କ୍ଷୀରରେ ଏହି ୧ ଜିନିଷ ମିଶେଇ ପିଅନ୍ତୁ ୧୫ ଦିନରେ ମୋଟରୁ ମୋଟା ଚଷମା ଓଲ୍ହେଇ ଯିବ |

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବାସୀ ମୁହଁ ରେ ଏହାର ସେବନ କରିବା ଦ୍ୱାରା ଆପଣ ମାନଙ୍କ ଆାଖିର ଆଲୋକ 90 ପ୍ରତିଶତ ପର୍ଯ୍ୟନ୍ତ ଦୂରେଇ ଯିବ । ଏବଂ ଆପଣ ମାନଙ୍କ ଆଖି ରୁ ଚସମା ସବୁ ଦିନ ପାଇଁ ଉହ୍ଲେଇ ଯିବ । ତେବେ ଆମେ ଆଜି ଆପଣ ମାନଙ୍କୁ ସେମିତି ହିଁ ଗୋଟିଏ ଉପଚାର ବନେଇବା ସିଖେଇବୁ ଜାହା ଆପଣ ମାନେ ଖାଇଲେ ଆପଣ ମାନଙ୍କ ଆଖିର ଗ୍ରୋଥ୍ ହେବ ଏବଂ ଆପଣ ମାନେ ନିଜର ଦୃଷ୍ଟି ଶକ୍ତି ବଢେଇ ପାରିବେ ଏବଂ ଚସମା ଉହ୍ଲେଇ ଦେବେ । ତେବେ ଏହି ଉପଚାର ବନେଇବା ପାଇଁ ଆପଣ ମାନଙ୍କୁ ସର୍ବ ପ୍ରଥମେ ପିସ୍ଥା ବାଦାମ୍ ର ଆବଶ୍ୟକତା ରହି ଥାଏ । ଏବଂ ଏହା ପରେ ଆପଣ ମାନଙ୍କୁ ଏହି ବାଦାମ୍ ରୁ ଚାରୋଟି ନେବାକୁ ପଡିବ ଏବଂ ରାତି ରେ ଏକ ଗ୍ଲାସ୍ ପାଣି ରେ ଭେଦେଇ ରଖନ୍ତୁ ।

ସକାଳୁ ଏହି ବାଦାମ୍ ରୁ ଚୋପା ବାହାର କରି ଆପଣ ସେହି ଥିରେ ଚାରୋଟି ଗୋଲ ମରିଚ ମିଶାନ୍ତୁ । ଏବଂ ପରେ ଆପଣ ମାନେ ସେହି ଥିରେ ଏକ ଚାମଚ ଧଳା ମିଶ୍ରୀ ମିଶାନ୍ତୁ । ଏହି ତିନୋଟି ଜିନିଷ କୁ ମିଶେଇ ଏବେ ଆପଣ ମାନେ ଭଲ ଭାବେ କୁଟି ଦିଅନ୍ତୁ । ଏବଂ ପରେ ଏକ ଗ୍ଲାସ୍ କ୍ଷୀର କୁ ଫୁଟାନ୍ତି ସେହି ଥିରେ ଏହି ପେଷ୍ଟ କୁ ମିଶାନ୍ତୁ । ଏବଂ ପରେ ସେହି କ୍ଷୀର କୁ 5 ମିନିଟ୍ ଯାଏ ଫୁଟାନ୍ତୁ । ତା ପରେ ଆପଣ ମାନେ ଏହା କୁ ନ ଛାଣୀ କରି ସକାଳୁ ସକାଳୁ ଏହାକୁ ବାସୀ ମୁହଁ ରେ ଏହାର ସେବନ କରନ୍ତୁ । ଏବଂ ଏହା ସହିତ ଆପଣ ମାନେ ସକାଳୁ ଉଠିବା ପରେ ନିଜର ପାଟି ର ଲାଳ କୁ ନିଜର ଆଖି ରେ ଲଗାନ୍ତୁ ।

ଏବଂ ପରେ ଏହାକୁ ସେବନ କରନ୍ତୁ ଦେଖିବେ ଆପଣ ମାନଙ୍କୁ ଏହା ବହୁତ ପରିମାଣ ରେ ଉପକାରୀତା ଦେବ । ଏବଂ ଆପଣ ମାନଙ୍କ ଆଖି ର ଦୃଷ୍ଟି ଶକ୍ତି ବହୁତ ଜଲ୍ଦି ବହୁତ ପରିମାଣ ରେ ବଢିବାରେ ଲାଗିବ । ଏବଂ ଆପଣ ମାନଙ୍କୁ ଏହି ସବୁ ର ପ୍ରୋୟଗ କରିବା ପରେ କେବେ ବି ଆପଣ ମାନଙ୍କୁ ବଡ ବଡ ଏବଂ ମୋଟା ଚଶମା ର ଆବଶ୍ୟକତା ରହିବ ନାହିଁ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *