ପ୍ରଧାନମନ୍ତ୍ରୀ ଫ୍ରି ସିଲାଇ ମେସିନ ଯୋଜନା ଆବେଦନ ଆରମ୍ଭ | ଏମିତି ପାଆନ୍ତୁ ମାଗଣାରେ ସିଲେଇ ମେସିନ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସରକାରଙ୍କ ଏହି ଯୋଜନାରେ ମାଗାଣା ରେ ମିଳିବ ସିଲାଇ ମେସିନ ବିନା ଖର୍ଚ୍ଚରେ କରନ୍ତୁ ଏହି କାମ । ଯଦି ଆପଣ ଘରେ ବସି ସିଲାଇ କାମ କରି ଟଙ୍କା ରୋଜଗାର କରିବାକୁ ଚାହୁଁଚନ୍ତି ତେବେ ଆପଣଙ୍କ ପାଇଁ ଆସୁଛି ଖୁସି ଖବର । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରି ସିଲାଇ ମେସିନ ଯୋଜନା 2022 ରେ ଶୁଭ ଆରାମ୍ଭ କରିଥିଲେ, ତେବେ ଦେଶର ମହିଳାଙ୍କୁ ରୋଜଗାର କ୍ଷମ କରିବା ପାଇଁ ଏହି ଯୋଜନାର ଶୁଭ ଆରମ୍ଭ କରାଯାଇଛି ।

ତେବେ ଆପଣ ମାନେ କେମିତି ଏହା ଟଙ୍କା ପାଇ ପାରିବେ ଆଉ ସିଲାଇ ମେସିନ ଫ୍ରି ରେ ପାଇ ପାରିବେ ଆସନ୍ତୁ ନଜର ପକାଇବା ସମ୍ପୂର୍ଣ୍ଣ ଖବର ଉପରେ । ତେବେ ମାଗଣା ଫ୍ରି ସିଲାଇ ମେସିନ ଯୋଜନା ଅଧିନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗରିବ ଓ ଶର୍ମୀକ ମହିଳା ଙ୍କୁ ମାଗଣାରେ ସିଲାଇ ମେସିନ ଦିଆଯିବ ଏହି ଯୋଜନା ମାଧ୍ୟମରେ ମହିଳା ସିଲାଇ ମେସିନ ରୁ ଘରେ ବସି ରୋଜଗାର କରି ପାରିବେ ।

Machine

ତେବେ ଏହି ସିଲାଇ ମେସିନ ପାଇଁ ଆପଣଙ୍କୁ ଆବେଦନ କରିବାକୁ ପଡିବ । ତେବେ ପ୍ରତେକ ରାଜ୍ୟର ପ୍ରାୟ 50 ହଜାର ମହିଳା ଙ୍କ ପାଇଁ ଏହି ଯୋଜନା ପ୍ରସ୍ତୁତ କରାଯାଇଛି । ପ୍ରଧାନମନ୍ତ୍ରୀ ଫ୍ରି ସିଲାଇ ମେସିନ ଯୋଜନା ଦ୍ୱାରା ମହିଳାଙ୍କର ଆର୍ଥିକ ସମସ୍ୟା ଦୂର ହେବ ଆଉ ଏହି ଯୋଜନାରେ ଅଧିନରେ 20 ରୁ 40 ବର୍ଷ ର ମହିଳା ମାବେ ଆବେଦନ କରି ପାରିବେ ସେମାନଙ୍କୁ ସିଲାଇ ମେସିନ ପାଇଁ ଗୋଟିଏ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ ।

ସର୍ବ ପ୍ରଥମେ ଆପଣ ଏହାର ୱେ ସାଇଡ ଯାଇ ସେଠାରେ ମାଗଣା ସିଲାଇ ମେସିନ ପାଇବା ପାଇଁ ଦିଆଯାଉଥିବା ଆବେଦନ ପତ୍ର କୁ ଡାଉନ ଲୁଡ କରନ୍ତୁ, ଏହା ପରେ ଆବେଦନ ପତ୍ରରେ ନିଜର ତଥ୍ୟ ପୁରଣ କରନ୍ତୁ ଶେଷରେ ସେଥିରେ ମଗା ଯାଇଥିବା ଡକମେଣ୍ଟ୍ କୁ ଆଟାଜ୍ କରନ୍ତୁ । ଏବଂ ଆବେଦନ ପତ୍ରକୁ ସମ୍ପୂର୍ତ କାର୍ଯ୍ୟାଳୟରେ ସମିଟ୍ କରିବା ପରେ ଆପଣଙ୍କ ଆବେଦନ ପତ୍ର ର ଜାଞ୍ଚ ହେବ ଆଉ ଏହା ପରେ ଆପଣଙ୍କ ଫର୍ମ ସମ୍ପୂର୍ତ କାର୍ଯ୍ୟାଳୟର ଅଧିକାରୀ ଙ୍କ ଦ୍ୱାରା ଜାଞ୍ଚ ହେବ ଆଉ ଏହାପରେ ଆପଣଙ୍କୁ ମାଗଣାରେ ସିଲାଇ ମେସିନ ମିଳିଯିବ ।

silai

ତେବେ ଏହି ପ୍ରଧାନମନ୍ତ୍ରୀ ଫ୍ରି ସିଲାଇ ମେସିନ ଯୋଜନା 2022 ଅଧିନରେ ଆବେଦନ କରୁଥିବା ମହିଳା ଙ୍କ ବୟସ 20 ରୁ 40 ବର୍ଷ ମଧ୍ୟରେ ହେବା ଉଚିତ୍ ଯୋଜନା ଅନ୍ତର୍ଗତ ଶର୍ମୀକ ମହିଳାଙ୍କ ସ୍ୱାମୀ ରୋଜଗାର 12 ହଜାର ରୁ ଅଧିକ ହେଉନଥିବା ଦରକାର । ତେବେ ଆର୍ଥିକ କ୍ଷେତ୍ରରେ ଦୃବଳ ହୋଇଥିବା ମହିଳାଙ୍କ ଏହି ଯୋଜନା ପାଇଁ ଆବେଦନ କରି ପାରିବେ ଏବଂ ପ୍ରତି ରାଜ୍ୟର 50 ହଜାର ମହିଳାଙ୍କୁ ମାଗଣା ରେ ସିଲାଇ ମେସିନ ଯୋଗାଇବେ କେନ୍ଦ୍ର ସରକାର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *