ଏହି ୪ଟି କାମ ପରେ – ଭୁଲରେ ବି କରନ୍ତୁ ନାହିଁ ( ସ୍ନାନ )

bathhh

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କେବେ ବି ଆପଣ ମାନେ ଏହି ଚାରୋଟି କାମ କରିବା ପରେ କରନ୍ତୁ ଏହି ସ୍ନାନ ନଚେତ୍ ଆପଣ ମାନଙ୍କୁ ପଡିପାରେ ବିଭିନ୍ନ ଅସୁବିଧା । ନିଜର ଶରୀର କୁ ସଫା ରଖିବା ପାଇଁ ଗାଧୋଇବା ବହୁତ ଆବଶ୍ୟକ ଅଟେ । ଖାସ୍ କରି ଆମେ ଗରମ ଦିନ ରେ ଦୁଇ ରୁ ତିନି ଥର ଗାଧୋଇ ଥାଉ । ଏହା ଦ୍ୱାରା ଆମର ମନ କୁ ଶାନ୍ତି ମିଳେ ହେଲେ ଏହି ସ୍ନାନ ର କାମ କେଉଁ ସମୟ ରେ କରିବା ଆବଶ୍ୟକ ଏହି ବିଷୟ ରେ ବି ସବୁ ବେଳେ ଜାଣି ରଖିବା ଆବଶ୍ୟକ ଅଟେ ।

ବେଳେ ବେଳେ କିଛି ବ୍ୟକ୍ତି ମାନେ ଏମିତି କାମ କରିବା ପରେ ଗାଧୋଇବା ପାଇଁ ଜାଆନ୍ତି । ଜାହା ଶରୀର ପାଇଁ କ୍ଷେତି କାରକ ହୋଇ ଥାଏ । ତେବେ ଆମେ ଆଜି ସେହି କାମ ବିଷୟ ରେ କହିବୁ ଯେଉଁ କାମ କରିବା ପରେ କେବେ ବି ଗାଧୋଇବା କଥା ନୁହେଁ । ତେବେ ଆସନ୍ତୁ ଜାଣି ନେବା ପ୍ରଥମେ ଖାଦ୍ୟ ଗ୍ରହଣ କରିବା ପରେ କେବେ ବି ଗାଧୋଇବା ଉଚିତ୍ ନୁହେଁ କାରଣ ଏହା ଆମର ପାଚନ ତନ୍ତ୍ର ଉପରେ ପ୍ରଭାବ ପକେଇ ଥାଏ । ଖାଇବା ପରେ ପାଚନ ଶକ୍ତି ଅଧିକ ହୋଇ ଥାଏ ହେଲେ ଗାଧୋିବା ଦ୍ୱାରା ଏହି ପ୍ରକ୍ରିଆ ରେ ବାଧା ସୃଷ୍ଟି ହୁଏ କାରଣ ଆମର ଶରୀର ର ତାପମାତ୍ରା କମ୍ ହୋଇ ଥାଏ । ଏବଂ ଖାଦ୍ୟ ଠିକ୍ ଭାବେ ହଜମ୍ ହୁଏ ନାହିଁ ।

ଦୁଇ ରେ ଯୋଗ ବ୍ୟାମ୍ ବା ନୃତ୍ୟ କରିବା ପରେ କେବେ ବି ସ୍ନାନ କରିବା କଥା ନୁହେଁ । ଏହି ସବୁ କାର୍ଯ୍ୟ ପରେ ଆମ ଶରୀର ରେ ରକ୍ତ ସଂଞ୍ଚାଳନ ଦୃତ ଗତି ରେ ହୋଇ ଥାଏ । ଏବଂ ଶରୀର ଗରମ ରହି ଥାଏ । ଜାହା ଦ୍ୱାରା ଆମ ଶରୀର ଉପରେ ବହୁତ ଖରାପ ପ୍ରଭାବ ପକେଇ ଥାଏ ।

bath2

ତିିନି ରେ ଯଦି ଆପଣ ମାନେ ଶୋଇ କରି ଉଠି ପଡି ସ୍ନାନ କରିବା ପାଇଁ ଯାଉଛନ୍ତି ତେବେ ଏମିତି କରିବା ବନ୍ଧ କରି ଦିଅନ୍ତୁ । ଏମିତି କରିବା ଦ୍ୱାରା ଆପଣ ମାନଙ୍କୁ ହୃଦ୍ ଘାତ ଏବଂ ରକ୍ତ ଚାପ ହେବାର ବହୁତ ସମ୍ଭାବନା ରହି ଥାଏ । କାରଣ ଶୋଇବା ସମୟ ରେ ଆମ ଶରୀରର ତାପମାତ୍ରା ଅଧିକ ହୋଇ ଥାଏ ଜାହା ପରେ ଆମ ମାନଙ୍କ ଶରୀର ଉପରେ ପ୍ରଭାବିତ କରେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *