ସିଦ୍ଧାନ୍ତ ମହାପାତ୍ର ଅନେକ ଫିଲ୍ମିରେ କାହିଁକି ପୋଲିସ ଭୂମିକାରେ ନଜର ଆସନ୍ତି?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଅଭିନେତା ସିଦ୍ଧାନ୍ତ ମହାପାତ୍ର ଅନେକ ଫିଲ୍ମ ରେ କଣ ପାଇଁ ପୋଲିସି୍ ଭୂମିକା ରେ ହିଁ ନଜର ଆସି ଥାନ୍ତି , ଏହାର କାରଣ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ଓଲିଉଡ ସୁପର ହିଟ୍ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଭିନ୍ନ ଭିନ୍ନ ଚରିତ୍ର ରେ ସେ ଦର୍ଶକ ମାନଙ୍କୁ ମନରଂଞନ କରେଇ ଥାନ୍ତି , କିନ୍ତୁ ଆପଣ ମାନେ ଲକ୍ଷ୍ୟ କରି ଥିଲେ ସିଦ୍ଧାନ୍ତ ମହାପାତ୍ର ବହୁତ ସମୟ ରେ କେବଳ ପୋଲିସ୍ ଭୂମିକା ରେ ଦେଖିବା ପାଇଁ ମିଳନ୍ତି , ପୋଲିସ୍ ପୋଷାକ ସହିତ ତାଙ୍କର ଦମ୍ ଦାର ଡାଇଲଗ୍ ପାଇଁ ସେ ଦର୍ଶକ ମାନଙ୍କ ମନ କୁ ଜିତି ପାରିଛନ୍ତି ,ss

ସିଦ୍ଧାନ୍ତ ମହାପାତ୍ର ଚଞୟ ନାୟକ ଙ୍କ ନିଦ୍ଧେସିତ ଧର୍ମ ର ହେବ ଜୟ , ଦେ ମା ଶକ୍ତି ଦେ , ଏବଂ ମୋତେ ଆଣି ଦେଲୁ ଲକ୍ଷେ ଫଗୁଣ ଆଦି ସିନେମା ରେ ସେ ପୋଲିସ୍ ଭୂମିକା ରେ ନଜର ଆସିଛନ୍ତି , ସେମିତି ରେ ନିଦ୍ଧେସକ ସୁଭେନ୍ଦୁ ସ୍ୱାୟିଂ ଙ୍କ ଦୁଇଟି ସିନେମା ହେଲେ ଚକା ଚକା ଭଉଁରୀ , ଏବଂ ବନ୍ଧେ ଉତ୍କଳ ଜନନୀ ଏହି ଦୁଇଟି ଫିଲ୍ମ ରେ ବି ସିଦ୍ଧାନ୍ତ ମହାପାତ୍ର ଙ୍କୁ ପୋଲିସ୍ ଅଧକାରୀ ଭୂମିକା ରେ ଦେଖିବା ପାଇଁ ମିଳି ଥିଲା ଏବଂ ଉଭୟ ସିନେମା ରେ ସିଦ୍ଧାନ୍ତ ମହାପାତ୍ର ଙ୍କ ଆକ୍ସନ୍ ସିନ୍ ରହି ଥିଲା ସେହି ପରି ଶକ୍ତି ବରଳ ଙ୍କ ନିର୍ଦ୍ଧେସନା ରେ ତୁ ଏକା ଆମ ସାହା ଭରସା ,sss

ଏବଂ ମହମ୍ମଦ ମହସୀନି ଙ୍କ ନିର୍ଦ୍ଧସନା ରେ ଲକ୍ଷ୍ମୀ ପ୍ରତିମା ରେ ମଧ୍ୟ ଆପଣ ମାନେ ନିଶ୍ଚିତ ଭାବେ ସିଦ୍ଧାନ୍ତ ମହାପାତ୍ର ଙ୍କୁ ପୋଲିସ୍ ଭୂମିକା ରେ ଦେଖିବା ପାଇଁ ପାଇ ଥିଲେ ତେବେ ଆପଣ ମାନେ ସିଦ୍ଧାନ୍ତ ମହାପାତ୍ର ଙ୍କ ସିନେମା କୁ କେତେ ପରିମାଣ ରେ ପସନ୍ଦ କରନ୍ତି ନିଶ୍ଚିତ ଭାବେ କମେଣ୍ଟ କରିବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *