ଚାଷୀଙ୍କ ପାଇଁ ବଡ଼ ଖବର। ମାଗଣାରେ ମୋଦି ଦେବେ ଏତେ ଟଙ୍କା।

pm

ଆପଣ ମାନଙ୍କ ପାଖରେ ଏକ ବଡ଼ ଖୁସି ଖବର ଆସିଯାଇଛି କାରଣ ଏହା କୃଷକ ମାନଙ୍କର ସମ୍ପର୍କରେ ଅଟେ । ଯଦି ଆପଣ ମଧ୍ୟ କୃଷକ ଅଟନ୍ତି ତାହେଲେ ଆପଣଙ୍କ ପାଇଁ ବଡ଼ ଖୁସିର ଖବର ଆସିଯାଇଛି। ଆପଣଙ୍କ ପାଇଁ ପିଏମ ମୋଦି ବଡ଼ ବ୍ୟବସ୍ଥା କରିଛନ୍ତି।ଯଦି ଆପଣ ମଧ୍ୟ ପିଏମ କୃଷି ସମ୍ମାନନିଧି ଯୋଜନା ରେ ନିଜର ନାମ ପଞ୍ଜିକୃତ କରିଛନ୍ତି ତାହେଲେ ଆପଣଙ୍କ ପାଇଁ ଆପଣଙ୍କର ଟଙ୍କା ଏବେ ଆସିବାକୁ ଯାଉଛି। ଆପଣଙ୍କର ଆକାଉଣ୍ଟ ଭିତରେ ନବମ କିସ୍ତି ଏବେ ଦାଖିଲ ହେବାକୁ ଯାଉଛି।

Pm

ତେବେ ଯେପରିକି ଆପଣ ମାନେ ଜାଣିଥିବେ କି ଏହି ପଇସା ଆମ ପ୍ରଧାନମନ୍ତ୍ରୀ ସବୁ ଚାଷୀ ମାନଙ୍କ ଆକାଉଣ୍ଟରେ ଦେଉଥିଲେ ଆଉ ଏହା ବାବଦରେ ଆମକୁ ପ୍ରାୟ ୬ ହଜାର ଟଙ୍କା ତିନୋଟି କିସ୍ତିରେ ମିଳୁଥିଲା। ମାତ୍ର ଏବେ ତାହା ଭିତରେ ଆହୁରି ୯୦୦ ଟଙ୍କା ଆଡ଼ ହେବାକୁ ଯାଉଛି। ଏହା ନିଶ୍ଚିତ ରୂପରେ ସବୁ ଚାଷୀ ମାନଙ୍କ ପାଇଁ ଏକ ବହୁତ ବଡ଼ ଖୁସି ଖବର ଅଟେ। ଦେଶର ପ୍ରାୟ ୧୦.୦୨ କୋଟି ଚାଷୀ ମାନଙ୍କର ଆକାଉଣ୍ଟରେ ଏହି ଟଙ୍କା ଦାଖିଲ ହେବାକୁ ଯାଉଛି। ଏହା ବାବଦରେ ଆମ ପ୍ରଧାନମନ୍ତ୍ରୀ ପ୍ରାୟ ୧,୩୭,୧୯୩ କୋଟି ଟଙ୍କା ରଖିଛନ୍ତି ଯାହା କି ପିଏମ କିଷାନ ସମ୍ମାନନୀଧି ଯୋଜନା ଅନ୍ତର୍ଭୁକ୍ତ ଅଟେ। ଏହା ଏହି କୃଷକ ମାନଙ୍କୁ ଆଗକୁ ମିଳିବାକୁ ଯାଉଛି।

ସରକାର ଏଯାଏ ଏହି ସବୁ କୃଷକ ମାନଙ୍କର ଆକାଉଣ୍ଟ ଭିତରକୁ ୮ଟି କିସ୍ତିର ଟଙ୍କା ପଠାଇ ସାରିଛନ୍ତି। ନବମ କିସ୍ତି ପାଇଁ ସରକାର ପ୍ରାୟ ୮.୯ କୋଟି କୃଷକ ମାନଙ୍କ ଆକାଉଣ୍ଟକୁ ୨୦ ହଜାର ଲେଖାଏଁ ପଠାଇ ଥିଲେ। ତେବେ ଏହି କିଷାନ ସମ୍ମାନ ନୀଧି ଯୋଜନାରେ ନାମ ପଂଜିକାରଣ କରିଥିବା କୃଷକ ମାନଙ୍କର ଆକାଉଣ୍ଟ ତଥା ତାଙ୍କ ନାମ ସହ ଯୋଡ଼ା ଥିବା ଜମି ଜମା ବାବଦରେ ଯାଞ୍ଚ କରାଯାଏ। ଯଦି ଏହା ଠିକ ଥାଏ ତାହେଲେ ସେହି କୃଷକଙ୍କର ନାମ ଏହି ପୋର୍ଟାଲ ଭିତରେ ବାହାରେ। ଏହାଦ୍ୱାରା ତାଙ୍କର ଜମି, ଜମିର ଆବଶ୍ୟକତା ତଥା ଉପସ୍ଥିତୁ ସବୁ ଯାଞ୍ଚ କରାଯାଏ। ତାହା ଠିକ ଥିଲେ ହିଁ ତାଙ୍କର ନାମ ପୋର୍ଟାଲ ଭିତରେ ବାହାରି ଥାଏ।

Kisan

କୃଷକ ତଥା ତାଙ୍କର ପାରିବାରିକ ନାମ ପଞ୍ଜିକରଣ କରିବା ରାଜ୍ୟ ଆଉ କେନ୍ଦ୍ରଶାସିତ ଅଂଚଳ ର ଦାୟିତ୍ତ୍ୱ ଅଟେ। କାରଣ ଏହା ଭିତରେ ତାଙ୍କର ନାମ ଯିବା ପରେ ହିଁ ତାଙ୍କ ନାମ ସହ ଯୋଡ଼ା ଟଙ୍କା ତାଙ୍କ ଆକାଉଣ୍ଟକୁ ଆସିଥାଏ। ଏହିପରି ଭାବେ ରାଜ୍ୟ ସରକାର ଦ୍ୱାରା ତାଙ୍କର ନାମ ପଞ୍ଜିକାରଣ ହୁଏ ଆଉ ତାହା ପରେ ହି ତାହା କେନ୍ଦ୍ରର ପୋର୍ଟାଲ ଭିତରକୁ ଯାଏ ତାହାପରେ ତାହା ବାବଦରେ ଟଙ୍କା ମିଳିଥାଏ। ତେବେ ଏହିପରି ଭାବେ କୃଷକ ମାନଙ୍କ ପାଇଁ ଆସିଛି ଖୁସି ଖବର ଆଉ ତାଙ୍କୁ ଆଉ ଥରେ ଟଙ୍କା ଆଉ ଗୋଟେ କୁସ୍ତିରେ ମିଳିବାକୁ ଯାଉଛି।

Leave a Reply

Your email address will not be published. Required fields are marked *