ସ-ମ୍ପ-ର୍କ ରଖିବା ବେଳେ ଚାଲିଗଲା ଜୀବନ ସେ କହିଲା ମୁଁ କ୍ଲିନ୍ ଅଛି ଏହାପରେ ମୁଁ ସେ-କ୍ସ କଲି ହେଲେ ବ୍ଲିଡ଼ିଂ ପରେ ସେ ବେହୋସ୍ ହେଇଗଲା…ଦେଖନ୍ତୁ ଭିଡିଓ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ଆଧୁନିକ ଯୁଗର ପ୍ରେମ ଓ ପୁରାତନ ଯୁଗ ର ପ୍ରେମ ମଧ୍ୟରେ ଆକାଶ ଏବଂ ପାତାଳ ର ଫରକ ରହିଥାଏ । ପୂର୍ବ କାଳରେ ପ୍ରେମ ଥିଲା ଏକ ପ୍ରକାରର ପବିତ୍ର ସଂମ୍ପର୍କ ଯେଉଁଥିରେ ଥିଲା ସତ ଭଲ ପାଇବା। ବିଶ୍ୱାସ ଓ ପବିତ୍ରତା ତଥା ପରସ୍ପର ପ୍ରତି ସମ୍ମାନ ହେଲେ ବର୍ତ୍ତମାନର ପ୍ରେମ ରେ ରହିଛି କେବଳ ସ୍ଵାର୍ଥପରତା ଲୋଭ ଓ କାମନା ର ବଶବର୍ତ୍ତୀ । ତେବେ ବର୍ତମାନର ଯୁବ ପିଢୀ ପ୍ରେମର ଅର୍ଥ ଶା-ରୀ-ରିକ ସ-ମ୍ବ-ନ୍ଧ ବୋଲି ମାନେ କରିଥାନ୍ତି ବୋଲି କହିଲେ କିଛି ଅତୃପ୍ତ ହେବ ନାହିଁ । ଏବେ ବିବାହ ପୂର୍ବରୁ ଶା-ରୀ-ରିକ ସଂ-ମ୍ପ-ର୍କରେ ରେ ରହିବା ମଧ୍ୟ ଗୋଟିେ ସାମାନ୍ୟ କଥା ହୋଇଗଲାଣି।

ମାତ୍ର ଏହି ଶା-ରୀ-ରିକ ସଂ-ମ୍ପ-ର୍କ ବନେଇବା କୁ ନେଇ ପ୍ରେମୀ ଯୁଗଳ ଙ୍କ ମଧ୍ୟରେ ଅନେକ ପ୍ରକାରର ସମସ୍ୟା ଦେଖା ଦିଏ। କେତେବେଳେ ଏହି ସେ-କ୍ସ କରିବା କୁ ନେଇ ଦୁଇ ଜଣ ପ୍ରେମୀ ଯୁଗଳ ଅଲଗା ହୋଇ ଯାଇଥାନ୍ତି । ସେହିପରି ଧକ୍କା ର ପଡି ଯୁବତୀ ଙ୍କର ଜୀବନ ବର୍ବାଦ ହୋଇଯାଏ। ଏବଂ ଆମେ ଆଜି ଆପଣ ଙ୍କୁ ସେହିପରି ଗୋଟିଏ ଘଟଣା ବିଷୟରେ ଜଣେଇବୁ ଯେଉଁ ଥିରେ ଶା-ରି-ରୀକ ସଂ-ମ୍ପ-ର୍କ ରଖିବା ବେଳେ ଜଣେ ଯୁବତୀ ଙ୍କର ଜୀବନ ଚାଲିଯାଇଛି।

love

ତେବେ ଘଟଣା ଅନୁସାରେ ବରଗଡ଼ ଜିଲ୍ଲାର ଜଣେ ଯୁବକ ଏବଂ ଯୁବତୀ ପରସ୍ପର କୁ ପ୍ରାୟ 6 ବର୍ଷ ହେବ ଭଲ ପାଇ ଆସୁଥିଲେ। ଏବଂ ଅନେକ ଥର ଦୁହିଁଙ୍କ ମଧ୍ୟରେ ଶା-ରୀ-ରିକ ସଂ-ମ୍ପ-ର୍କ ମଧ୍ୟ ରହିଥିଲା। ହେଲେ ଏବେ ସେହି ଶା-ରି-ରୀକ ସ-ମ୍ବ-ନ୍ଧ ବନେଇବା ଯୁବତୀ ଙ୍କ ପାଇଁ କାଳ ହୋଇଜାଇଛି ଓ ଚାଲିଗଲା ତାଙ୍କର ଜୀବନ। ଆଉ ବର୍ତ୍ତମାନ ପ୍ରେମିକା ର ଶବ କୁ ଧରି ଭୋ ଭୋ ହୋଇ କାନ୍ଦୁଛନ୍ତି ପ୍ରେମିକ । ସହି ପାରୁନାହାନ୍ତି ନିଜ ପ୍ରେମିକା ଙ୍କର ବିଚ୍ଛେଦ ର ଦୁଃଖ କୁ।

ତେବେ ପ୍ରେମିକ ଜଣଙ୍କ କହିଛନ୍ତି ଯେ ଗତକାଲି ଆମେ ଗାଁ ରୁ ହୋଟେଲ କୁ ଆସିଥିଲୁ ଆଉ ଦୁହିଁଙ୍କ ମଧ୍ୟରେ ଶା-ରୀ-ରିକ ସଂ-ମ୍ପ-ର୍କ ରଖିବା ସମୟ ରେ ପ୍ରଥମେ ତାଙ୍କର ବ୍ଳିଡିଂ ହୋଇଥିଲା ଆଉ ହଠାତ ଯୁବତୀ ଜଣଙ୍କ ବେହୋସ ହୋଇ ଯାଇଥିଲେ। ଏଭଂ ଯୁବକ ଜଣଙ୍କ ସଂଙ୍ଗେ ସଂଙ୍ଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃ-ତ୍ୟୁ ବୋଲି ଘୋଷଣା କରିଥିଲେ ।

ତେବେ ଯୁବକ ଜଣଙ୍କ କହିଛନ୍ତି କି ଆମ ଦୁହିଁଙ୍କ ମଧ୍ୟରେ ଆଗରୁ ମଧ୍ୟ ସେ-କ୍ସ ସଂ-ମ୍ପ-ର୍କ ରହିଥିଲା ହେଲେ କେବେ ବି ଏହିପରି ହୋଇନଥିଲା କିନ୍ତୁ କାଲି ହଠାତ୍ ଏମିତି କଣ ପାଇଁ ହେଲା ମୁଁ ଜାଣି ପାରୁନାହିଁ। ତେବେ ତାକୁ ଛାଡି ମୁଁ ଏକୁଟିଆ ବଞ୍ଚିପାରିବି ନାହିଁ। ତେବେ ଏହି ଘଟଣା ଟି ବର୍ତ୍ତମାନ ଚାରିଆଡେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *