କଳା ସୂତା ପିନ୍ଧିବାର ଆଶ୍ଚର୍ଯ୍ୟଜନକ ଫାଇଦା। ଜାଣିଲେ ଚମକି ଯିବେ

ଆମ ଶାସ୍ତ୍ର ଅନୁସାରେ ଆମ ସଂସାର ଭିତରେ ଅନେକ ଏପରି ଜିନିଷ ରହିଛି ଯାହାକୁ ପିନ୍ଧିବା ଦ୍ୱାରା ଆମକୁ ଅନେକ ପରିମାଣରେ ଲାଭ ହେଇଥାଏ ଆଉ ଅନେକ ଏପରି ମଧ୍ୟ ଜିନିଷ ରହିଛି ଯାହାକୁ ପିନ୍ଧିବା ଦ୍ୱାରା ଆମକୁ କ୍ଷତି ପହଂଚି ଥାଏ। ତେବେ ଆମେ ଆଜିକାଲି ଆମ ପୁରୁଣା ରୀତିନୀତି ବାବଦରେ ଜମା ବି ଯତ୍ନ କରିନାହୁଁ ଆଉ ତାହାକୁ ପୁରାତନ ଭାବି ତାହାକୁ ଆମେ ଅଣଦେଖା କରି ଦେଉଛୁ।ମାତ୍ର ଆପଣ ଦେଖିଥିବେ କି ଘରେ ଯେତେବେଳେ ଜଣେ ନୂତନ ଶିଶୁ ଜନ୍ମ ନିଏ ତାହା ହାତରେ ଏକ କଳା ସୂତା ବନ୍ଧା ଯାଇଥାଏ। ଏହାର କାରଣ କଣ ତାହା ଆମେ ଜାଣିବାକୁ ଚେଷ୍ଟା ହି କରି ନଥାଉ। ତେବେ ଶିଶୁର ହାତରେ ଏହି ସୂତା ବାନ୍ଧିବା ଦ୍ୱାରା ସେ କଳା ନଜର ରୁ ନିଜକୁ ବଞ୍ଚାଇ ରଖିଥାଏ ଆଉ ବହୁତ ସୁସ୍ଥ ରହିଥାଏ।

sotha

ତେବେ ଆଜି ଆମେ ଏହି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମେ କଥା କହିବା କି ସଂସାରରେ କି କି ପ୍ରକାରର ଜିନିଷ ରହିଛି ଯାହା କି ଆମକୁ ପିନ୍ଧିବା ଦରକାର ଆଉ ତାହାର ସମ୍ଭାବନା କିପରି ରହିଥାଏ।ତେବେ ଆଜି ଆମେ କଳା ସୂତା ବାବଦରେ କଥା ହେବା ଆଉ ଏହା ଜାଣିବା କି କେଉଁ କେଉଁ କାରଣ ପାଇଁ ଆମକୁ କଳା ସୂତା ପିନ୍ଧିବା ଦରକାର ଆଉ ତାହା ଆମକୁ କି କି ପ୍ରକାର କଳା ନଜରରୁ ବଞ୍ଚାଇ ରଖିଥାଏ। ତେବେ ଆସନ୍ତୁ ଆରମ୍ଭ କରିବା ଏହା ବାବଦରେ ଆଉ ଏହା ବାବଦରେ ଅଧିକ ଜାଣିବା ପାଇଁ ଆମ ସହ ଆପଣ ମାନେ ଶେଷ ଯାଏ ଯୋଡ଼ା ରୁହନ୍ତୁ। ତେବେ ଚାଲନ୍ତୁ ଆରମ୍ଭ କରିବା।

ଆପଣଙ୍କୁ ଆମେ ଆଗତୁରା କହିରଖୁଛୁ କି କଳା ରଙ୍ଗ ଆମାଲୁ ନକାରାତ୍ମକ ଚିନ୍ତା ତଥା ନକାରାତ୍ମକ ଶକ୍ତି ଠାରୁ ଦୂରେଇ ରଖିଥାଏ ଆଉ ତାହା ସବୁ ପକ୍ଷେ ଆମ ପାଇଁ ହିତକାରକ ହେଇଥାଏ। ତେବେ କଳା ସୂତା ତଥା କଳା ବସ୍ତ୍ର ଆମ ପାଇଁ ଲାଭଦାୟକ ହୁଏ ମାତ୍ର ତାହା ଭିତରୁ କଳା ସୂତା ଆମ ପାଇଁ ଅଧିକ ଲାଭଦାୟକ ସାବ୍ୟସ୍ତ ହେଇଥାଏ। ଆଜି ଆମେ ଆପଣଙ୍କ ପାଖରେ ଏପରି କିଛି ଉପାୟ କହିବୁ ଯାହା କି ଆପଣଙ୍କ ଘରୁ ସବୁ ନକାରାତ୍ମକ ଶକ୍ତିକୁ ଦୁରେଇ ରଖିବ।

kala sota

ତେବେ ଯଦି ଆପଣଙ୍କ ଘରେ ସର୍ବଦା କଳହ ଲାଗି ରହୁଛି ତାହେଲେ ଆପଣ ଏକ ମିଟର ଲମ୍ବା କଳା ସୂତା ନିଅନ୍ତୁ ଆଉ ଆଖ ପାଖରେ ଥିବା ଶନି ମନ୍ଦିରରେ ୧୦୮ ଗଣ୍ଠି ପକାଇ ଦିଅନ୍ତୁ ଆଉ ପ୍ରତ୍ୟେକ ଗଣ୍ଠି ପକାଉ ଥିବା ସମୟରେ ଓଁ ଶନିଶ୍ଚରାୟ ନମଃ ଜପ କରନ୍ତୁ ଆଉ ସେହି ସୁତାକୁ ଆଣି ଘରର ଦୁଆରରେ ବାନ୍ଧି ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କ ଘରୁ ସବୁ କଳହ ଦୂର ହେଇଯିବ।

ଯଦି ଆପଣଙ୍କ ଘରେ କାହାରି ଅବସ୍ଥା ଜମା ବି ଠିକ ରହୁନାହିଁ ଆଉ ଆପଣ ତାଙ୍କ ସ୍ବାସ୍ଥ୍ୟବସ୍ତାକୁ ନେଇ ଚିନ୍ତିତ ଅଛନ୍ତି ତାହେଲେ ଆପଣ ଏକ କଳା ସୂତା ନେଇ ତାକୁ ମନ୍ଦିରରେ ସିନ୍ଦୁର ମାରି ରଖି ଦିଅନ୍ତୁ। ତାହା ପରଦିନ ସକାଳେ ତାକୁ ଆଣି ଆପଣ ସେହି ସଦଶୟଙ୍କ ଗୋଡ଼ରେ ବାନ୍ଧି ଦିଅନ୍ତୁ।

Leave a Reply

Your email address will not be published. Required fields are marked *