ବଲିଉଡର ଅଭିନେତ୍ରୀ ଙ୍କ ଏହି ନଣନ୍ଦ ଭାଉଜ ଯୋଡ଼ି ସବୁ ଦେଖିଲେ ଆଶ୍ଚର୍ଯ୍ୟ ହେବେ ଆପଣ

heroin

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ । ବନ୍ଧୁଗଣ, ଯେତେ ସବୁ ସମ୍ପର୍କ ଅଛି।ତା ମଧ୍ୟରୁ,ନଣନ୍ଦ ଭାଉଜ ଯୋଡ଼ି ଟି ସବୁଠାରୁ ନିଆରା ଅଟେ ।ବଲିଉଡର ଏହି ନଣନ୍ଦ ଭାଉଜ ସମ୍ପର୍କ ବିଷୟରେ ଅନେକ ଲୋକ ଜାଣନ୍ତି ନାହିଁ । ଆଜି ଆମେ ଆପଣଙ୍କୁ ଏମିତି କିଛି ଅଣଦେଖା ନଣନ୍ଦ ଭାଉଜ ଯୋଡ଼ି ବିଷୟରେ କହିବୁ ଯାହା କୁ ଆପଣ ପୂର୍ବରୁ କେବେ ମଧ୍ୟ ଦେଖି ନଥିବେ।ତେବେ ଆସନ୍ତୁ ଆରମ୍ଭ କରିବା ।

୧) ଟ୍ଵିଙ୍କଲ୍ ଖାନ୍ନା ଏବଂ ଅଲକା ଭାଟିଆ;

ପ୍ରସିଦ୍ଧ ଅଭିନେତ୍ରୀ ଟ୍ଵିଙ୍କଲ୍ ଖାନ୍ନା ଓ ଅଲକା ଭାଟିୟାଙ୍କ ନଣଦ ଭାଉଜ ସମ୍ପର୍କ ଅପେକ୍ଷା ବନ୍ଧୁତ୍ଵ ସମ୍ପର୍କ ଅଧିକ । ଅଲ୍କାଙ୍କ ସହିତ ଜଡ଼ିତ ଏକ ଘଟଣାରେ କୁହାଯାଏ ଯେ, ଯେତେବେଳେ ସେ ନିଜ ଠାରୁ ୧୫ ବର୍ଷର ବଡ଼ ଛାଡ଼ପତ୍ର ପ୍ରାପ୍ତ ବ୍ୟକ୍ତିଙ୍କୁ ବିବାହ କରିବାକୁ ଚାହୁଁଥିଲେ । ଟ୍ଵିଙ୍କଲ ଏହି ବିବାହ ପାଇଁ ଅକ୍ଷୟଙ୍କୁ ରାଜି କରାଇଥିଲେ ।  ଏଠାରେ ଟ୍ଵିଙ୍କଲଙ୍କ ନିଜର ଭାଉଜ ହେବାର କର୍ତ୍ତବ୍ୟ ତୁଲାଇଥିଲେ ।twinkle

୨) ଐଶ୍ୱର୍ଯ୍ୟା ରାୟ ବଚନ ଏବଂ ଶ୍ୱେତା ବଚନ ନନ୍ଦା ;
ବୋଲିଉଡ଼ର ଦ୍ଵିତୀୟ ସବୁଠାରୁ ପ୍ରସିଦ୍ଧ ନଣଦ ଭାଉଜ ଯୋଡ଼ି ହେଉଛି ଐଶ୍ୱର୍ଯ୍ୟା ଓ ଶ୍ଵେତାଙ୍କର । ଦୁହେଁ ଅଧିକାଂଶ ସମୟରେ ବଡ଼ ବଡ଼ ଇଭେଣ୍ଟରେ ଓ ବିବାହ କାର୍ଯ୍ୟରେ ନଜର ଆସିଛନ୍ତି । ଶ୍ଵେତା ନନ୍ଦା “କାଫି ବିଦ୍ କରଣ” ଶୋ’ରେ କହିଥିଲେ ଯେ, ସେ ଐଶ୍ୱର୍ଯ୍ୟାଙ୍କୁ ଖୁବ୍ ଭଲ ପାଆନ୍ତି ଓ ସେ ଖୁସି ଅଛନ୍ତି ।

୩) କରିନା କପୁର ଏବଂ ସୋହା ଅଲ୍ଲୀ ଖାନ;

କରୀନା କପୂର ଖାନ୍ ଓ ସୋହା ଅଲ୍ଲୀ ଖାନଙ୍କ ଯୋଡ଼ି ବିଷୟରେ ସଭିଏଁ ଜାଣନ୍ତି ।  କାରଣ ଏମାନଙ୍କ ସମ୍ପର୍କ ନିଜ ଭଉଣୀ ଠାରୁ ବି ଆହୁରି ଦୃଢ । କରୀନା ଓ ସୋହାଙ୍କର ଏହି ଯୋଡ଼ି ପ୍ରାୟ ପରସ୍ପର ସହିତ ଦେଖାଯାଇଥାଏ । ସେମାନେ ଛୁଟି ଦିନରେ ଏକା ସାଙ୍ଗରେ ବୁଲିବାର ନଜର ଆସିଥାନ୍ତି । ଦୁହିଁଙ୍କ ମଧ୍ୟରେ ଖୁବ୍ ସ୍ନେହ ପ୍ରେମ ରହିଛି, ଯାହା ସୋସିଆଲ ମେଡିଆରେ ମଧ୍ୟ ସ୍ଵଷ୍ଟ ଭାବରେ ଜଣାପଡୁଛି ।kareena

୪) ଅନୁଷ୍କା ଶର୍ମା, ଭାବନା କୋହଲି ;

ଭାରତୀୟ କ୍ରିକେଟ ଦଳର କ୍ୟାପଟେନ୍ ବିରାଟ କୋହଲୀ ଓ ତାଙ୍କ ପତ୍ନୀ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିଷୟରେ ସମସ୍ତେ ଜାଣନ୍ତି ।  କିନ୍ତୁ ବିରାଟଙ୍କ ଭଉଣୀ ଭାବନା କୋହଲୀଙ୍କ ବିଷୟରେ ବହୁତ କମ ଲୋକ ଜାଣିଥିବେ । ଭାବନା ନିଜ ଭାଉଜ ଆନୁଷ୍କାଙ୍କୁ ସାନ ଭଉଣୀ ଭଳି ସ୍ନେହ କରନ୍ତି । ହୁଏତ ସେମାନେ ପରସ୍ପର ସହିତ ଖୁବ୍ କମ ନଜର ଆସନ୍ତି । କିନ୍ତୁ ସେମାନେ ପରସ୍ପରକୁ ଖୁବ୍ ସ୍ନେହ କରନ୍ତି ।

ଆଶା କରୁଛୁ ଆପଣଙ୍କୁ ଏହି ଖବର ପସନ୍ଦ ଆସିଥିବ, ଏଭଳି ଅଧିକ ଖବର ପାଇଁ ଆମକୁ ଲାଇକ ଏବଂ ଫଲୋ କରନ୍ତୁ । ଏବଂ ଏହି ଖବର କୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ସେୟାର୍ କରନ୍ତୁ ।

Leave a Reply

Your email address will not be published. Required fields are marked *