ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ବନ୍ଧୁଗଣ ଆପଣ ମାନେ ପ୍ରତିଦିନ ସୋସିଆଲ ମିଡିଆ ବ୍ୟବହାର କରୁଥିବେ , ତେବେ ଆପଣ ମାନେ ଏହି ସବୁ ସୋସିଆଲ ମିଡିଆର ଆପଲିକେସନ ମଧ୍ୟ ବ୍ୟବହାର କରିଥିବେ ,
ତେବେ ପ୍ରାୟତଃ ଲୋକ ମାନେ ଏହି ଆପ ଜରିଆରେ ନିଜର ପ୍ରେମ ସମ୍ପର୍କ ସ୍ଥାପନ କରିଥାନ୍ତି , ଏବଂ ସେହି ପ୍ରମ ରେ ରାଗ ରୁସ ହେଲେ ଆପଣ ମାନେ ତାଙ୍କର ମେସେଜ କୁ ସିନ କରିବାକୁ ଚାହିଁନଥାନ୍ତି ଏବଂ ଏହା ବ୍ୟତୀତ ଆପଣ ଙ୍କ ମନରେ ଇଚ୍ଛା ରହିଥାଏ କି ଆପଣ ଙ୍କ ର ପାର୍ଟନ ର ମେସେଜ ଦେଖିବାକୁ ହେଲେ ଆପଣ ଯଦି ତାଙ୍କର ମେସେଜ ଦେଖନ୍ତି ତେବେ ଆପଣ ଙ୍କ ର ପାର୍ଟନର ଜାଣି ପାରିଥାନ୍ତି କି ଆପଣ ତାଙ୍କର ମେସେଜ ଦେଖିଲେ ବୋଲି ।
ତେବେ ଆଜି ଆମେ ଆପଣ ମାନଙ୍କୁ ୱାଟ୍ସ ଆପ ର କିଛି ଏପରି ଜବରଦସ୍ତ ଟ୍ରିକ ବିଷୟ ରେ ଜଣାଇବୁ ଯାହାକୁ ଆପଣ ବ୍ୟବହାର କରିବା ପରେ ଆପଣ ଙ୍କ ନିକଟକୁ ଯେତେ ବି ୱାଟ୍ସ ଆପ ରେ ମେସେଜ ଆସୁଛି ଆପଣ ତାହାକୁ ସିନ କରିବା ପରେ ବି ଆପଣ ଙ୍କ ର ବନ୍ଧୁ ଙ୍କ ପାଖରେ ବ୍ଲୁ ଟିକ ଦେଖା ଯିବ ନାହିଁ ଯାହା ଦ୍ୱାରା ସେ ଭାବିବେ କି ଆପଣ ତାଙ୍କର ମେସେଜ ସିନ କରୁ ନାହାନ୍ତି , ତେବେ ବନ୍ଧୁଗଣ ଏହି ଜବରଦସ୍ତ ଟ୍ରିକ ବିଷୟ ରେ ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏଁ ପଢନ୍ତୁ ।
ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏକ ଏପରି ଆପ ବିଷୟ ରେ ଜାଣାଇବୁ ଯାହାକୁ ଆପଣ ମାନେ ପ୍ରଥମେ ଆପଣ ଙ୍କ ର ଫୋନ ରେ ଡାଉନଲୋଡ କରିବା ପରେ ଏହାକୁ ଆପଣ ଅପନ କରନ୍ତୁ ଏହା ପରେ ଆପଣ ଙ୍କୁ ଏଥିରେ କିଛି ପରମିଶନ ମାଗିବ ଯାହାକୁ ଆପଣ ପରିମିଶନ ଦେବା ପରେ ଏଥିରେ ଆପଣ ଙ୍କୁ ଆପ ଏଡ କରିବା ପାଇଁ ଦେଖାଇବ ତେବେ ଆପଣ ଏଥିରେ ୱାଟ୍ସ ଆପ ଏଡ କରନ୍ତୁ ,
ଏହି ପରେ ଆପଣ ଙ୍କୁ ଯିଏ ବି ମେସେଜ କରିବ ଆପଣ ସେହି ଆପ କୁ ଯାଇ ଆପଣ ଙ୍କ ର ୱାଟ୍ସ ଆପ ଅପନ କରନ୍ତୁ ତେବେ ଆପଣ ଦେଖି ପାରିବେ କି ଆପଣ ତାଙ୍କର ମେସେଜ ପଢି ପାରିବେ ହେଲେ ଆପଣ ଙ୍କ ର ବନ୍ଧୁ ଙ୍କ ନିକଟ ରେ ବ୍ଲୁ ଟିକ ଦେଖେଇବ ନାହିଁ । ତେବେ ଏହି ଆପ ଡାଉନଲୋଡ କରିବା ପାଇଁ ହେଲେ ଆପଣ ମାନେ ଏହି ଲିଙ୍କ https://bit.ly/3r4tr6T ରେ କ୍ଲିକ କରି ଡାଉନଲୋଡ କରି ପାରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।