କଳିଯୁଗର ଅନ୍ତ – ଏହିପରି ହେବ | ମାଳିକା ବାଣି ନିଶ୍ଚୟ ପଢନ୍ତୁ

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଜାଣିବା କଳିଯୁଗ ର ଅନ୍ତ କେମିତି ହେବ ଏବଂ କଳିଯୁଗ ସେଷ ହେବା ସମୟ ରେ କଣ ସବୁ ଘଟିବ । ତେବେ ପୁରାଣ ଅନୁସାରେ ଏହି ଯୁଗ ଖ୍ରୀଷ୍ଟ ପୂର୍ବ ରୁ ହିଁ ଆରମ୍ଭ ହୋଇ ସାରିଛି । ଏହି ଯୁଗ ସବୁ ଠାରୁ ଅତ୍ୟାଚାରୀ ଯୁଗ ବୋଲି ମନା ଯାଏ । ବେଦ ଅନୁସାରେ ସୃଷ୍ଟି ର ଆରମ୍ଭ ସତ୍ୟ ରେ ହୋଇ ଥିଲା ଏବଂ ଏହାର ସେଷ କଳି ରେ ହେବ ବୋଲି କୁହା ଜାଇଛି । ଏହି ଯୁଗ ରେ ଚୋରୀ , ଡକାୟେତି , ଲୋଭ , ମହ , ମାୟା , ଆଦି ମନୁଶ୍ୟ କୁ ଅନ୍ତ କରି ଦେବ । ମଣିଷ ବୁଦ୍ଧି ବିବେକ ହରେଇ କୁ କର୍ମ ରେ ଲିପ୍ତ ରହିବ । ତେବେ ଏହି ଯୁଗ ର ସେଷ ହେବା ସମୟ ରେ ମନୁଶ୍ୟ ର ଆୟୁ କମି ଯିବ । ସେହି ସମୟ ବେଳ କୁ ମନୁଶ୍ୟ ର ବୟସ ମାତ୍ର 20 ବର୍ଷ ହେବ । ଏହି ସମୟ ରେ ପୁରୁଷ ଏବଂ ମହିଳା କିଛି ନ ମନି ସବୁ ବେଳେ ଭୋଗ ବିଳାସ ରେ ଲିପ୍ତ ରହିବେ ।

ଲୋକ ଶାସ୍ତ୍ର କୁ ଭୁଲି ଯିବେ ଏବଂ ଲୋଭ ଏବଂ ପାପ ଏମାନଙ୍କ ମନ ରେ ଘର କରିବ । ଏହି ସମୟ ରେ ଲୋକ ମାନେ ଭଗବାନ ଙ୍କୁ ବିଶ୍ୱାସ କରିବେ ନାହିଁ । ଏବଂ ମାଆ ବାପା , ଭାଈ ଏବଂ ଭଉଣୀ ସଂମ୍ପର୍କ ରେ କିଛି ବି ସଂମ୍ପର୍କ ରହିବ ନାହିଁ କି ପ୍ରେମ ରହିବ ନାହିଁ । ଏହି ସମୟରେ ସବୁ ଲୋକ ମାନେ ରୋଗ ଗ୍ରସ୍ଥ ହେବାକୁ ଲାଗିବେ । ଭୋଜନ ପାଣି ଏବଂ ଅନ୍ୟ ପ୍ରାକୃତିକ ଜିନିତ ପୃଥିବୀ ପୃଷ୍ଟ ରୁ କମ୍ ହେବାକୁ ଲାଗିବ । ଏହି ସମୟ ରେ ଦରିଦ୍ରତା ଦେଖିବା ପାଇଁ ମିଳିବ ଏବଂ ସବୁ ଲୋକ ମାନେ ସବୁ ବେଳେ ଧନ ପଛ ରେ ଗୋଡିବେ । ଏହି ସମୟ ରେ ସ୍ତ୍ରୀ 15 ବର୍ଷ ପୂର୍ବ ରୁ ହିଁ ମାଆ ହୋଇ ଯିବ ।

ଏହି ଯୁଗ ର ଅନ୍ତ ରେ ଗଛ ରେ ଆଉ ଫୁଲ ଫଳ ଦେଖିବା ପାଇଁ ମିଳିବ ନାହିଁ । ଏହି ସମୟ ରେ ଗାଇ କ୍ଷୀର ଦେବା ବନ୍ଦ କରି ଦେବ । ଏହି ସମୟ ରେ ପଶୁ ଏବଂ ମନୁଶ୍ୟ ମଧ୍ୟ ରେ କିଛି ବି ଫରକ ରହିବ ନାହିଁ ଏବଂ ଭଲ ଲୋକ ମାନଙ୍କୁ ଏହି ସମୟ ରେ ବଞ୍ଚିବା ବହୁତ କଷ୍ଟକର ହେବ । ଏହି ସମୟ ରେ ପୃଥିବୀ ଉତ୍ତପ୍ତ ହେବ ଏବଂ ପାପ ର ଭଭାର ଅଧିକ ହେଲେ ଭଗବାନ ବିଷ୍ଣ କଳକ୍କୀ ଅବତାର ନେବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *