କଙ୍ଗନା କହିଲେ ସୁଶାନ୍ତ କରି ନାହାଁନ୍ତି ଆତ୍ମହତ୍ୟା , ତାଙ୍କୁ କରା ଜାଇଛି ହତ୍ୟା

kanga

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଶୁସାନ୍ତ ସିହଂ ଙ୍କ ଆତ୍ମହତ୍ୟା ପରେ ବହୁତ ଅଭିନେତା ଏବଂ ରାଜନେତା ମାନେ ଟିପଣୀ ଦେଇଛନ୍ତି । ଦେଶ ର ପ୍ରଧାନ ମନ୍ତ୍ରୀ , ଗୃହ ମନ୍ତ୍ରୀ ଏବଂ ଆମ ରାଜ୍ୟ ର ମୂଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ବି ଏହି କଥା ଉପରେ ଦୁଖଃ ପ୍ରକାଶ କରିଛନ୍ତି । ସେ ଯେଉଁ ଘର ରୁ ଆସି ଥିଲେ ସେହି ଠାର ପୋଡିଶା ଲୋକ ମାନେ ସମସ୍ତେ ଏହି ଘଟଣା ଉପରେ ଇନଭେଷ୍ଟିକେସନ ପାଇଁ ଅନୁରୋଧ କରିଛନ୍ତି । କାରଣ ସେମାନେ କହିଛନ୍ତି ଏହା ଆତ୍ମହତ୍ୟା ନୁହେଁ ବରଂ ଏହା ଏକ ହତ୍ୟା ଅଟେ ।

susantaa

ଏହି ସବୁ କୁ ନେଇ ଅନେକ ବଲିଉଡ ଅଭିନେତ୍ରୀ କହିଛନ୍ତି ଏହା ପଛରେ ଅନେକ ସଢଯନ୍ତ୍ର ରହିଛି ବୋଲି । ତାଙ୍କର ଫିଲ୍ମ ସବୁ ବେଳେ 200 ରୁ 300 କୋଟି କମେଇଛି ହେଲେ ତାଙ୍କୁ କୈଣସି ଡାଇରେକ୍ଟର କି ପ୍ରଡ୍ୟୁସର ସମର୍ଥନ କରି ନାହାଁନ୍ତି । ଏବଂ ଏହା ସହିତ ତାଙ୍କୁ କୈଣସି ନ୍ୟସନାଲ ଆୱାର୍ଡ ରେ ବି ପୁରସ୍କାର ମିଳିନି । ଆପଣ ମାନେ ଜାଣି ଥିବେ ତାଙ୍କୁ ହିଁ ପୁରସ୍କାର ମିଳୁଛି ଜାହାଙ୍କ ବାପା ମାଆ ଆଗରୁ ଫିଲ୍ମ ରେ ଥିଲେ ମାନେ ଅନନ୍ୟା ପାଣ୍ଡେ ବା ଆଲିଆ ଭଟ୍ଟ ଆଉ ଯିଏ ସଂଙ୍ଘର୍ଶ କରି ବଲିଉଡ ରେ ପସେ ତାଙ୍କୁ କେମିତି ବଲିଉଡ ରୁ ବାହାର କରା ହେବ ସେହି ବିଷୟ ରେ ସଢଯନ୍ତ୍ର ସବୁ ବେଳେ ଚାଲେ ।

ଆଉ ଏହାର ଜଳନ୍ତ ଉଦାହରଣ ହେଲା କଙ୍ଗନ୍ନା ରାଣାବତ୍ତ ତାଙ୍କୁ କେମିତି ଜେଲ ରେ ଭରିବାର ସଢଯନ୍ତ୍ର ଚାଲି ଥିଲା ଏହି ଦିନ ରେ । ଏହି ବିଷୟ ରେ ଶୁସାନ୍ତ ନିଜେ କହି ଥିଲେ କି ତାଙ୍କୁ ବର୍ତମାନ ସମୟ ରେ ସପୋର୍ଟ ର ଅଭାବ ରହୁଛି ଏବେ କେଉଁ ମୂହୁର୍ତ୍ୱ ରେ ବି ଏହି ବଲିଉଡ ଇଣ୍ଡଷ୍ଟ୍ରୀ ରୁ ବାହାର କରି ଦିଆ ଯିବ ସେ ନିଜେ ବି ଜାଣି ନାହାଁନ୍ତି ଏହି ସବୁ କୁ ନେଇ କଗ୍ନା ନିଜେ ମୁହଁ ଖୋଲିଛନ୍ତି କି ସେ ଗୋଟିଏ ଇଣ୍ଟରଭ୍ୟୁ ରେ ଏମିତି କହି ଥିଲେ । ସେଠାରେ ସେ କହିଛନ୍ତି ଆଜିର ଦିନ ରେ ବଲିଉଡ ରେ ଏମିତି କିଛି ପରିସ୍ଥିତି ଚାଲିଛି ଯେଉଁ ଠାରେ କିଛି ଆର୍ଟିସ୍ କୁ ବ୍ଲାକ ମେଲିଂ ର ଶୀକାର ହେଉଛନ୍ତି ଏମିତି ରେ ଶୁସାନ୍ତ କଥା କୁହନ୍ତୁ

kangana-ran

ସେ ଏତେ ଫିଲ୍ମ କରି ଥିଲେ ତାଙ୍କୁ କଣ ପାଇଁ ତାଙ୍କର ଡେଭ୍ୟୁ ଫିଲ୍ମ ପାଇଁ କିଛି ବି ଆୱାର୍ଡ ମିଳିଲା ନାହିଁ । କି ଆପଣ ଛିଛୋରେ କଥା କୁହନ୍ତୁ ଏହା ଗୋଟିଏ ଏତେ ଭଲ ଫିଲ୍ମ ହୋଇ ବି ତାଙ୍କୁ କେହି ବି ପସନ୍ଦ କରୁ ନାହାଁନ୍ତି କାରଣ ସେ ଜବର୍ଜଦୋସ୍ତି ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ପସି ଆସି ଥିଲେ ଏବଂ ନିଜର ରାସ୍ତା ସେ ନିଜେ ବନଉ ଥିଲେ ଏବଂ ସେ ଜଣେ ଇଞିନିୟରିଂ ର ମେଡେଲିଷ୍ଟ ର ପିଲା କେବେ ମକଜୋର ମାଇଣ୍ଡ ର ହୋଇ ନ ଥିବ ମୁଁ ତ କହିବି ଏହା ପ୍ଲାନିଂ କରି ମର୍ଡର କରା ଜାଇଛି ବୋଲି କଗ୍ନା ସଂମ୍ପର୍ଣ୍ଣ ସୋସିଆଲ ମିଡ଼ିଆ ରେ କହିଛନ୍ତି ।ତେବେ ସୁଶାନ୍ତଙ୍କ ବିୟାଗ ବଲିଉଡ ଫିଲ୍ମ ଜଗତ ପାଇଁ ଏକ ଅପୁରଣୀୟ କ୍ଷତି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *