ଫଇସା କମେଇବା ପାଇଁ ସବୁ ସୀମା ପାର କରି ଜାଇଛନ୍ତି ଅମୀଷା ପଟେଲ

amisha

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଦିନେ ବହୁତ ପପୁଲାର ରହି ଥିବା ଅମିସା ପଟେଲ୍ ଆଜିର ଦିନରେ ବଲିଉଡ ର ଗଳି ରେ କେଉଁ ଠାରେ ବି ନିଜର ଆସୁ ନାହାଁନ୍ତି , ବଲିଉଡ ରେ ଏମିତି ବି ଗୋଟିଏ ସମୟ ଥିଲା ଯେଉଁ ଠାରେ ଅମିସା ପଟେଲ୍ ବହୁତ ସକ୍ସେସ୍ ଫୁଲ୍ ମନା ଜାଉ ଥିଲେ , ହେଲେ ଅମିସା ପଟେଲ୍ ନିଜର କେରିଅର ସିଖର୍ ରେ ପହଁଚିବା ପୂର୍ବରୁ ଏତେ ସବୁ କୋଣ୍ଟ୍ରଭର୍ସି କୁ ତିଆରି କରି ଦେଲେ ଜାହା ତାଙ୍କର କେରିଅର କୁ ସଂମ୍ପର୍ଣ୍ଣ ଭାବେ ମାରି ଦେଇ ଥିଲା ତେବେ ଆମେ ଆଜି ସେହିଥି ପାଇଁ ଆପଣ ମାନଙ୍କୁ ସେହି ଅମିସା ପଟେଲ୍ ଙ୍କ କିଛି ଡର୍ଟି ସିକ୍ରେଟ୍ ବିଷୟ ରେ କହିବୁ ଜାହା ତାଙ୍କର କେରିଅର କୁ ସେଷ କରିବା ରେ ମୂଖ୍ୟ ଭୂମିକା ଗ୍ରହଣ କରିଛି । ଆମେ ଅମିସା ଏବଂ ବିକ୍ରମ୍ ଭଟ୍ଟ ଙ୍କ ଲଭ୍ ରିଲେସନ ବିଷୟ ରେ । ଇଣ୍ଡଷ୍ଟ୍ରୀ ରେ ପାଦ ରଖିବା ପରେ ପରେ ଅମିସା ବିକ୍ରମ୍ ଭଟ୍ଟ ଙ୍କୁ ସଂମ୍ପର୍କ ରେ ଆସି ଥିଲେ ଏବଂ ପରେ ସେମାନେ 5 ବର୍ଷ ଡେଟ୍ ବି କରି ଥିଲେ ।amisha

ହେଲେ ତାଙ୍କର ଗୋଟିଏ ଇଣ୍ଟରଭ୍ୟୁ ରେ ସେ ସଫେଇ ଦେଇ ଥିଲେ କି ତାଙ୍କର ମାଆ ତାଙ୍କୁ ଚପଲ ରେ ପିଟନ୍ତି , ଏବଂ ତାଙ୍କର ଆୟ କରୁ ଥିବା ଟଙ୍କା କୁ ଘର ଲୋକ ବେକାର କାମ ରେ ଲଗାନ୍ତି । ତାଙ୍କ ଜିବନ ର ଏହା ସବୁଠୁ ବଡ କୋଣ୍ଟରଭର୍ସି ରହି ଥିଲା , ଗୋଟିଏ ଏକ୍ସପୋଜ୍ ହେବାର ଭିଡ଼ିଓ ଦେଖିବା ପାଇଁ ମିଳି ଥିଲା ଯେଉଁ ଠାରେ ସେ ଗୋଟିଏ ପଲିଟିକାଲ ପାର୍ଟି କୁ ସପୋର୍ଟ କରିବା ପାଇଁ ମୋଟା ଅଙ୍କ ର ନୋଟ୍ ମାଗି ଥିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରଲ ହୋଇ ଥିଲା ।amisha

ଏବଂ ପରେ ତାଙ୍କର ବଲିଉଡ କେରିଅର ଉପରେ ବହୁତ ପରିମାଣ ରେ ପ୍ରଭାବ ଦେଖିବା ପାଇଁ ମିଳି ଥିଲା ସେମିତି ରେ ବର୍ତମାନ ସମୟ ର କଥା କହିବା ତେବେ ଅମିସା ପଟେଲ୍ ଏବେ ପୁଣି ଥରେ ଲୋକ ମାନଙ୍କ ସାମ୍ନା କୁ ଆସିବା ପାଇଁ ଚାହାଁନ୍ତି ଏବଂ ସେହିଥି ପାଇଁ ଏହି ଦିନ ରେ ବହୁତ ଲାଇମ୍ ଲାଇଟ୍ କୁ ଆସିବା ରେ ଲାଗିଛନ୍ତି ତାଙ୍କର ବୋଲ୍ଡ ଫୋଟ ସୁଟ୍ ଦେଖେଇ କରି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *