ଦେଖନ୍ତୁ Shocking ଭିଡ଼ିଓ : ଏମିତି ଭୟଙ୍କର ଦୁର୍ଘଟଣା ଜୀବନରେ କେବେ ଦେଖି ନଥିବେ… ଗାଡି ଚଳାଉ ଥିଲେ ଗୋଟିଏ ସେୟାର ନିଶ୍ଚୟ କରନ୍ତୁ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମ ଦେଶ ଦୁନିଆଁ ରେ ଜଣା ନାହିଁ କେତେ ଲୋକ ମାନେ ମୃ-ତ୍ୟୁ ବରଣ କରିସାରିଛନ୍ତି । ଆଉ ଏମିତି ଦେଖାଯାଏ କି ବହୁତ ଲୋକ ମାନେ ରହିଛନ୍ତି ଯେଉଁ ମାନଙ୍କର କିଛି ଦୋଷ ନଥିଲେ ବି ସେମାନେ ଦୂର୍ଘଟଣା ର ଶୀକାର ହୋଇଥାନ୍ତି । ତେବେ ଯଦି ଦୂର୍ଘଟଣା ରେ ଗୋଟେ ବଡ ଗାଡି ଛୋଟ ଗାଡି ମଧ୍ୟରେ ଦୂର୍ଘଟଣା ହେଲା ତେବେ ସମସ୍ତେ ବଡ ଗାଡି ର ଚାଳକ ଙ୍କୁ ଦୋଷ ଦେଇଥାନ୍ତି।

ହେଲେ ଏହି ଚିନ୍ତାଧାରା ପୁରା ଭୁଲ ଅଟେ କାରଣ ସବୁ ବେଳେ ବଡ଼ ଗାଡ଼ି ର ଭୁଲ ନଥାଏ ବେଳେ ବେଳେ ସେହି ଛୋଟ ଗାଡ଼ି ର ମଧ୍ୟ ଭୁଲ ରହି ଥାଏ ଯାହା ଦ୍ୱାରା ବହୁତ ବଡ଼ ଦୁର୍ଘଟଣା ଦେଖିବାକୁ ମିଳେ । ତେବେ ସେହି ଭଳି ଏକ ଦୂର୍ଘଟଣା ଦେଖିବାକୁ ମିଳିଛି । ଜାହାକୁ ଆପଣ ମାନେ ଦେଖିଲେ କହିବେ ଏହି ଭଳି କିଛି ଲୋକ ମାନଙ୍କ ପାଇଁ ସାଧାରଣ ଲୋକଙ୍କ ଜିବନ ଯାଉଛି । ସେମାନେ ନିଜ ଜିବନ କୁ ବପଦ ରେ ପକେଇବା ସହିତ ଅନ୍ୟ ଲୋକ ମାନଙ୍କ ଜିବନ କୁ ମଧ୍ୟ ବିପଦ କୁ ଟାଣୁଛନ୍ତି ।

gadi

ତେବେ ଆସନ୍ତୁ ଏହି ଘଟଣା ବିଷୟ ରେ ଆଲୋଚନା କରିବା । ତେବେ ଭିଡ଼ିଓ ରେ ଦେଖିବାକୁ ମିଳିଥିଲା କି ଦୁଇ ଯୁବକ ରାସ୍ତା ରେ ସାପ ଗଲା ଭଳି ଗାଡି ଚଲାଉଥିଲେ । ହଠାତ ସେହି ସମୟ ରେ ସେମାନଙ୍କ ଆଗକୁ ଏକ ଗାଡି ଚାଲି ଆସିଥିଲା ଅବସ୍ୟା ସେହି ବଡ ଗାଡି କୁ ଧକ୍କା କରିବାରୁ ବାଇକ ଟି ବଞ୍ଚି ଜାଇ ଥିଲା ହେଲେ ଚାଳକ ଜଣଙ୍କ ନିଜର ଭାରସ୍ୟାମ ହରେଇ ଗାଡିରୁ ପଡି ଜାଇ ଥିଲେ । ଯାହା ଦ୍ୱାରା ଯୁବକ ଦୁଇ ଜଣ ବଞ୍ଚି ଯାଇ ଥିଲେ ଆଉ କିଛି ମାତ୍ରା ରେ ଆହତ ହୋଇ ଥିଲେ ।

ତେବେ ଏଠାରେ ଆପଣ ଥରେ ଭାବନ୍ତୁ ଯଦି ବାଇକ ଟି ବଡ ଗାଡି ସହିତ ଦୂର୍ଘଟଣା ହୋଇଥାନ୍ତା ତେବେ ଯୁବକ ଜଣଙ୍କ ଜିବନ ମଧ୍ୟ ଚାଲି ଜାଇ ଥାନ୍ତା । ଆଉ ଏହି ଦୂର୍ଘଟଣାରେ ସମସ୍ତେ ଭାବିଥାନ୍ତେ କି ବଡ ଗାଡିର ହିଁ ଦୋଷ ରହିଛି । ହେଲେ ଦୋଷ ତ ଏହି ଦୁଇ ଜଣ ଯୁବତକ ଙ୍କର ଥିଲା ତେବେ ଏହାକୁ ନେଇ ଆପଣ ମାନଙ୍କର କଣ ରାୟ ରହିଛି କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *