ବଡ ଖବର – ଏହି ତାରିଖରେ ମେଟ୍ରିକ ରେଜଲ୍ଟ ବାହାରିବ ଜଲଦୀ ଦେଖନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ଏବେ ଏବେ ବନ୍ଧୁଗଣ ଏକ ବଡ ଖବର ଆସିଛି 10th ର ରେଜଲ୍ଟ କୁ ନେଇ ଏହି ଦଶମ ପରିକ୍ଷା କୁ ନେଇ ବର୍ତମାନ ସମୟ ରେ ସବୁ ଛାତ୍ତ ଛାତ୍ରୀ ଙ୍କ ମନ ରେ ଅବସୋଶ ରହି ଥିଲା କି ଏହି ବର୍ଷ ର ମେଟ୍ରୀକ୍ ପରିକ୍ଷା ଫଳ କେବେ ବାହାରିବ ତେବେ ଏବେ ଯେଉଁ ପରି ଭାବେ ନ୍ୟଜ୍ ପେପର ରେ ଆର୍ଟିକାଲ ଆସି ସାରିଛି ତେବେ ଆମେ ବି ଆପଣ ମାନଙ୍କୁ ଜଣେଇ ଦେବାକୁ ଚାହିଁଲୁ । ଏବଂ ଯେଉଁ ଥି୍ରେ ରେଜଲ୍ଟ ପ୍ରକାଶ ପାଇବ ଏବଂ ଆପଣ ମାନେ ଦେଖି ବି ପାରିବେ । ତେବେ କଣ ରହିଛି ସଂମ୍ପର୍ଣ୍ଣ ଘଟଣା ସେହି ବିଷୟ ରେ ଜାଣିବା । ତେବେ ଏଠାରେ ଲେଖା ରହିଛି ଜୁଲାଇ ସେଷ ଯାଏ ମେଟ୍ରୀକ ପରିକ୍ଷା ଫଳ ଜାହାକି ଏହି ଦିନ ରେ ପରିପ୍ରକାଶ ହୋଇଛି । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ ଚଳିତ ମାସ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି କରୋନା ସ୍ଥିତିରେ ସଡାଉନ୍ ପାଇଁ କିଛି ଜିଲ୍ଲା ର ମୂଲ୍ୟାୟନ ବିଳମ୍ବ ହୋଇଛି । ଏବଂ ବର୍ତମାନ ସମୟ ରେ ରାଜ୍ୟରେ ଏବେ ଯାଏ 97 ପ୍ରତିଶତ ଖାତା ଦେଖା ସରିଛି । ଅବଶିଷ୍ଟ ଖାତା ଦେଖା ଚଳିତ ସପ୍ତାହ ର ସେଷ ଯାଏ ହେବ । ସେହି ପରି ବେଳେ ଚଳିତ ମାସ ର ସେଷ ସୁଧା ଫଳ ପ୍ରକାଶ କରିବାକୁ ବିଭାଗ ପକ୍ଷ ରୁ ଲକ୍ଷ ରଖା ଜାଇଛି । ଏବଂ ମୂଲ୍ୟାୟନ ସରୁ ଥିବା ଖାତା କୁ ତୁରନ୍ତ ଭାବେ ପ୍ରକାଶନ ପାଇଁ ପଠା ହେଉଛି । କିଭଳି ଭାବେ ବହୁତ ଜଲ୍ଦି ଫଳ ପ୍ରକାଶ ପାଇବ ସେହି ଉପରେ ବିଭାଗ ବର୍ତମାନ ସମୟ ରେ କାର୍ଯ୍ୟ ଆରମ୍ଭ କରିଛି ।

ସୂଚନା ୟୋଗ୍ୟ କି ଚଳିତ ବର୍ଷ ପ୍ରାୟ 5 ଲକ୍ଷ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ମାନେ ପରିକ୍ଷା ଦେଇଛନ୍ତି । ଏବଂ କୋରନା ପାଇଁ ହିଁ ମୂଲ୍ୟାୟନ ବିଳମମ୍ବ ହୋଇ ଥିଲା ହେଲେ ସୂଚନା ଯୈଗ୍ୟ ଅନୁସାରେ ଏବେ ଜୁଲାଇ ମାସ ରେ ଆରମ୍ଭ ହୋଇ ସାରିଛି । ତେବେ ଆପଣ ମାନେ୍ ନିଜର ରେଜଲ୍ଟ କେମିତି ଦେଖିବେ ଏବଂ କଣ ରହିଛି ପ୍ରସିଡିୟର ଆମେ ଆପଣ ମାନଙ୍କ ପାଇଁ ଆଉ ଗୋଟିଏ ଆର୍ଟିକାଲ ରେ ନେଇ କରି ଆପଣ ମାନଙ୍କ ପାଖକୁ ଆସିବୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *