ମିଛରେ ଆକ୍ଟିଙ୍ଗ କରୁଛନ୍ତି ଅନୁଭବ ଏମିତି କିଛି ଲେଖିଲେ Barsha Priyadarshini କ୍ଲବ ତରଫରୁ, ଦେଖନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅନୁଭବ ଏହା ତମ ସତ ଗପ ନୁହେଁ ଏହା ତୁମ ଅଭିନୟ 30 ମିନିଟ ଭିଡିଓରେ ଯାହା ସବୁ କରିଲ ଯାହା ସବୁ କହିଲ ତାହା ସବୁ ମିଛ ଡାହା ମିଛ ତମ କାନ୍ଦ ବି ମିଛ ତମ ପ୍ରେମ ମିଛ ସବୁକିଛି ମିଛ ମିଛ ହିଁ ମିଛ ବନ୍ଧୁଗଣ ଏସବୁ କଥା କହିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଫ୍ୟାନ।

ଅନୁଭବ ମହାନ୍ତିଙ୍କ 30 ମିନିଟ ର ଭିଡିଓ ଭାଇରାଲ ହେବାପରେ ସାମ୍ନାକୁ ଆସିଲେ ବର୍ଷା ପ୍ରିୟଦର୍ଶିନୀଙ୍କ ସମର୍ଥକ ଏବଂ ସିଧା ସିଧା ଟାର୍ଗେଟ କଲେ ଅନୁଭବ ମହାନ୍ତିଙ୍କୁ ଭିଡିଓ ର ଜବାବ ଟୁଇଟ୍ ରେ ଦେଲେ ବର୍ଷା ପ୍ରିୟଦର୍ଶିନୀଙ୍କ ଫ୍ୟାନ ଆଉ ଟୁଇଟର ଏହି ପୋଷ୍ଟକୁ ନିଜେ ଲାଇକ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ ବର୍ଷାଙ୍କ ସମର୍ଥକଙ୍କ ଦ୍ୱାରା ହୋଇଥିବା ଟୁଇଟ୍ ରେ ଲେଖାରହିଛି ଯେ ମିଥ୍ୟାବାଦୀ ର ମିଥ୍ୟା ଆରୋପର ଗପ ମିଛର ହାଇ ଡ୍ରାମା ।

anubhav

ସତ୍ୟ ଉପରେ ଅସତ୍ୟ ଚାଦର ଘୋଡେ଼ଇବା ଲାଗି ମିଛର କାନ୍ଦ ଡରେଇ ଧମକେଇ ମିଥ୍ୟା ଆରୋପ ଲଗାଇ ବରବାଦ୍ କରିଦେବାର ବଡ ଷଢଯନ୍ତ୍ର ଆଦି ଅନେକ କିଛି ଏହି ଟୁଇଟ୍ ରେ ଲେଖା ରହିଛି ତେବେ ବର୍ଷା ପ୍ରିୟଦର୍ଶିନୀଙ୍କୁ ସମର୍ଥନ କରି ସମର୍ଥକ କହିଛନ୍ତି କି ଆପଣ ବିଜୟିନୀ ନିଜର କଷ୍ଟକୁ ଚାପି ଶହ ଶହ ଲୋକଙ୍କ ମୁହଁରେ ହସ ଫୁଟାଉଛନ୍ତି ।

ନ୍ୟାୟର ଲଢେଇ କୁ ଚୁପ୍ ଚାପ୍ ଲଢ଼ୁଛନ୍ତି ନା କେବେ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି ନ କେବେ ସୋସିଆଲ ମିଡିଆରେ କିଛି ଲେଖିଛନ୍ତି ପ୍ରଭୁ ଜଗନ୍ନାଥ ସତ କଣ ଆଉ ମିଛ କଣ। ଗତ ଦୁଇ ଦିନ ତଳେ ଅନୁଭବ ମହାନ୍ତିଙ୍କ 30 ମିନିଟ୍ ର ଭିଡିଓ ଭାଇରାଲ ହେବା ପରେ କାଲି ଏହାକୁ ସତ ନୁହେଁ ବରଂ ଗପ ବୋଲି କହିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଫ୍ୟାନ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ କୈଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *