ମଇ ମାସରେ ହେବ ଗ୍ରୀଷ୍ମ ଛୁଟି ବଡ଼ ଖବର ଦେଖନ୍ତୁ |

school

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ନକଟରେ ଅଧିକ ଗ୍ରୀଷ୍ମ ପ୍ରଭାବ କାରଣ ରୁ 5ଦିନ ସରକାର ଛୁଟି ହୋଇଥିଲା ତେବେ ଏହି ସରକାରୀ ଛୁଟି ପରେ ପିଲାମାନେ କିଛି ପ୍ରଭାବରେ ଗ୍ରୀଷ୍ମ ପ୍ରଭାବରୁ ରକ୍ଷା ପାଇ ପରିଥିଲେ । ତେବେ ଏହା ପରେ ସରକାର ଏହା ଘୋଷଣା କରିଥିଲେ କି ଆଗମୀ ଜୁନ ମାସରେ ସରକାର ଗ୍ରୀଷ୍ମ ଛୁଟି ଦେବେ କିନ୍ତୁ ବର୍ତମାନ ଏହା ଆନୁମାନ କରାଯାଉଛି କି ଏହି ମାସରେ ପିଲା ମାନଙ୍କ ଛୁଟି ଘୋଷଣା ହୋଇଯାଇ ପାରେ ।

ସୂଚନା ଅନୁସାରେ ବର୍ତମାନ ମଧ୍ୟ ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ କମି ନାହିଁ ଏହା ବ୍ୟତିତ ଏହି କାରଣରୁ ଅନେକ ଭାବରେ ଗରମ ମଧ୍ୟ ହେଉଛି ତେଣୁ ଏହି କାରଣରୁ ପିଲା ମାନଙ୍କ କ୍ଲାସ ସକାଳେ ସମୟରେ ରଖାଯାଇଅଛି । ଏହା ବ୍ୟତିତ ସକାଳ ସମୟରେ କ୍ଲାସ ହେବା ଫଳରେ ଅନେକ ପିଲାମାନେ ଅନେକ ଭାବରେ ଉପକୃତ ହୋଇ ପାରିଛନ୍ତି, ଏହା ବ୍ୟତିତ ଅନେକ ପିଲା କ୍ଲାସ ମଧ୍ୟ କରିବା ସହିତ ଗରମରୁ କିଛି ମାତ୍ରାରେ ରକ୍ଷା ପାଇ ପାରୁଛନ୍ତି ।

school

ତେବେ ପିଲା ମାନଙ୍କର ସ୍କୁଲ ସମୟ ସକାଳ 6ଟା ରୁ 9ଟା ଯାଏ ରହିଛି ଏହା ବ୍ୟତିତ ଅନେକ ଲୋକ ଅନେକ ଭାବରେ ଉପକୃତ ହୋଇ ପାରିଛନ୍ତି । ତେବେ ଏହି ଘୋଷଣା ପରେ ବର୍ତମାନ ଆଉ କିଛି ନୂତନ ଭାବରେ ପରିବର୍ତନ ଦେଖା ଦେଇପାରେ ବୋଲି ଅନୁମାନ କରା ଯାଉଛି । ଏହା ବ୍ୟତିତ ସରକାରଙ୍କ ଘୋଷଣା ଅନୁସାରେ ବର୍ତମାନ ଅନେକ ସ୍ଥାନରେ ମଧ୍ୟ ଖରା ହେଉଛି ତେବେ ଏହି ଖରା କାରଣରୁ ଅନେକ ଲୋକ ଅନେକ ଅସୁବିଧାରେ ମଧ୍ୟ ସମ୍ମୁଖିନ ହେଉଛନ୍ତି ।

ତେବେ ସରକାରଙ୍କ ଘୋଷଣା ଅନୁସାରେ ଆଗାମୀ ମାସରେ ଛୁଟି ହେବାର ଥିଲା କିନ୍ତୁ ଯେପରି ଭାବରେ ଖରା ହେଉଛି ଏହି କରଣରୁ ଅନେକ ଲୋକ ଅନେକ ଅସୁବିଧାରେ ମଧ୍ୟ ସମ୍ମୁଖିନ ମଧ୍ୟ ହେଉଛନ୍ତି, ତେବେ ଏହି କରଣରୁ ରାଜ୍ୟରେ ବର୍ତମାନ ଖରା କାରଣରୁ ଏହି ମାସରେ ଗ୍ରୀଷ୍ମ ଛୁଟି ହୋଇପାରେ ବୋଲି ଅନୁମାନ କରାଯାଉଛି ।

schools

ତେବେ ଛୁଟି ହେବା ପାଇଁ ଯେଉଁ ଦିନ ଧାର୍ଯ୍ୟ କରାଯାଇଥିଲା ଏହା ପୂର୍ବରୁ ଛୁଟି କରାଯାଏ ବୋଲି ଅନୁମାନ କରାଯାଉଛି, ଏହା ବ୍ୟତିତ ରାଜ୍ୟରେ ଅନେକ ସ୍ଥାନରେ ତାପମାତ୍ରା 40 ଡିଗ୍ରୀ ଉପରେ ରହିଛି ଯାହା ଫଳରେ ଅନେକ ପିଲାମାନେ ଏବଂ ଅନେକ ଲୋକମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହା ବ୍ୟତିତ ପିଲାମାନେ ମଧ୍ୟ ଏହି ଖରା କାରଣରୁ ଯେପରି କୌଣସି ପ୍ରକାର ଅସୁବିଧା ର ସମ୍ମୁଖିନ ନହଅନ୍ତୁ ଏହି କାରଣରୁ ସେମାନଙ୍କୁ ଶିଘ୍ର ଛୁଟି ଦେବା ପାଇଁ ସରକାର ଯୋଜନା କରୁଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *