ଆଜି ଦିନର ସବୁତକ ବଡ ଖବର , ATM କାର୍ଡ ଥିଲେ ନିଶ୍ଚୟ ପଢନ୍ତୁ ଏହି ଖବର ।

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଏବେ ଏବେ ତିନୋଟି ବଡ ଖବର ରହିଛି ଜାହା ଆମେ ଆପଣ ମାନଙ୍କ ପାଇଁ ନେଇ କରି ଆସିଛୁ । ତେବେ ଏହାକୁ ଜାଣିବା ପାଇଁ ଆପଣ ମାନେ ଏହାକୁ ସେଷ ଯାଏ ପଢନ୍ତୁ । ପ୍ରଥମେ ରହିଛି ନବୀନ ସରକାର ଚାକିରୀ କୁ ନେଇ ନୂଆ ଘୋଷଣା କରିଛନ୍ତି । କୋରନା ମହାମାରୀ ସମୟ ରେ ସରକାର ଦୁଇ ବର୍ଷ ଯାଏ ବାହାରିବନି ସରକାରୀ ଚାକିରୀ ଏବଂ ବିଦେଶ ଜାଇ ପାରିବେ ନାହିଁ ସରକାରୀ ଅଧିକାରୀ ମାନେ । ତେବେ ଏହି ଦିନ ରେ କୋରନା ମାହାମାରୀ ର ମୁକାବିଲା ପାଇଁ ରାଜ୍ୟ ସରକାର ବଡ ନିସ୍ପତି ନେଇଛନ୍ତି । ତେବେ କେବଳ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ର ପୋଷ୍ଟ ବ୍ୟତିତ କୈଣସି ବିଭାଗ ରେ ସରକାରୀ ପଦବୀ ବାହାରିବ ନାହିଁ ବୋଲି ରାଜ୍ୟ ସରକାର କହିଛନ୍ତି । ଏହି ନେଇ ସବୁ ବିଭାଗ କୁ ଚିଠି କରିଛନ୍ତି ଅର୍ଥ ବିଭାଗ ସଚିବ ଅସୋକ ମୀନା । ଏହା ସହିତ ସରକାରୀ ପଦବୀ ରେ ରହି ଥିବା ଲୋକ ମାନଙ୍କ ପାଇଁ ଦେଶ ବାହାର କୁ ଯିବା ସଂମ୍ପର୍ଣ୍ଣ ମନା ରହିଛି ।

ଏବଂ ପରବର୍ତି ଖବର ଟି ହେଲା Airtel ଲଞ୍ଚ କରିଲା ସବୁଠୁ ସସ୍ତା ପ୍ରିପେଡ୍ ପ୍ଲାନ୍ । ଏଠାରେ ପ୍ରତି ଦିନ ମିଳିବ 1.5 ଜିବି ଡାଟା । ଏହି ଦିନ ରେ Airtel ନିଜର ଗ୍ରାହକ ମାନଙ୍କୁ ବଡ ଉପହାର ଦେଇ ବହୁତ ସମୟ ପରେ ଏମିତି ଗୋଟିଏ ପ୍ଲାନ୍ ବାହାର କରିଛି । ତେବେ Airtel ର ଏହି ପ୍ଲାନ୍ ରେ ଆପଣ ମାନଙ୍କୁ ପ୍ରତି ଦିନ 1.5 ଜିବି ଡାଟା ମିଳିବ ଏହା ସହିତ ଅନ ଲିମିଟେଡି୍ କୋଲିଂ ସହିତ zee5 ର ଅନଲିମିଟେଡ୍ ସବ୍କୃବସନ ପେକ୍ ମିଳିବ । ତେବେ ଏହି ପ୍ଲାନ୍ ର ମୂଲ୍ୟ ରହିଛି 289 ଟଙ୍କା ଏହି ପ୍ଲାନ୍ ରେ ଗୋଟିଏ ମାସ ର ବୈଦ୍ଧତା ସହିତ ସମସ୍ତ ନେଟୱାର୍କ କୁ ଅସିମିତ କୋଲିଂ ର ସୁବିଧା ମିଳିବ ।

ଏବଂ ପରବର୍ତି ଖବର ଟି ହେଲା ATM ରୁ ଟଙ୍କା ଉଠେଇବା ନେଇ ନୂଆ ରୋଲ ଆଣିଲା SBI ଅଧିକ ଥର ଟଙ୍କା ଉଠେଇଲେ କଟିବ ଟଙ୍କା ।ତେବେ ଦିର୍ଘ ତିନି ମାସ ର ରିହାତି ପରେ ଦେଶ ର ସବୁଠୁ ବଡ ବ୍ୟଙ୍କ ଟଙ୍କା ଉଠାଣ ଉପରେ ପୁଣି ପରିବର୍ତନ ଆଣିଛି । ତେବେ କୋରନା କୁ ଦୃଷ୍ଟି ରେ ରଖି ଜୁନ୍ 1 ରୁ ଏପ୍ରିଲ 30 ଯାଏ ଏହି ରିହାତି ହୋଇ ଥିବା ବେଳେ ଏବେ SBI ATM ରୁ ମାସରେ 5 ଥର ରୁ ଅଧିକ ଟଙ୍କା ଉଠେଇଲେ ଆପଣ ମାନଙ୍କୁ ଠାରୁ ଚାର୍ଜେସ୍ ପଡିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *