କେମିତି ଦୁର୍ଗା ପୁଜା ପାଳନ କଲେ ବର୍ଷା ଓ ଏଲିନା , ଏବେ ହିଁ ଦେଖନ୍ତୁ

alina

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ହେଉଛି ଦଶହରା ତେବେ ଓଲିଉଡ ର ଅଭିନେତା ହେଉନ୍ତୁ ବା ଅଭିନେତ୍ରୀ ମାନେ କେମିତି ଏହି ଥର ଦୂର୍ଗା ପୂଜା ର ପାଳନ କରୁଛନ୍ତି , ଆମର ଓଲିଉଡ ର ଅଭିନେତା ମାନେ ହୁଅନ୍ତୁ ବା ଓଲିଉଡ ର ଅଭିନେତ୍ରୀ ମାନେ ଯେମିତି କି ବର୍ଷା ପ୍ରିୟଦର୍ଶନୀ ହେଉନ୍ତୁ ବା ଅର୍ଚ୍ଚିତା ସାହୁ ହୁଅନ୍ତୁ , ଏଲିନା ସ ଶିବାନୀ , ଭୂମିକା ଏମିତି କି ସିରିଏଲ ଜଗତ ର ନାମୀ ଦାମୀ ହିରୋଇନ୍ ମାନେ । ସବୁ କେମିତି ଏହି ଥର ର ଦୂର୍ଗା ପୂଜା ପାଳନ କରିଛନ୍ତି , ଏମିତି କି ଦୂର୍ଗା ନବମୀ ଏବଂ ଦଶହରା କେମିତି ପାଳନ କରିଛନ୍ତି ସବୁ କିଛି ବିଷୟ ରେ ଆମେ ଆଜି ଏଠାରେ ଜାଣିବା ପାଇଁ ଚେଷ୍ଟା କରିବୁ ତେବେ ଏହି ବିଷୟ ରେ ଜାଣିବା ପୂର୍ବରୁ ନିଶ୍ଚିତ ଭାବେ ଆପଣ ମାନଙ୍କୁ ସୂଚନା ଦେବୁ କି ଆପଣ ମାନେ ଆମର ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ।brasha

ଏହି ଅଭିନେତ୍ରୀ ମାନେ ନିଜର ଇନଷ୍ଟା ଗ୍ରାମ୍ ଏକାଉଣ୍ଟ ଜରିଆରେ ହେଉ ବା ସୋସିଆଲ ମିଡ଼ିଆ ର ଅନ୍ୟ ପ୍ଲାଟଫର୍ମ ମାନଙ୍କ ରେ କିଛି ତିଛି ଫୋଟ କୁ ସେମାନେ ସେୟାର କରିଛନ୍ତି , ଏବଂ ନିଜର ସେଲିବ୍ରେସନନ ର ମୁମେଣ୍ଟ କୁ ସେମାନେ ଆପଣ ମାନଙ୍କ ସହିତ ସେୟାର କରିଛନ୍ତି । ଏବଂ ଏଠାରେ ଆମେ ଆପଣ ମାନଙ୍କ ସାମ୍ନା ରେ ସେମିତି କିଛି କଲେକ୍ସନ ଦେଖାଉଛୁ , ସେହି ପରି ଓଲିଉଡ ର ଅଭିନେତୀ ଯେମିତି ବାବୁସାନ , ଅରବିନ୍ଦମ୍ , ସ୍ୱରାଜ , ସବ୍ୟସାଚୀ ସେମାନେ ଏହି ଦିନ ରେ ବହୁତ ସୁନ୍ଦର ଭାବେ ଏହି ପୂଜା ର ମଜା ଉଠେଇ ଥିବାର ଦେଖିବା ପାଇଁ ମିଳିଛନ୍ତି ।alina

ସେମିତି ସିରିଏଲ ଜଗତ ର ଶ୍ରଦ୍ଧା କୁଆଁରୀ ବୋହୁ ର ଦୂର୍ଗା ତଥା ଜି ସାର୍ଥମ୍ ହେଉ ବା ତରଙ୍ଗ ଟିଭି ର ସବୁ ଅଭିନେତ୍ରୀ ମାନେ ଏହାର ଖୁବ୍ ଆଡମ୍ବର ସହିତ ପାଳନ କରି ଥିବାର ଦେଖିବା ପାଇଁ ମିଳିଛନ୍ତି , ତେବେ ଏହି ଦିନରେ ଆପଣ ମାନେ କେମିତି ଭାବେ ପାଳନ କରିଲେ ଏହି ଦୂର୍ଗା ପୂଜା କୁ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *