ପାଣିପାଗ ବିଭାଗର ସୁଚନା । ଜାଣନ୍ତୁ ଏ ବର୍ଷ କେମିତି ହେବ ଶୀତ

sita

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଇଣ୍ଡିଆ ଟୁ ଡେ ର ଏକ ନ୍ୟୁଜ୍ କୁ ନଜର ପକେଇବା ଏବଂ ଆପଣ ମାନଙ୍କୁ ଏଠାରେ କହିବା ପାଇଁ ଚାହିଁବୁ କି ଏହି ବର୍ଷ ଭାରତ ରେ କେମିତି ଭାବେ ଶୀତ ର ପ୍ରଭାବ ଦେଖିବା ପାଇଁ ମିଳିବ , ସେମିତି ରେ ବନ୍ଧୁଗଣ ଆମେ ମାନେ ଆଜିର ଦିନ ରେ ଏମିତି ଗୋଟିଏ ସିଚ୍ୟୁଏସନ୍ ଦେଇ ଗତି କରିଲେ ଜାହାକୁ ଆମେ ମାନେ ଲକଡାଉନ୍ ବୋଲି କହୁଛୁ । ଏହାକୁ ନୂଆ ଭାବେ ଭାରତ ଦେଖିଲା ଏହି ଲକଡାଉନ୍ ପାଇଁ ସବୁ କଳକାରଖାନା ଏବଂ ପ୍ରତ୍ୟେକ ଦିନ ର କାର୍ଯ୍ୟ ବେଘାତ ହୋଇ ଥିଲା , ଏବଂ ସେହିଥି ପାଇଁ ବନ୍ଧୁଗଣ ପୃଥୀବିର ର ଜାହା ବି ପ୍ରଦ୍ୟୁଷଣ ଲେବୁଲ୍ ରହିଛି ତାହା ବହୁତ ମାତ୍ରା ରେ କମି ଜାଇ ଥିଲା ।cold

ଏବଂ କେବଳ ସେତିକି ନୁହେଁ ବରଂ ଜାହା ବି ପୃୃଥିବୀ ର ଭାଇବ୍ରେସନ୍ ଲେବୁଲ୍ ବି ବହୁତ ମାତ୍ରା ରେ କମି ଜାଇ ଥିଲା , ସେମିତି ରେ ବର୍ଷା କଥା କହିବା ତେବେ ଏହି ବର୍ଷ ମୈଶୁମୀ ବାୟୁ ଯୋଗୁଁ ଯେତେ ପରିମାଣ ରେ ବର୍ଷା ହେବା କଥା ତାହା ବହୁତ କମ୍ ହୋଇଛି । ଏବଂ ଏମିତି ରେ କିଛି ଦିନ ତଳେ ହଟାତ୍ ମାତ୍ରେ ଦିଲ୍ଲୀ ର ଚେମ୍ପ୍ରେଚର 13 ଡୀଗ୍ରୀ ସେଲିସିୟସ୍ କୁ ଖସି ଜାଇ ଥିବା ବେଳେ ଏହି ଥର ଏକ ପ୍ରକାରର ହାୱା ବସିବ ମୟୁସିମୀ ବିଭାଗ ର କଥା କହିବା ଏହି ପବନ ର ନାମ ନା ଲିନା ଜାହା ଏହି ବର୍ଷ ଭାରତ ଦେଇ ଗତି କରିବା ପାଇଁ ଯାଉଛି ।sita

ଜାହା ଫଳ ରେ ଏହି ବର୍ଷ ପ୍ରଚୁର ମାତ୍ରା ରେ ଥଣ୍ଡା ଆପଣ ମାନଙ୍କୁ ଦେଖିବା ପାଇଁ ମିଳିବ ,ତେବେ ଏହି ବିଷୟ ରେ ଏହି ଦିନ ରେ ଇଣ୍ଡିଆ ଟୁ ଡେ ର ଆର୍ଟିକାଲ ରେ ସଂମ୍ପର୍ଣ୍ଣ ଭାବେ ଦର୍ଶାଇ ଦିଆ ଜାଇଛି ତେବେ ଏହି ବର୍ଷ ଏତେ ଏତେ ମାତ୍ରା ରେ ଶୀତ ର ଅନୁଭବ ହେବାକୁ ଜାଉଛି ଜାହା କୈଣସି ବର୍ଷ ହୋଇ ନ ଥିଲା ଏବଂ ଏହି ବର୍ଷ ସେହି ସବୁ ବର୍ଷ ରେକର୍ଡ କୁ ବି ଭାଙ୍ଗିବା ପାଇଁ ଯାଉଛି ବୋଲି ଜଣା ପଡିଛି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *