ଏହି ( ୫ଟି ସ୍ୱପ୍ନ ) କାହାକୁ କୁହନ୍ତୁ ନାହିଁ | ଭୟଙ୍କର କଥା |

dreem

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଶୋଇବା ସମୟ ରେ ଆପଣ ମାନେ ଦେଖି ଥିବା ଏହି ସବୁ ସ୍ୱପ୍ନ ବିଷୟ ରେ ଆପଣ ମାନେ କାହାକୁ ବି କୁହନ୍ତୁ ନାହିଁ , ନହେଲେ ଆପଣ ମାନେ ବହୁତ ବଡ ସମସ୍ୟା ରେ ପଡି ପାରନ୍ତି , ଆମେ ଆଜି ଆପଣ ମାନଙ୍କୁ ଏମିତି ସ୍ୱପ୍ନ ବିଷୟ ରେ କହିବୁ ଜାହାକୁି ଆପଣ ମାନେ କେବେ ନା କେବେ ଦେଖି ଥିବେ ଏବଂ ଏହା ପରେ ତାହା ବିଷୟ ରେ କାହାକୁ ବି କହି ଥିବେ ହେଲେ ଏହା ବହୁତ ବଡ ଭୁଲ ହୋଇ ଥାଏ ତେବେ ଆସନ୍ତୁ ସେହି ସବୁ ସ୍ୱପ୍ନ ବିଷୟ ରେ ଜାଣି ନେବା । ପ୍ରଥମେ ରହି ଥିବା ସ୍ୱପ୍ନ ଟି ହେଲା ପ୍ରକୃତି ସହିତ ଯୋଡିତ ସ୍ୱପ୍ନ ଦେଖୁଛନ୍ତି ତେବେ ଆପଣ ମାନେ କେବେ ବି କାହାକୁ କୁହନ୍ତୁ ନାହିଁ ଏମିତି ହେଲେ ଆପଣ ମାନଙ୍କ ଜିବନ ରେ ସୁଖ ଶାନ୍ତି ର ଅଭାବ ଦେଖିବା ପାଇଁ ମିଳି ପାରେ , ଯଦି ଆପଣ ମାନେ ପ୍ରକାଶ କରନ୍ତି ତେବେ ଆପଣ ମାନଙ୍କ ସ୍ୱପ୍ନ ର ପ୍ରଭାବ ନଷ୍ଟ ହୋଇ ଯାଇ ଥାଏ । ଏବଂ ଏମତି ସ୍ୱପ୍ନ ଦେଖଲେ ଆପଣ ମାନଙ୍କ ଦୁଖଃ ର ଦିନ ଯିିବାକୁ ବସିଛି ବୋଲି ଜାଣନ୍ତୁ ।dreem

ଏହି ସବୁ ସ୍ୱପ୍ନ ବିଷୟ ରେ ବନ୍ଧୁଗଣ ଅନ୍ୟ କୁ କହିଲେ ଦେଲେ ଆପଣ ମାନଙ୍କ ପ୍ରତିଫଳ ରେ ଆପଣ ମାନଙ୍କ ସ୍ୱପ୍ନ ର ଅର୍ତ ହୀନ ହୋଇ ଥାଏ । କାରଣ ସେଠାରେ ଆପଣଙ୍କ ଆତ୍ମା ଅନ୍ୟ ଙ୍କ ତୁଳନା ରେ ଅଲଗା ହୋଇ ଥାଏ ତେବେ ଏହାକୁ ସବୁ ବେଳେ ଗୁପ୍ତ ରଖିବା କଥା । ସେହି ପରି ଶୋଇବା ସମୟ ରେ ନିଜ ମୃତ୍ୟୁ ବିଷୟ ରେ ଆପଣ ମାନେ ସ୍ୱପ୍ନ ଦେଖୁଛନ୍ତି । ତେବେ କେବେ ବି କାହାକୁ କୁହନ୍ତୁ ନାହିଁ । କାରଣ ଏହା ଅତ୍ୟନ୍ତ ଶୁଭ ହୋଇ ଥାଏ । ସେହି ପରି ବନ୍ଧୁଗଣ ଆପଣ ମାନେ ନିଜକୁ ଗୋଟିଏ ଜଙ୍ଗଲ ରେ ଏକା ବା କୈଣସି ନଦୀ ପାଖରେେ ଏକା ବସୁ ଥିବାର ଦେଖୁ ଥାନ୍ତି ତେବେ ବି ଆପଣ ମାନଙ୍କୁ କେବେ ବି କୈଣସି ବ୍ୟକ୍ତି ଙ୍କୁ ଏହି ବିଷୟ ରେ କହିବା କଥା ନୁହେଁ ।d

କାରଣ ଏହାର ଅର୍ଥ ଏହା ହୋଇ ଥାଏ କି ଆପଣ ମାନଙ୍କ ଜିବନ ରେ ଖୁସୀ ଆସିବା ପାଇଁ ଯାଉଛି ଏବଂ ଆପଣ ମାନେ ବହୁତ ବଡ କାମ ରେ ସଫଳ ହେବାକୁ ଯାଉଛନ୍ତି । ସେହି ପରି ବନ୍ଧୁଗଣ ଯଦି ଆପଣ ମାନେ ସ୍ୱପ୍ନ ରେ ଗାଈ ଏବଂ ତାହାର ବାଛୁରୀ ଏକା ସହିତ ଚରୁ ଥିବାର ଦେଖୁଛନ୍ତି ତେବେ ଆପଣ ମାନେ ଭବିଶ୍ୟତ ରେ କୋଟି ପତି ବନିବାର ବାଟ ରେ ଯାଉଛନ୍ତି ବୋଲି ଜାଣନ୍ତୁ ହେଲେ ଏହାକୁ କେବେ ବି କାହା ଆଗରେ କୁହନ୍ତୁ ନାହିଁ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *