‘ବିଜୟ ମହାନ୍ତି’ଙ୍କ ନାଁ ରେ ଅପ ପ୍ରଚାର ତାତିଲେ ଓଲିଉଡ କଳାକାର ଦେଖନ୍ତୁ ତାପରେ କଣ ହେଲା!

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ବିଜୟ ମହାନ୍ତି ଙ୍କ ନାମ ରେ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଅପପ୍ରଚାର । ଏହାକୁ ନେଇ ତାତିଲେ ଓଲିଉଡ କଳାକାର ମାନେ । ଏବଂ ଏହାକୁ ନେଇ ଥାନା ରେ ଦେଲେ ଏତଲା ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ମିଥ୍ୟା ପ୍ରଚାର ଅସହ୍ୟ ହେଲାଣୀ ଏମିତି ରେ ବଞ୍ଚି ଥିବା ଲୋକ ମାନଙ୍କୁ ବି ମାରି ଦେଉଛନ୍ତି । ଏମାନଙ୍କ ମଧ୍ୟ ରୁ ସେଲିବ୍ରେଟି ବି ମଧ୍ୟ ବାଦ୍ ପଡୁ ନାହାଁନ୍ତି । ତେବେ ଏହି ସମୟ ରେ ଜାହା ବି ଘଟିଛି ଓଲିଉଡ କଳାକାର ବିଜୟ ମହାନ୍ତି ଙ୍କ କ୍ଷେତ୍ର ରେ ଜାହାକୁ ନେଇ ବର୍ତମାନ ସମୟ ରେ ଓଲିଉଡ ର କଳାକାର ମାନଙ୍କ ମଧ୍ୟ ରେ ଭୀଷଣ ଅସନ୍ତୋଷ ସୃଷ୍ଟି ହୋଇଛି । ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି ଗତ କାଲି ରାତ୍ରୀ ରେ ଅସୁସ୍ଥ ରହି ଥିବା ବଜୟ ମହାନ୍ତି ଙ୍କ ନାମ ରେ ଅପପ୍ରଚାର କରି ଥିଲେ ।

ଜାହାକୁ ନେଇ ପ୍ରବଳ ହଇ ଚଇ ହୋଇ ଥିବା ବେଳେ ଏହା ବିରୋଧ ରେ ଏକାଠୀ ହୋଇଛନ୍ତି ଓଲିଉଡ ର କଳାକାର ମାନେ । ଏବଂ ଓଡିଶା ସିନେ ଆସୋସେସନ ପକ୍ଷ୍ୟ ରୁ ଏହି ଆତୋଲା ଦିଆ ଜାଇଛି । ଏହାକୁ ନେଇ ଉତ୍ତମ ମହାନ୍ତି , ଶ୍ରୀତମ୍ ଦାସ , ଅଂଶୁ ମଚୋନ ମହାନ୍ତି । ସ୍ନଗ୍ଧା ମହାନ୍ତି ଆଦି କଳାକାର ମାନେ କେପିଟାଲ ଥାନା ରେ ଆସି ଏହି ଏତଲା ଦେଇ ଥିଲେ ।

ଏବଂ ପରେ କମିସନରେଟ ପୋଲିସ୍ କାର୍ଯ୍ୟାଶୟ କୁ ଜାଇ ଏହି ଭଳି ମିଥ୍ୟା ପ୍ରଚାର ଉପରେ ପଦକ୍ଷେପ ନେବାକୁ ଅନୁରୋଧ କରି ଥିଲେ ସମସ୍ତ ଙ୍କୁ ଅନୁରୋଧ ରହିବ କି ଆପଣ ମାନେ ସୋସିଆଲ ମିଡ଼ିଆ ରେ ଏମିତି ଅପପ୍ରଚାର କେବେ ବି କରନ୍ତୁ ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *