ଶିକ୍ଷକଙ୍କ ବଦଳି ସମୟରେ ଗାଁ ଲୋକେ କଲେ ଏମିତି କାମ ଦେଖିଲେ ଆଖିରେ ଲୁହ ରହିବ ନାହିଁ

t

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି ଏହି ଶିକ୍ଷ୍ୟକ ଙ୍କର ଭିଡ଼ିଓ ତେବେ ଏଠାରେ ଶିକ୍ଷକ ଙ୍କ ବଦଳୀ ହେବା ପରେ ତାଙ୍କର ଗୋଡ ଧୋଇ ସମ୍ମାନ ର ସହିତ କେମିତି ଭାବେ ବିଦାୟ ଦେଉଛନ୍ତି ଗ୍ରାମ ବାସୀ ତେବେ ଆସନ୍ତୁ ଜାଣିନେବା କେଉଁ ସ୍ଥାନ ରେ ହୋଇଛି ଏହି ଘଟଣା ଟି ସଂମ୍ପର୍ଣ୍ଣ ଭାବେ ଜାଣି ନେବା ତେବେ ଆପଣ ମାନେ ଏହି ବିଷୟ ରେ ଜାଣିବା ପାଇଁ ପୋଷ୍ଟ କୁ ସେଷ ପର୍ଯ୍ୟନ୍ତ ପଢନ୍ତୁ, ସୋସିଆଲ ମିଡିଆ ରେ ଜଣେ ଶିକ୍ଷକ ଙ୍କୁ ବିଦାୟ କାଳିନ ସମର୍ଦ୍ଧନା ଦିଆ ଜାଉଛି ।t

ଏବଂ ଏହି ବେଳ ର ଫୋଟ ବହୁତ ଭାଇରଲ ହେଉଛି ଗାଁ ସରକାରୀ ସ୍କୁଲ ଶିକ୍ଷକ ଙ୍କ ଟ୍ରାନ୍ସଫର ହେବାରୁ ଲୋକ ମାନେ ଖୁବ୍ ଦୁଖଃ ରେ ବିଦାୟ ଦେଇଛନ୍ତି , ଲୋକ ମାନେ ତାଙ୍କର ପାଦ ଧୋଇବା ସହିତ ଡ୍ରମ୍ ବଜେଇ ଡେନ୍ସ କରି ବିଦାୟ ରି ଥିଲେ ଏବଂ ବର୍ତମାନ ସମୟରେ ଏହି ଭିଡ଼ିଓ ସୋସିଆଲ ମିଡିଆ ରେ ବର୍ତମାନ ସମୟ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି , ଏବଂ ଏହି ଭିଡିଓ କୁ IAS ଅଫିସର MV ରାଓ ନିଜର ଟୁଇଟର ରେ ପୋଷ୍ଟ କରିଛନ୍ତି ,ti

ଏବଂ ଏହା ଆନ୍ଦ୍ର ପ୍ରଦେଶ ର ବିଜୟ ନଗରମ୍ ଜିଲ୍ଲା ର ଗୁମା ଲକ୍ଷ୍ମୀ ପୁରମ୍ ଗାଁ ର ମଲଗୁଡା ସରକାରୀ ସ୍କୁଲ ର ଶିକ୍ଷକ ଜଣଙ୍କ ଏହି ଦିନ ରେ ଟ୍ରାନ୍ସଫର ହୋଇ ଥିବା ବେଳେ ଏମିତି ଭାବେ ସ୍ଥାନିୟ ଲୋକ ମାନେ ଏହି ଶିକ୍ଷକ ନରେନ୍ଦ୍ର ଗୈଡୁ ଙ୍କ ପାଦ ଧୋଇ ସେଷ ଦିନ ରେ ସଂମ୍ପର୍ଣ୍ଣ ଗାଁ ବୁଲେଇ ଥିବାର ଦେଖିବା ପାଇଁ ମିଳି ଥିଲେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *