ମୃ-ତ୍ୟୁ ପୂର୍ବରୁ ରାଇମୋହନ ଙ୍କ ଶେଷ ଭିଡ଼ିଓ ଦେଖିଲେ ଆପଣ କାନ୍ଦି ପକେଇବେ । ଦେଖନ୍ତୁ ଭିଡ଼ିଓ

Raimohan

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସି ଜାଇଛି ବହୁତ ବଡ ଦୁଖଃଦ ଖବର ବର୍ତମାନ ସମୟ ରେ ଆ-ତ୍ମ-ହ-ତ୍ୟା କରିଛନ୍ତି ଓଲିଉଡ ର ଲୋକପ୍ରିୟ କଳାକାର ରାଇମୋହନ ପରିଡା । ତେବେ ବନ୍ଧୁଗଣ ଆଜି ତାଙ୍କର ମୃ-ତ ଦେହ କୁ ମଞ୍ଚେଶ୍ୱର ସ୍ଥିତ ପ୍ରାଚି ବିହାର ସ୍ଥିତ ବାସ ଭବନ ରୁ ତାଙ୍କର ମୃ-ତ ଦେହ ଝୁଲନ୍ତା ଅବସ୍ଥା ରେ ଉଦ୍ଧାର ହୋଇଥିବା ଜଣା ପଡିଛି । ତେବେ ରାଇମୋହନ ପରିଡା ଙ୍କ ଆ-ତ୍ମ-ହ-ତ୍ୟା ପରେ ବର୍ତମାନ ଓଲିଉଡ ଇଣ୍ଡଷ୍ଟ୍ରୀ କୁ ଲାଗିଛି ଏକ ଶକ୍ତ ଝଟକା ରାଇମୋହନ ପରିଡା ଓଲିଉଡ ଇଣ୍ଡଷ୍ଟ୍ରୀରେ ବହୁତ ପୁରୁଣା ଆଟିଷ୍ଟ ଅଟନ୍ତି ।

ସେ ବହୁତ ସାରା ସିନେମା ରେ ଅଭିନୟ କରିଛନ୍ତି । ଏମିତି କି ସେ ଯାତ୍ରା ରେ ମଧ୍ୟ ବହୁତ ସୁନ୍ଦର ଅଭିନୟ କରିଛନ୍ତି । ଏବଂ ବର୍ତମାନ ସମୟ ରେ ସେ ନୂଆ ବୋହୁ ସିରିଏଲ ରେ ଅଭିନୟ କରୁଥିଲେ । ତେବେ ବନ୍ଧୁଗଣ ରାଇମୋହନ ପରିଡା ପ୍ରାୟ 300 ରୁ ଅଧିକ ଓଡିଆ ଫିଲ୍ମ ରେ କାମ କରିଥିବା ବେଳେ 30 ରୁ ଅଧିକ ଯାତ୍ରା ଏବଂ 10 ରୁ ଅଧିକ ସିରିଏଲ ରେ ମଧ୍ୟ କାମ କରି ସାରିଛନ୍ତି ।

Rai mohan

ତାହାଲେ ରାଇମୋହନ ପରିଡା ଙ୍କ ସୁନ୍ଦର ଅଭିନୟ କାରଣ ରୁ ସାରା ଓଡିଶା ର ଲୋକ ମାନେ ବହୁତ ଅଧିକ ଭଲ ପାଇବା ଦେଇଥିଲେ । ତେବେ ରାଇମୋହନ ପରିଡା ଙ୍କ ପରିବାର ରେ ତାଙ୍କର ସ୍ତ୍ରୀ ଏବଂ ତାଙ୍କର ଦୁଇ ଝିଅ ରହିଥିଲେ । ହେଲେ ପାରିବାରିକ କଳହ କିମ୍ବା ଅନ୍ୟ କୈଣସି କାରଣ ଯୋଗୁଁ ଆ-ତ୍ମ-ହ-ତ୍ୟା କରିଛନ୍ତି ତାହା ବର୍ତମାନ ସମୟ ରେ ଜଣା ପଡି ନାହିଁ । ଆଉ ବର୍ତମାନ ତାଙ୍କର ମୃ-ତ ଦେହ କୁ ତାଙ୍କ ଘରୁ ପୋଲିସ ଉଦ୍ଧାର କରିଛି ।

ତାଙ୍କୁ କେପିଟାଲ ହସ୍ପିଟାଲ ନେବା ପରେ ତାଙ୍କୁ ମୃ-ତ ବୋଲି ଡାକ୍ତର ଘୋଷଣା କରିଛନ୍ତି । ତାହାଲେ ଆ-ତ୍ମ-ହ-ତ୍ୟା କରି ନେଇଛନ୍ତି ଓଲିଉଡ ର ବରିଷ୍ଟ ଅଭିନେତା ରାଇମୋହନ ପରିଡା । ତାଙ୍କର ସୁନ୍ଦର ଅଭିନୟ ଆପଣ ମାନେ ନିଶ୍ଚିତ ଦେଖିଥିବେ । ତେବେ ତାଙ୍କର ମୃ-ତ୍ୟୁ ପରେ ବର୍ତମାନ ସମୟ ରେ ତାଙ୍କର କିଛି ଭିଡ଼ିଓ ଜାହା ସେ ମୃ-ତ୍ୟୁ ପୂର୍ବରୁ ଶେଷ ଥର ପାଇଁ କହିଛନ୍ତି । ତାହା ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି ।

ଜାହାକୁ ଆପଣ ମାନେ ଏଠାରେ ନିଶ୍ଚିତ ଦେଖିବାକୁ ପାଉଥବେ । 1963 ମସିହା ଜୁଲାଇ 10 ତାରିଖରେ ଜନ୍ମ ଗ୍ରହଣ କରିଥିଲେ ରାଇ ମୋହନ । ତେବେ ବର୍ତମାନ ସମୟ ରେ ତାଙ୍କର ମୃ-ତ୍ୟୁ ଖବର ସମସ୍ତ ଙ୍କୁ ମର୍ମାହତ କରିଛି । ତେବେ ଆମର ଟିମ୍ ତରଫ ରୁ ରାଇମୋହନ ଙ୍କ ଆତ୍ମା ର ସଦଗତି ନିମନ୍ତେ ପ୍ରଭୁ ଙ୍କ ନିକଟ ରେ ପ୍ରାର୍ଥନା କରୁଛୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *