ଧନବୃଦ୍ଧି ପାଇଁ କରନ୍ତୁ ଏହି ଉପାୟ, ଦୌଡ଼ି ଦୌଡ଼ି ଆପଣଙ୍କ ଘରକୁ ଚାଲିଆସିବେ ମାତା ଲକ୍ଷ୍ମୀ

ନମସ୍କାର ବନ୍ଧୁଗଣ,ଆପଣଙ୍କ ୱେବପୋର୍ଟାଲରେ ସ୍ୱାଗତ । ଆଜି କାଲି ସମସ୍ତେ ଚାହୁଁଛନ୍ତି ତାଙ୍କର ଘରେ ଧନ ଧାନ୍ୟରେ ପରିପୂର୍ଣ୍ଣ ରହୁ ଓ ତାଙ୍କ ଘରକୁ ସୁଖ ଓ ସଂବୃଦ୍ଧିରେ ପରି ପୁର୍ଣ୍ଣ ରହୁ ଓ ତାଙ୍କଘରେ ଯେପରି କୌଣସି ଜିନିଷର ଅଭାବ ନରହୁ। ଆଜି ଆମେ ଏକ ଏମିତି ଉପାୟ ବିଷୟରେ ଜାଣିବା ଯାହାଦ୍ୱାରା ଆପଣଙ୍କ ଘରେ ଧନର ବର୍ଷା ହେବାର ଲାଗିବ। ମଣିଷ ଯେତେ ପ୍ରକାରର ଉପାୟ କଲେ ମଧ୍ୟ ସେ ଜଦି ସଠିକ ଭାବରେ ପରିଶ୍ରମ ନକରୁଛି ତାହେଲେ ତାକୁ ଏତେ ସହଜରେ ଧନ ପ୍ରାପ୍ତି ହୋଇନଥାଏ ।

ଦୁନିଆରେ ସବୁଲୋକ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି। ବହୁତ ଲୋକ ଅଛନ୍ତି ନିଜ ପରିଶ୍ରମ ବଳରେ ଅର୍ଥ ଉପାର୍ଜନ କରନ୍ତି ଆହୁରି ବହୁତ ଲୋକ ଅଛନ୍ତି ବିନା ପରିଶ୍ରମରେ ଟଙ୍କା ରୋଜଗାର କରିବାକୁ ଇଛା ପ୍ରକାଶ କରନ୍ତି କିନ୍ତୁ ଦେଖିବାକୁ ଗଲେ ଏହା ସମ୍ଭବ ହୋଇନଥାଏ। କଥାରେ ଅଛି କର୍ମ କଲେ ହିଁ ଫଳ ମିଳିଥାଏ କିନ୍ତୁ ଏମିତି ହୋଇଥାଏ ବହୁତ ଲୋକ ସମ୍ପୂର୍ଣ୍ଣ ଦିନରେ ଅଧିକରୁ ଅଧିକ ପରିଶ୍ରମ କରନ୍ତି କିନ୍ତୁ ତାଙ୍କୁ ତା ହିସାବରେ ଫଳ ମିଳିନଥାଏ। ଏହି ଉପାୟଟି ସେମାନଙ୍କ ପାଇଁ ଯେଉଁ ମାନେ ଅଧିକରୁ ଅଧିକ ପରିଶ୍ରମ କରନ୍ତି କିନ୍ତୁ ତାଙ୍କୁ ତାର ଫଳ ମିଳିନଥାଏ ।mo

ମଣିଷ ଜୀବନରେ ଟଙ୍କା ହିଁ ସବୁ ଲିଛି ହୋଇନଥାଏ ଓ କହିବାକୁ ଗଲେ ଟଙ୍କା ମଣିଷର ସବୁ ଇଚ୍ଛାକୁ ପୁର୍ଣ୍ଣ କରି ପାରି ନଥାଏ କିନ୍ତୁ ଦେଖିବାକୁ ଗଲେ ଆଜିକାଲି ଯାହାପାଖରେ ଅଧିକ ଟଙ୍କା ଅଛି ସେ ହିଁ ଦୁନିଆରେ ସବୁଠାରୁ ମହାନ ଓ ତାଙ୍କର ସନ୍ନମାନ ପ୍ରାୟ କ୍ଷେତ୍ରରେ କରାଯାଏ। ଆମ ଜୀବନରେ ଟଙ୍କାର ମହତ୍ୱଏତେ କି ବିନା ଟଙ୍କାରେ କୌଣସି ସାଙ୍ଗସାଥି ନା କେହି ପଚାରନ୍ତି ନାହିଁ। ସାଙ୍ଗସାଥି ତ ପର ନିଜର ପରିବାର ଲୋକ ମଧ୍ୟ ଆପଣଙ୍କୁ ପଚାରିବେନି ଯଦି ଆପଣଙ୍କ ପାଖରେ ଟଙ୍କା ନଥିବ ।

ଆଜି ଆମେ ଆପଣଙ୍କୁ ଧନ ପ୍ରାପ୍ତିର ଏମିତି ଏକ ଉପାୟ କହିବୁ ଯାହାକୁ କରିବା ଦ୍ୱାରା ଆମ ଘରେ ମା ଲକ୍ଷ୍ମୀଙ୍କର ପ୍ରବେଶ ହେବ। ଏବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

୧.ଆପଣଙ୍କୁ ଏଠି ନବାର ଅଛି ୨ ଟି ପାନ ପତ୍ର,ତାକୁ ଭଲ ଭାବରେ ଧୋଇ ଦିଅନ୍ତୁ। ତାପରେ ସେ ପାନ ପତ୍ରରେ ଚନ୍ଦନ ଓ କୁକୁମ ଦ୍ୱାରା ସ୍ୱସ୍ତିକ ଚିନ୍ହ ଅଙ୍କିତ କରନ୍ତୁ ।ତାପରେ ଗୋଟେରେ ଶୁଭ ଓ ଅନ୍ୟଟିରେ ଲାଭ ଲେଖନ୍ତୁ। ଆଉ ତା ପରେ ପୂର୍ବ ଦିଗ ଥିବା ଦ୍ୱାରରେ ଲଗେଇ ଦିଅନ୍ତୁ। ତାପରେ ସନ୍ଧ୍ୟାରେ ସେହି ସ୍ଥାନରେ ଏକ ପୂଜା ଖଟୁଲି ପକାଇ ତା ଉପରେ ନାଲି କର୍ଚ୍ଛିଆ ପକାନ୍ତୁ। ଆଉ ତାଉପରେ ଗୋଟେ ଦୀପ ଜଳାନ୍ତୁ। ଆଉ ସେହିଠାରେ ବସି ମା ଲକ୍ଷ୍ମୀଙ୍କ ଧ୍ୟାନ କରନ୍ତୁ ।mata laxmi

ତାପରେ ମା ଲକ୍ଷ୍ମୀଙ୍କ ଧ୍ୟାନ କରିବା ସମୟରେ ଏକ ମନ୍ତ୍ର ଜପ କରିବେ ସେ ମନ୍ତ୍ରଟି ହେଉଛି “ଓଁ ହିଂ ଶ୍ରୀ ଲକ୍ଷ୍ମୀ ଭୟା ନମଃ”ଏହି ମନ୍ତ୍ରକୁ ମନ୍ଧ୍ୟାନ ଦେଇ ଜପ କରନ୍ତୁ। ଆଉ ତାପରେ ଏହି ଉପାୟ ଶନିବାର କିମ୍ବା ମଙ୍ଗଳବାର ଦିନ ଆରମ୍ଭ କରନ୍ତୁ। ଆଉ ଏହା ଲଗାତାର ୩୧ ଦିନ ପର୍ଯ୍ୟନ୍ତ ଚାଲୁ ରଖନ୍ତୁ । ଏହି ଉପାୟ କରିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଆଉ ଆପଣଙ୍କ ଉପରେ କୃପା ଦୃଷ୍ଟି ପକେଇବେ ଓ ଆପଣଙ୍କ ଘରର ଆର୍ଥିକ ସ୍ଥିତି ସୁଧୁରୀ ଜୀଵ ।

ଆଶା କରୁଛୁ ଆପଣଙ୍କୁ ଏହି ଖବର ପସନ୍ଦ ଆସିଥିବ, ଏଭଳି ଅଧିକ ଖବର ପାଇଁ ଆମକୁ ଲାଇକ ଏବଂ ଫଲୋ କରନ୍ତୁ । ଏବଂ ଏହି ଖବର କୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ସେୟାର୍ କରନ୍ତୁ ।

Leave a Reply

Your email address will not be published. Required fields are marked *