ଦମଦାର ଅଫର ! 10 ବର୍ଷ ପରେ ପ୍ରଥମ ଥର ପାଇଁ ମାତ୍ର ୧୯ ଟଙ୍କା ରେ Unlimited କଲିଂ ସହ High ସ୍ପିଡ଼ ଡାଟା, ଆଜି ହିଁ ଶୀଘ୍ର ଏହାର ଫାଇଦା ଉଠାନ୍ତୁ ।

unlimited calling

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଆପଣ ମାନେ ତ ସମସ୍ତେ ଜାଣିଥିବେ ଆଜି ର ଯୁଗ ହେଉଛି ବିଜ୍ଞାନ ର ଯୁଗ। ଏହି ଯୁଗ ରେ ବୈଜ୍ଞାନିକ ମାନେ ନିଜ ନିଜର ବୁଦ୍ଧି ଦ୍ୱାରା ଅନେକ ନୂଆ ନୂଆ ଜିନିଷ ସବୁ ତିଆରି କରୁଛନ୍ତି ଯାହା ଦ୍ୱାରା ଲୋକ ମାନଙ୍କ ର ଅନେକ ପରିମାଣ ରେ ହିତ ସାଧନ ହେଉଛି। ଆଜିର ଯୁଗ ଏବଂ ପୁରୁଣା ଯୁଗ ହୋଇନାହିଁ। ଯେଉଁ ଯୁଗରେ ଗୋଟେ ଲୋକ ର କଥା ଆଉ ଏକ ଲୋକ ପାଖରେ ପହଁଞ୍ଚିବା 8 ରୁ 9 ଦିନ ସମୟ ଲାଗୁଥିଲା ଜଣେ ଲୋକ କୁ ଦେଖା କରିବା ପାଇଁ ଯିବା ପାଇଁ ମାସ ମାସ ଧରି ଯାତ୍ରା କରିବାକୁ ପଡୁ ଥିଲା ଏବଂ ଦି ପଦ କଥା ହେବା ପାଇଁ ମାଇଲ ମାଇଲ ଦୂର ଚାଲି କରି ଯିବାକୁ ପଡୁଥିଲା ଆଜି କାଲି ସବୁକିଛି ଜିନିଷ ଆଖି ପିଛୁଳାକେ ହୋଇଯାଉଛି।

ଆଜି ର ଦୁନିଆ ବହୁତ ଆଧୁନିକ ହୋଇସାରିଛି । ତେବେ ଆଜି ର ଦୁନିଆ ହେଉଛି ଅତ୍ୟାଧୁନିକ ଯୁଗ। ଏହି ଯୁଗ ରେ ଏକ ଛୋଟ ପିଲା ଠାରୁ ଆରମ୍ଭ କରି ବୃଦ୍ଧ ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ସ୍ମାର୍ଟ ହେଉଛନ୍ତି। ଏହି ସ୍ମାର୍ଟ ଯୁଗରେ ଟିକେ ଅଧିକ ସ୍ମାର୍ଟ ହେଉଛନ୍ତି ଆଜିର ଯୁବ ପିଢି ଯେଉଁ ମାନେ କି ସ୍ମାର୍ଟ ଫୋନ୍ ମାଧ୍ୟମରେ ପାଖା ପାଖି ସବୁ କାମ କରିଦେଉଛନ୍ତି। ସୋସିଆଲ ସାଇଡ୍ସ ରେ ମଧ୍ୟ ବହୁତ ଏକ୍ଟିଭ୍ ରହିଛନ୍ତି ।

phona

ଆଜି ର ଯୁବ ପିଢି ସୋସିଆଲ ସାଇଡ୍ସ ରୁ ସେମାନଙ୍କ ର ଅନେକ ହିତ ମଧ୍ୟ ସାଧନ ହେଉଛି । ସେମାନେ ଏହା ଦ୍ୱାରା ଦେଶ ବିଦେଶର ଖବର ସାଙ୍ଗେ ସାଙ୍ଗେ ଜାଣି ପାରୁଛନ୍ତି ଘରେ ନିଜର ଅନେକ ଘର କାମ ମଧ୍ୟ କରି ପାରୁଛନ୍ତି ସ୍ମାର୍ଟ ଫୋନ୍ ମାଧ୍ୟମରେ । ତେବେ ଆମେ ଯେଉଁ କାମ ଆମେ ମାନେ କରୁଛୁ ସ୍ମାର୍ଟ ଫୋନ୍ ଦ୍ୱାରା ସେ ସବୁ ପଛର ମୂଖ୍ୟ ଲୋକ ହେଉଛି ଇଣ୍ଟରନେଟ । ଏହି ଇଣ୍ଟରନେଟ ମାଧ୍ୟମରେ ହିଁ ଆମର ସବୁ କିଛି କାମ ଅତି ସହଜ ରେ କରି ପାରିଥାଉ। ଏହି ଇଣ୍ଟରନେଟ କୁ ବ୍ୟବହାର କରିବା ପାଇଁ ଆମେ ବିଭିନ୍ନ ପ୍ରକାର ର ସିମ୍ ସବୁ ବ୍ୟବହାର କରୁ ଯେପରି କି ଜିଓ, ଏୟାରଟେଲ୍, ବିଏସ୍ନାଲ୍ ଆଦି। ଏହି ସିମ ଆମେ ମାନେ ପ୍ରତିମାସ ଡାଟା ପେକ୍ ମଧ୍ୟ ପକାଇ ଥାଉ।

ଏହି ସବୁ ଡାଟା ଯୋଗାଇବାରେ ଟେଲିକମ୍ କମ୍ପାନୀ ମାନେ ଆମ ମାନଙ୍କୁ ଅନେକ ଅଫର୍ ମଧ୍ୟ ଦେଇଥାନ୍ତି। ସମସ୍ତେ ମଧ୍ୟ ଆଶା କରିଥାନ୍ତି କିପରି କମ୍ ଟଙ୍କା ରେ ଅଧିକ ଫାଇଦା ଉଠେଇ ପାରିବେ ବୋଲି । ତେବେ ଆପଣ ମାନଙ୍କ ପାଇଁ ଆପଣ ଙ୍କ ର ଭାରତୀ ଏୟାରଟେଲ୍ ଏକ ବଡ ଅଫର ଦେବାକୁ ଯାଉଛି ଆଗକୁ। ତେବେ ଆସନ୍ତୁ ଜାଣିବା ସେହି ଅଫର୍ ବିଷୟ ରେ।

Airtel

ଏୟାଟେଲ୍ ଆଣି ଦେଉଛି ଏକ ବହୁତ ବଡ ଅଫର୍ ଯେଉଁଥିରେ କି ଆପଣ ମାନେ ଅନଲିମିଟେଡ୍ କଲିଂ ସହିତ ଡାଟା ମଧ୍ୟ ପାଇପାରିବେ। ଆଉ ସବୁଠାରୁ ବଡ କଥା ହେଲା ଏହାର ମୂଲ୍ୟ ରହିଛି ମାତ୍ର 19 ଟଙ୍କା। ଏୟାରଟେଲ୍ ର ଏହା ହେଉଛି ସବୁଠାରୁ ଶସ୍ତା ପ୍ଲାନ୍। ଏହା ଦ୍ୱାରା ଆପଣ ମାନେ ଦୁଇ ଦିନ ପର୍ଯ୍ୟନ୍ତ ଅନଲିମିଟେଡ୍ କଲିଂ ର ସୁଯୋଗ ସହିତ ପାଇପାରିବେ 200 ଏମ୍ବି ର ଡାଟା। ମାତ୍ର ଏୟାଟେଲ୍ ର ଏହି 19 ଟଙ୍କିଆ ପ୍ଲାନ୍ ରେ ଫ୍ରି ଏସେମେସ୍ ର ସୁବିଧା ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *