ଏ ବର୍ଷ ଓଡ଼ିଆ ହିରୋଇନ ମାନେ ଦୁର୍ଗା ପୂଜା କିପରି ପାଳନ କଲେ । ଦେଖନ୍ତୁ ଭାଇରାଲ ଫଟୋ

poja

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ କୋରନା ର ପରିସ୍ଥିତି ଲାଗି ରହି ଥିବା ବେଳେ ଆପଣ ମାନେ ଏହି ସମୟ ରେ ଘରେ କେମିତି ଭାବେ ଦୂର୍ଗା ପୂଜା ର ପାଳନ କରିବେ ସେହି ବିଷୟ ରେ ନିଶ୍ଚିତ ଭାବେ କମେଣ୍ଟ ରେ ଜଣେଇ ଦେବେ ତେବେ ଆମେ ଆଜି ଆପଣ ମାନଙ୍କୁ ଆମର ଓଲି୍ଉଡ ର ଅଭିନେତ୍ରୀ ମାନେ କେମିତି ଭାବେ ଏହି ଦୂର୍ଗା ପୂଜା କୁ ପାଳନନ କରୁଛନ୍ତି ସେହି ବିଷୟ ରେ ଆପଣ ମାନଙ୍କୁ ଜଣେଇବା ପାଇଁ ଚାହିଁବୁ , ବନ୍ଧୁଗଣ ଏହି ଦିନ ରେ ଆପଣ ମାନେ ଜାଣି ଥିବେ କୋରନା ର ସଂଙ୍କ୍ରମଣ କୁ ଦେଖି ବହୁତ କମ୍ ଲୋକ ମାନେ ଦୂର୍ଗା ପୂଜା ର ପାଳନ କରୁଛନ୍ତି , ହେଲେ ସେମିତି କ୍ଷେତ୍ର ରେ ଆମର ଓଲିଉଡ ର ଅଭିନେତ୍ରୀ ମାନେ ଏକ ନୂତନ ତରିକା ରେ ଏହି ପର୍ବ କୁ ପାଳନନ କରିବା ପାଇଁ ଚେଷ୍ଟା କରିଛନ୍ତି ।alina

ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେବୁ କି ଆମର ଓଲିଉଡ ଅଭିନେତ୍ରୀ ଏଲିନା ସାମନ୍ତରାୟ , ବର୍ଷା ପ୍ରିୟଦର୍ଶନୀ , ଭୂମିକା ଦାସ୍ , ଦେବଜାନୀ , ଅର୍ଚ୍ଚିତା ସାହୁ , ଏବଂ ଏମିତି ବହୁତ ଅଭିନେତ୍ରୀ ତଥା ସିରିଏଲ ମାନଙ୍କ କାମ କରୁ ଥିବା ସବୁ ଅଭିନେତ୍ରୀ ମାନେ ଏହି ଦିନ ରେ ଏହି ପୂଜା ର ଘରେ ଧୁମ୍ ଧାମ୍ ର ସହିତ ପାଳନ କରିଛନ୍ତି । ଜାହାର କିଛି ଫୋଟ ସବୁ କୁ ସେମାନେ ସୋସିଆଲ ମିଡିଆ ଏକାଉଣ୍ଟ ରେ ସେମାନେ ପୋଷ୍ଟ କରି ଥିବାର ଦେଖିବା ପାଇଁ ମିଳିଛନ୍ତି , ସେହି ପରି ଅନ୍ୟ ପଟରେ ବଙ୍ଗିଅ ଅଭିନେତ୍ରୀ ରଚନା ବାନାର୍ଜି ବି ଏହି ଦିନ ରେ ଏହି ପୂଜା ଆନନ୍ଦ ଉଠେଇ ଥିବାର ଦେଖିବା ପାଇଁ ମିଳିଛନ୍ତି ଜାହାର ଏକ ଭିଡ଼ିଓ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଦର୍ଶକ ମାନଙ୍କୁ ବହୁତ ପରିମାଣ ରେ ପସନ୍ଦ ଆସୁଛି ।rachana

ପାଳନ କରି ଥିବା ଦଶହରା ର ପର୍ବ ଆପଣ ମାନଙ୍କୁ କେମିତି ଲାଗୁଛି ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରିବା ସହିତ ଆପଣ ମାନେ ବି କେମିତି ଭାବେ ଏହି ଦିନ ରେ ଦୂର୍ଗା ପୂଜା ର ପାଳନ କରିଲେ ନିଜ ନିଜ ଘରେ ରହି ଆପଣ ମାନେ ନିଶ୍ଚିତ ଭାବେ ଆମକୁ କମେଣ୍ଟ କରି ଜଣେଇ ଦେବେ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *