ହେ ଭଗବାନ – ଜୋଗେସ ଜୋଜ ଙ୍କ ବିଷୟରେ ଆସିଲା ବଡ ଦୁଃଖ ଖବର

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ସବୁଠାରୁ ବଡ ଖବର ହାସ୍ୟ ଅଭିନେତା ଜୋଗେସ ଜୋଜ ଙ୍କର ଆ-ତ୍ମ-ହ-ତ୍ୟା ଉଦ୍ୟମ ସମ୍ବଲପୁର ଶାନ୍ତି ନଗର ସ୍ଥିତ ନିଜର ଷ୍ଟୁଡିଓ ରେ ଗତ କାଲି ସଂନ୍ଧ୍ୟା ରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଜୋଜ ସହଯୋଗୀ ମାନେ ଜୋଜ ଙ୍କୁ ତୁରନ୍ତ ଏକ ହସ୍ପିଟାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ତେବେ ବର୍ତମାନ ସମୟ ରେ ଆ-ତ୍ମ-ହ-ତ୍ୟା ର ଉଦ୍ୟମ କାରଣ ଅସ୍ପଷ୍ଟ ରହିଥିବା ବେଳେ ଏପଟେ କଣ ପାଇଁ ଜୋଜ ନିଜର କେସ୍ କୁ ଥାନା ରୁ ଫେରେଇ ନେଲେ ତାହା କେହି ବି ଜାଣି ନାହାଁନ୍ତି ।

ଆ-ତ୍ମ-ହ-ତ୍ୟା ଉଦ୍ୟମ କରିବା ପୂର୍ବରୁ ନିଜର ଟୁଇଟର ଏକାଉଣ୍ଟ ରେ କିଛି ପୋଷ୍ଟ କରିଛନ୍ତି ଜୋଜ ଏବଂ ୟୁଟ୍ୟୁବ୍ ରେ ମଧ୍ୟ ସେ ଗୋଟିଏ ପୋଷ୍ଟ କରିଛନ୍ତି । ଜାହା ଦେଖିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହେବେ । ତେବେ ବନ୍ଧୁଗଣ ଏଠାରେ ଜୋଜ ଲେଖିଛନ୍ତି ବର୍ତମାନ ସମୟ ରେ ଦୁନିଆଁ ଛାଡି ଯିବା ପରେ ସତ ସାମ୍ନା କୁ ଆସିବ । ହେଲେ ସେହି ସମୟ ରେ ଜୋଜ ନଥିବ ।

jojo

ସମସ୍ତେ ଭଲରେ ରୁହନ୍ତୁ ମାଆ ସମେଲେଶ୍ୱରୀ ଙ୍କ ନିକଟରେ ଏତିକି ପ୍ରାର୍ଥନା ଏମିତି ଆ-ତ୍ମ-ହ-ତ୍ୟା ଉଦ୍ୟମ ପୂର୍ବରୁ ନିଜର ୟୁଟ୍ୟୁବ ଆକାଉଣ୍ଟ ରେ ଲେଖି ପୋଷ୍ଟ କରିଥିଲେ ଜୋଜ । ବର୍ତମାନ ସମୟ ରେ ମେଡିକାଲ ରେ ରହିଛନ୍ତି ଜୋଜ ଏବଂ ବର୍ତମାନ ସମୟ ରେ ତାଙ୍କର ଅବସ୍ଥା କେମିତି ରହିଛି । ତାହା ଜଣା ପଡି ନଥିବା ବେଳେ ପୋଲିସ ଏହା ଉପରେ ଅଧିକ ତଦନ୍ତ ଜାରି ରଖିଛି ।

ସେମିତିରେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ଜୋଜ ଙ୍କୁ ଅପହରଣ କରାଜାଇ ଥିଲା । ଏବଂ ପରେ ଜୋଜ ପୋଲିସ କେସ୍ ଦେଇଥିଲେ । ହେଲେ ବର୍ତମାନ ସମୟ ରେ ସେ କେସ କୁ ଉଇଡ୍ରୋଲ କରେଇଛନ୍ତି । ଏହା ସହିତ ଜୋଜ ଆ-ତ୍ମ-ହ-ତ୍ୟା ଉଦ୍ୟମ ମଧ୍ୟ କରିଛନ୍ତି ।

Jojo

ତେବେ ଏହା ପଛରେ କଣ ରହିଛି କାରଣ ଏହା କୈଣସି ସଢଯନ୍ତ୍ର ନୁହେଁତ ଏହାର ଅପଡେଟ ଆମେ ଆପଣ ମାନଙ୍କୁ ଆଗକୁ ମଧ୍ୟ ଦେବୁ । ହେଲେ ଆପଣ ମାନଙ୍କୁ ହାସ୍ୟ ଅଭିନେତା ଜୋଜ କେମିତି ଲାଗନ୍ତି ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *