ନୂଆବର୍ଷ ୨୦୨୧ – କଲିଠୁ ଏହି ୫ ରାଶିରେ ପ୍ରବଳ ଧନବର୍ଷା |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେତେବେଳେ କୈଣସି ଗ୍ରହର ଦଶା ଦିସାରେ ଅଦଳ ବଦଳ ହୋଇଥାଏ ତେବେ ନିଶ୍ଚିନ୍ତ ଭାବରେ ତାହାର ପ୍ରଭାବ ମନୁଶ୍ୟର ଜୀବନ ଉପରେ ପଡିଥାଏ କିନ୍ତୁ ଆମ୍ଭେ ଏହି ପ୍ରଭାବକୁ ବୁଝିପାରି ନଥାଉ ଯାହା ଫଳରେ ଆମ ସହିତ କିଛି ଘଟଣା ଘଟି ଯାଇଥାଏ । କିନ୍ତି ଏହିଠାରେ ଆମେ କହି ଦେଉଛୁ ଯେ ପ୍ରତେକ ଗ୍ରହର ପ୍ରଭାବ ଆମର ଜୀବନ ଉପରେ ପଡିଥାଏ ତେବେ ଚାଲନ୍ତୁ ଆଜି ଆମେ ଶନି ଗ୍ରହଙ୍କ ବିସୟରେ କହିବାକୁ ଯାଉଛୁ । ଯେତେବେଳେ ଶନିଦେବ ନିଜର ଚଳନ ବଦଳନ୍ତି ତେବେ ସେ ରାଶି ମାନଙ୍କ ଅନୁସାରେ କାହାର ଉପରେ ଭାରି ପଡନ୍ତି ଏବଂ କାହାରଉପରେ ଖୁସି ହୁଅନ୍ତି ।rr

ଏମିତିରେ ତ ସବୁ ବାର ରାଶି ଉପରେ ଶନିଙ୍କର ପ୍ରଭାବ ରହିଁଥାଏ କିନ୍ତୁ ଏହି ମାସରେ ଯତିଶ୍ରଙ୍କ ଅନୁସାରେ ଏମିତି କିଛି ରାଶି ରହିଛି ଯାହାର ଉପରେ ଭଗବାନ ଶନିଙ୍କର ଆଗାମି 21 ବର୍ଷ ପର୍ଯ୍ୟନ୍ତ ଅତ୍ୟନ୍ତ ଖୁସି ପୂର୍ଣ୍ଣ ରହିବେ ବୋଲି କୁହା ଯାଇଁଛି । ତେବେ ଆସନ୍ତୁ ଜାଣିନେବା ସେହିଁ ରାଶି ଗୋଡିକ ବସୟରେ ଏହି ରାଶି ଉପରେ ଶନିଦେବ ଖୁସିରେ ରହିବେ ଏବଂ ଏହି ରାଶିକୁ ଚିନ୍ତା କରିବାର ଏବେ ଆଉ କୈଣସି ଆବସ୍ୟକତା ନାହିଁ , ଏହି ରାଶି ଉପରେ ପ୍ରଭୁ ଶନିଦେବ ଙ୍କର ଅସିମ କୃପା ହେବ ଏବଂ ଏହା ପୁଣି ସମ୍ପୂର୍ଣ୍ଣ 21 ବର୍ଷ ପର୍ଯ୍ୟନ୍ତ ଏହାର ମଝିରେ ଏହି ରାଶିର ଲୋକ ମାନଙ୍କୁ ଧନର କୈଣସି ଅଭାବ ରହିବ ନାହିଁ , ଏମାନଙ୍କର ସବୁ ଇଚ୍ଛା ବଗବାନ ଶନିଦେବ ପୁରଣ କରଦେବେ କିନ୍ତୁ ଏଥିରେ କେବଳ ଗୋଟିଏ ସର୍ତ ଯେ ଏବଂ ତାହା ହେଉଛି ଏମାନଙ୍କୁ ଭଗବାନ ଶନିଦେବଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ଓ ବିସ୍ୱାସ କରିବା ନିହାତି ଦରକାର ।sani

ତେବେ ଆମେ ଯେଉଁ ରାଶି ମାନଙ୍କ ବସୟରେ କହୁଛୁ ସେହି ରାଶି ଗୋଡିକ ହେଉଛି ମେଷ ରାଶି , ସିଂହ ରାଶି , କନ୍ୟା ରାଶି , ତୁଳା ରାଶି ଏବଂ କର୍କଟ ରାଶି ଏହି ରାଶି ଉପରେ ଶନିଦେବ ଙ୍କର କୃପା ସବୁବେଳେ ଲାଗି ରହିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *