ଏହା କେବଳ ସେଇ ଗୋଟିଏ ଜିନିଷ ଯାହା ଆପଣଙ୍କ ଚନ୍ଦା ମୁଣ୍ଡରେବି କେଶ ଉଠେଇବ ।

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ହିଡିସ କସ୍ ହେୟାର ଓଏଲ ବନେଇ ଦେଖେଇବି । ମନ୍ଦାର ଫୁଲ ର ତେଲ ଆପଣଙ୍କ କେଶ ପାଇଁ ବହୁତ ଲାଭ ଦାୟକ ଅଟେ । ଏବଂ ମନ୍ଦାର ଫୁଲ ଆପଣ ମାନଙ୍କୁ ବହୁତ ସହଜ ରେ ମଳି ଯାଏ । ଆପଣ ମାନଙ୍କ କେଶ ରେ ଜାହା ବି ସମସ୍ୟା ହେଉ ଯେମିତି ଚନ୍ଦା ପଣ ବାଳ ବହୁତ ଅଧିକ ଝଡିବା ନୂଆ କେଶନ ଉଠିବା ବା କେଶ ରେ ଚମକ ନାହିଁ ଏହି ସବୁ ପ୍ରକାରର ଅସୁବିଧା ରୁ ଆପଣ ମାନଙ୍କୁ ଏହି ତେଲ ବ୍ୟବହାର ପରେ ନିଶ୍ଚିତ ଭାବେ ମୁକ୍ତି ମିଳି ଯିବ । ଏହି ମନ୍ଦାର ଫୁଲ ରେ ଏମିତି କିଛି ତତ୍ୱ ରହି ଥଆଏ ଏହାର ଯେକୈଣସି ଉପାୟ ରେ କେଶ ରେ ବ୍ୟବହାର କରିବା ଦ୍ୱାରା ଏହା ଆମର କେଶ ର ବ୍ଲଡ ସର୍କୁଲେସନ କୁ ବଢେଇ ଦେଇ ଥାଏ । ଆଉ ଏମିତି ହେଲେ କେଶ ର ମୂଳ ମଜବୁତ ହୋଇ ଥାଏ । ତେବେ ଆସନ୍ତୁ ଏହି ତେଲ ର ପ୍ରସ୍ତୁତି ବିଷୟ ରେ ଜାଣିବା ।

ଆମେ ପ୍ରଥମେ ଏହି ତେଲ ପାଇଁ 5 ଟି ମନ୍ଦାର ଫୁଲ କୁ ନେବା । ଏବଂ ଏହା ପାଇଁ 100 ଗ୍ରାମ ନଡିଆ ତେଲ ର ବ୍ୟବହାର କରିବା ଏବଂ ଏହାକୁ ବନେଇବା ପାଇଁ ଆପଣ ମାନେ କୈଣସି ମୋଟା କଡେଇ ବା ପପ୍ୟନ୍ ର ବ୍ୟବହାର କରନ୍ତୁ । ଏହାକୁ ବନେଇବା ସମୟ ରେ ଗ୍ୟାସ୍ କୁ ଲୋ ପ୍ଲୋ ରେ ରଖନ୍ତୁ ଏବଂ 8 ମିନିଟ୍ ଯାଏ ଲୋ ଫ୍ଲେମ୍ ରେ ଫଉଟାନ୍ତୁ । ଏବଂ ଧିରେ ଧିରେ ମନ୍ଦାର ଫୁଲ ର ପୋଷକ ତତ୍ୱ ନଡିଆ ତେଲ ରେ ମିଶି ଯିବ । ଏବଂ ଏହାକୁ 8 ରୁ 10 ମିନିଟ୍ ଫୁଟେଇବା ପରେ ଦେଖିବେ ଏହି ମନ୍ଦାର ଫୁଲ ର ରଙ୍ଗ ବଦଳି ସାରିଛି । ଏବଂ ରେ 2 ରୁ 3 ଘଣ୍ଟା ଏହାକୁ ଏମିତି ହିଁ ଛାଡି ଦିଅନ୍ତୁ । ଏବେ ଆପଣ ମାନେ ଏହାକୁ ପାତ୍ର କୁ ଛାଣି ନିଅନ୍ତୁ ଏବଂ ଏହାର ପ୍ରୋୟଗ ବିଷୟରେ ଜାଣିବା ।

ଆପଣ ମାନେ ଏହି ତେଲ କୁ ଲଗେଇବା ପୂର୍ବ ରୁ ହାଲ୍କା ଗରମ କରି ଦିଅନ୍ତୁ । ଏବଂ ଶୋଇବା ପୂର୍ବ ରୁ ଏହି ତେଲ କୁ ନିଜର କେଶ ରେ ଭଲ ଭାବେ ମାଲିସ୍ କରି ନିଅନ୍ତୁ । ଏବଂ ସକାଳୁ ଉଠି ଆପଣ ମାନଙ୍କ କେଶ କୁ କୈଣସି ବି ସେମ୍ପୁ ସାହାଯ୍ୟ ରେ ଆପଣ ମାନେ ଧୋଇ ଦିଅନ୍ତୁ । ଏବଂ ଏହା ପରେ ଆପଣ ମାନଙ୍କୁ ଏମିତି ଦୁଇ ଦିନ କୁ ଥରେ ବା ଆପଣ ମାନେ ଚାହିଁଲେ ଡେଲି ବି କରି ପାରବେ ଏମିତି କଲେ ଆପଣ ମାନଙ୍କ କେଶ ର ସବୁ ସମସ୍ୟା ସଂମ୍ପର୍ଣ୍ଣ ଭାବେ ସମସ୍ୟା ରୁ ମୁକ୍ତି ପାଇବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *