କେଉଁ ବାରରେ ଖିଅର ହେଲେ କଣ ହୋଇଥାଏ ଜାଣନ୍ତୁ |

salo

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ସଂଶାର ରେ ଚଳିବା ପାଇଁ କିଛି ରିତି ନିତି ରହିଛି । ସେମିତି ରେ ଆମର ରିତି ନିତି ମଧ୍ୟରେ ଖିଅର ହେବା ବି ଗୋଟିଏ ପକ୍ରିଆ ହୋଇ ଥାଏ । ତେବେ ସେହିଥି ପାଇଁ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କହିବୁ କେଉଁ ବାର ରେ ଖିଅର ହେଲେ କଣ ସବୁ ହୋଇ ଥାଏ । ଏବଂ କେଉଁ ବାର ରେ ଖିଅର ହେଲେ ଆମର ଭଲ ହୋଇ ଥାଏ । ଏବଂ କେଉଁ ବାର ରେ ଖରାପ ହୋଇ ଥାଏ ।

saloon

ଆମ ଶାସ୍ତ୍ର ରେ ଲେଖା ରରହିଛି କି ବାପ ପୁଅ ବାରେ ଖିଅର ହୋଇବ ବି ନ ହୋଇବ ବି । ଅର୍ଥାତ୍ ଯେତେ ବେଳେ ଅସ୍ୱଚ ଥିବ ତେବେ ବାପ ପୁଅ ଗୋଟିଏ ବାର ରେ ଖିଅର ହୋଇ ପାରିବ ହେଲେ ଅନ୍ୟ ଦିନ ରେ କେବେ ବି ବାପ ପୁଅ ଏକା ସଂଙ୍ଗେ ଖିଅର ହୋଇ ପାରିବେ ନାହିଁ । ହେଲେ ଏହାର ଅନ୍ୟ ଗୋଟିଏ ଅର୍ଥ ବି ରହିଛି ବାପ ପୁଅ ବାରେ ଖିଅର ହୋଇବ । ମାନେ ବାପ ମାନେ ସୋମ ଏବଂ ପୁଅ ମାନେ ବୁଧ ଅର୍ଥାତ୍ ଆମେ ସୋମବାର ଏବଂ ବୁଧବାର ଖିଅର ହୋଇ ପାରିବା । ବାପ ହେଉଛି ପୁଅ ର ଶନି ଏବଂ ପୁଅ ହେଉଛି ବାପ ର ମଙ୍ଗଳ ଅର୍ଥାତ୍ ଆମେ ମାନେ କେବେ ବି ମଙ୍ଗଳ ବାର ଏବଂ ଶନି ବାର ରେ ଖିଅର ହେବା କଥା ନୁହେଁ ।

ସେହି ପରି ମୁନି ଋଷି ମାନଙ୍କ କହିବା ମତ ରେ ଆମେ ମାନେ ଅମାବାସ୍ୟା , ପୂର୍ଣ୍ଣିମା ଏବଂ ମଙ୍ଗଳବାର ଏବଂ ଶନିବାର ରେ କେବେ ବି ଖିଅର ହେବା କଥା ନୁହେଁ । ଏମିତି ହେଲେ ସେହି ବ୍ୟକ୍ତି ର ଆୟୁସ ତାର ଅଧିପତି ଦେବତା ମାନେ ହରଣ କରନ୍ତି ବୋଲି ବିଶ୍ୱାସ । ସେହି ପରି ଆମେ ଯଦି ରବିବାର ଖିଅର ହେବା ତେବେ ଏହାର ଅଧିପତି ସୂର୍ଯ୍ୟ ଆମର ଆୟୁସ କୁ ଏକ ମାସ କମେଇ ଦେଇ ଥାନ୍ତି ।

saloo

ସେହି ପରି ଶନିବାର ଖିଅର ହେଲେ ଶନିବାର ର ଦେବତା ଆମ ଆୟୁସ ରୁ 7 ମାସ ଆୟୁସ ହରଣ କରି ଥାନ୍ତି । ସେହି ପରି ମଙ୍ଗଳବାର ଆମେ ଖିଅର ହେଲେ ମଙ୍ଗଳ ବା ଭୈମ୍ୟ ଦେବତା ଆମ ଜିବନ ଆୟୁସ ରୁ 8 ମାସ ଆୟୁସ ହରଣ କରିବେ ବୋଲି କୁହା ଜାଇଛି । ଏହା ସହିତ ମୁନି ମାନେ ମତ ଦେଇଛନ୍ତି ଏହି ସବୁ କୁ ଛାଡି ଅନ୍ୟ ବାର ରେ ଖିଅର ହେଲେ ଆପଣ ମାନଙ୍କ ପାଇଁ ବହୁତ ଭଲ ହୋଇ ଥାଏ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *