ତ୍ରୀ ମାନଙ୍କ ସମସ୍ତ ସଂମ୍ପତୀ ର ତାଲିକା ଜାଣିବା ପାଇଁ ଚାହୁଁଛନ୍ତି ତେବେ ଆପଣ ମାନେ ନିଶ୍ଚିତ ଭାବେ CMO ୱବେସାଇଟ ରେ ଜାଇ ଆପଣ ମାନେ ଦେଖିବା ପାଇଁ ପାଇବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।