ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ନିକଟ ରେ TRP କମେଇବା କ୍ଷେତ୍ର ରେ ଦୂରଦର୍ଶନ ନଂ ୱାନ୍ ପୋଜିସନ୍ ରେ ଆସି ଜାଇ ଥିବା ବେଳେ ଏବଂ ତାହା କୋରନା ସମୟ ରେ ଏହି ଥିରେ ଶ୍ରୀ କୃଷ୍ଣ ଏବଂ ରାମାୟଣ ଭଳି ସିରିଏଲ ଚାଲିବା ଯୋଗୁଁ ହୋଇ ଥିଲା । ଏବଂ ଏମିତି ମଧ୍ୟ ରେ ପୁଣି ଥରେ ସବୁ ପୁରୁଣା କଳାକାର ମାନେ ଆଉ ଥରେ ଲାଇମ୍ ଲାଇଟ୍ ରେ ଆସି ଜାଇ ଥିଲେ , ଏବଂ ଏହି ମଧ୍ୟରେ ସେମିତି ଗୋଟିଏ ନାମ ହେଲା ଧିର୍ଟି ଭାଟ୍ଟିଆ ଙ୍କର ଯିଏ କି ଜୟ ଶ୍ରୀ କୃଷ୍ଣ ରେ ସେ କାହ୍ନା ଙ୍କର ପିଲା ଦିନ ର ରୋଲ କରି ଥିଲେ , କଲର୍ସ ଟିଭି ରେ 2008 ରେ ପ୍ରଶାରିତ ହେଉ ଥିବା ଜୟ ଶ୍ରକୃଷ୍ଣ ରେ କୃଷ୍ଣ ଙ୍କର ପିଲା ଦିନ ର ରୋଲ ନିଭେଇ ଥିବା ଛୋଟ କଳାକାର ଏବେ 14 ବର୍ଷ ର ହୋଇ ସାରିଛି ।
ଯେଉଁ ସମୟ ରେ ସେ ଏହି ରୋଲ ନିଭେଇ ଥିଲେ ସେ ଅଢେଇ ବର୍ଷ ର ରହି ଥିଲେ ହେଲେ ଏବେ ସେ ବଡ ହୋଇ ସାରିଛନ୍ତି , ଦେଖିବା ପାଇଂ ସେ ବହୁତ କିୟୁଟ ବି ନଜର ଆସୁଛନ୍ତି । ସେ ଏବେ ବି ନିଜର ପଠପଢା କୁ ନେଇ ବହୁତ ବ୍ୟସ୍ତ ରହିଛନ୍ତି ସେହିଥି ପାଇଁ ସେ ଏବେ କୈଣସି ବି ସିରିଏଲ ର କାମ କରିବା ପାଇଁ ଚାହାଁନ୍ତି ନାହିଁ,ଏବଂ ସେ ନିଜର କେରିଅର କୁ କୋରିଓ ଗ୍ରାଫୀ ରେ କରିବା ପାଇଁ ଚାହାଁନ୍ତି । ଧିର୍ତି ଭାଟିଆ ପୂର୍ବ କିଛି ବର୍ଷ ରେ ବହୁତ ସୁନ୍ଦର ହୋଇ ସାରିଛନ୍ତି , ଏମିତି ରେ ଏହି ଦିନ ରେ ଧିର୍ତି ଭାଟିଆ ବହୁତ ସୁନ୍ଦର ହେବା ସହିତ ସୋସିଆଲ ମିଡିଆ ରେ ଏହି ନୂଆ ନୂଆ ଏକ୍ଟିଭ୍ ରହୁଛନ୍ତି ।
ଏବଂ ତାଙ୍କର ପାଠ ପଢା କୁ ସେ ବର୍ତମାନ ସମୟ ରେ ବେଶୀ ପରିମାଣ ରେ ଗୁରୁତ୍ୱ ଦେଉ ଥିବାରୁ ସେ ନିଜର କୋରିଓ ଗ୍ରାଫୀ କରିବା ସ୍ୱପ୍ନ କୁ ସେ ବର୍ତମାନ ସମୟ ରେ ସ୍ଥଗିତ ରଖିଛନ୍ତି , ହେଲେ ଯେମିତି ରେ ତାଙ୍କର ପାଠ ପଢା ସଂମ୍ପର୍ଣ୍ଣ ହେବ ତେବେ ସେ ପୁଣି ଥିରେ ଟିଭି ସ୍କ୍ରୀନ୍ କୁ ଫରେବେ ବୋଲି ଜଣା ପଡିଛି ତେବେ ଆପଣ ମାନଙ୍କୁ ଧିର୍ଟି ଭାଟ୍ଟିଆ ଙ୍କର ଅଭିନୟ କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।