ଏବେ ଏବେ ଆସିଲା ସବୁଠୁ ବଡ ଖବର,ପେଟ୍ରୋଲ ଓ Diesel ଦାମ ସହିତ ଗ୍ୟାସ ମଧ୍ୟ ଏବେ ଏବେ ଏତେ ଶସ୍ତା ହେଇଗଲା,ଜାଣିବା ପରେ ଆପଣ ମଧ୍ୟ ଖୁସି ରେ ନାଚି ଉଠିବେ…ଦେଖନ୍ତୁ Video

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଉପଭୋକ୍ତା ମାନଙ୍କୁ ବଡ ଆଶ୍ୱସ୍ତି ମିଳିଛି। କମିଲା ତୈଳ ଦର। ଶସ୍ତା ହେଲା ପେଟ୍ରୋଲ ଏବଂ ଡିଜେଲ ଦାମ। ପେଟ୍ରୋଲ ଦର ଲିଟର ପିଛା 9 ଟଙ୍କା 50 ପଇସା ଏବଂ ଡିଜେଲ ଲିଟର ପିଛା 7 ଟଙ୍କା କମିଛି। କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ କମେଇଛନ୍ତି ସରକାର। ପେଟ୍ରୋଲ ଉପରେ ଶୁଳ୍କ 8 ଟଙ୍କା ଓ ଡିଜେଲ ଉପରେ 6 ଟଙ୍କା ଖର୍ଚ୍ଚ କମେଇଛନ୍ତି। ସେହିପରି ଉଜ୍ଜଳା ଯୋଜନାରେ ସବସିିଡ 200 ଟଙ୍କା ମିଳିବ। ଏପଟେ ଷ୍ଟିଲ ଜିନିଷ ଉପରେ ରପ୍ତାନି ଶୁଳ୍କ ଲାଗିବ।

ତେବେ ପେଟ୍ରୋଲ ଡିଜେଲ ଦର କେବେ କମିବ ସମସ୍ତେ ଅପେକ୍ଷା କରି ରହିଥିଲେ। ଅନେକ ଲୋକ ଖାଉଟି ହଇରାଣ ହେଉଥିଲେ। ଦରଦାମ ମଧ୍ୟ ହୁ ହୁ ହୋଇ ବଢିଥିଲା। ତେଣୁ କେନ୍ଦ୍ର ସରକାର ଏହା ଉପରେ ନଜର ଦେବା ପାଇଁ ଅନେକ କ୍ଷେତ୍ରରୁ ଦାବି ହୋଇ ଆସୁଥିଲା। ଯାହା ଦ୍ଵାରା ଦରଦାମକୁ ନିୟନ୍ତ୍ରଣରେ ରଖି ହେବ। ଏବଂ ସେହିଭଳି ପଦକ୍ଷେପ ସରକାର ନେଇଛନ୍ତି।

ଏହାସହିତ ଉଜ୍ଜ୍ୱଳ ଯୋଜନାରେ ଯେଉଁମାନେ ଗ୍ୟାସ ନେଇଛନ୍ତି ସେମାନଙ୍କୁ ମଧ୍ୟ 200 ଟଙ୍କା ରିହାତି ଦେବା ପାଇଁ ଘୋଷଣା କରିଛନ୍ତି। ତେବେ ଖାଉଟି ମାନେ ଯେତେବେଳେ ହଇରାଣ ହେଉଥିଲେ ତେଣୁ ଏଇ ଭଳି ପଦକ୍ଷେପଙ୍କୁ ସେମାନେ ଆଶା କରୁଥିଲେ। ସେଭଳି ପଦକ୍ଷେପ ଆଜି କେନ୍ଦ୍ର ସରକାର ନେଇଛନ୍ତି। ପେଟ୍ରୋଲ ଡିଜେଲ ଦର କମ କରିଛନ୍ତି।

Petrol

ଯେତେବେଳେ କୌଣସି ରେଟ ବଢ଼ିଯାଏ ସେତେବେଳେ ଆଲୋଚନା ହୁଏ ଯେ ଝଟ୍କା ଦେଇଛନ୍ତି କେନ୍ଦ୍ର ସରକାର। ଯେହେତୁ ପେଟ୍ରୋଲ ଡିଜେଲ ଦର ବଢ଼ି ଚାଲିଥିଲା ତ କେନ୍ଦ୍ର ସରକାର ବର୍ତ୍ତମାନ ଦର କମେଇଛନ୍ତି। ଏହା ସହିତ ରନ୍ଧନ ତେଲର ଦାମ ମଧ୍ୟ କରିଛନ୍ତି। ତେବେ ଗ୍ରାହକ ମାନେ କହିଛନ୍ତି ଯେ ଏହି ସମୟକୁ ଅପେକ୍ଷା କରାଯାଉଥିଲା। ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଅଟେ।

ତେବେ 8 ରୁ 10 ଟଙ୍କା କେନ୍ଦ୍ର ସରକାର ଖର୍ଚ୍ଚ କଲା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଆହୁରି 2 ରୁ 3 ଟଙ୍କା କମିଯିବ। ଏହାର ଅର୍ଥ 10 ଟଙ୍କା 23 ପଇସା ପେଟ୍ରୋଲରେ ହ୍ରାସ ପାଇଯିବ। ଏହି ଦରଟି କାଲି ସକାଳୁ ଲାଗୁ ହେବ। କେନ୍ଦ୍ର ଓ ରାଜ୍ୟ ଉଭୟ ଦର କମେଇବାରୁ ପେଟ୍ରୋଲରେ 10 ଟଙ୍କା 23 ପଇସା ଓ ଡିଜେଲ ଦର 7 ଟଙ୍କା 30 ପଇସା କମେଇଲା। ତେବେ ରନ୍ଧନ ଗ୍ୟାସରେ ମଧ୍ୟ 200 ଟଙ୍କା କମେଇବାକୁ ଯାଉଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *