ଫିଟୁଛି ଆତ୍ମହତ୍ୟାର ଗୁମର , ଏହି ସବୁ କାରଣ ପାଇଁ ଆତ୍ମ ହତ୍ୟା କଲେ ସୁଶାନ୍ତ ସିଂ ରାଜପୁତ !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ସୁଶାନ୍ତ ସିହଂ ରାଜପୁତ ବଲି୍ଉଡ ର ଜଣେ କ୍ଷେତ ନାମା ଅଭିନେତା ତାଙ୍କର ଫିଲ୍ମ PK ,ଏମ ଏସ୍ ଧୋନୀ , ରାବତା , ଛିଛୋରେ ଭଳି ଅନେକ ସୁପର ହିଟ ଫିଲ୍ମ ସେ ଦେଇଥିଲେ । ହେଲେ ସେ ଏବେ ଆଉ ବଲିଉଡ ରେ ନାହାଁନ୍ତି । ଏବେ ସେ ସଂମ୍ପର୍ଣ୍ଣ ଭାବେ ବଲିଉଡ କୁ ଅଲବିଦା କହି ଚାଲି ଜାଇଛନ୍ତି ଏହି ହ୍ୟଣ୍ଡସମ୍ । ମାତ୍ର 34 ବର୍ଷ ବୟସ ରେ ନିଜ ବେକ ରେ ଫାଶୀ ଲଗେଇ ମୃତ୍ୟୁ ବରଣ କରିଛନ୍ତି । ହେଲେ ଏହି ସମୟ ରେ ଶୁସାନ୍ତ ଙ୍କର ମୃତ୍ୟୁ ମାମଲା ରେ ପୋଲିସ ତଦନ୍ତ ଆରମ୍ଭ କରି ଦେଇଛି ।

susant

ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି ଅଭିନେତା ଙ୍କ ସେଷ ଫୋନ କଲ ସଂମ୍ପର୍କ ରେ ଦେଖିବା ରୁ ସେ ତାଙ୍କର ଶେଷ ଫୋନ ନିଜର ଏକ୍ସ ଗାର୍ଲ ଫ୍ରେଣ୍ଡ ରିଆ ଚକ୍ରବର୍ତି ଏବଂ ମହେସ ସେଠୀ ଙ୍କୁ ଫୋନ କରି ଥିଲେ । ହେଲେ ସେହି ସମୟ ରେ ଦୁହେଁ ହିଁ ଫୋନ ଉଠେଇ ନ ଥିଲେ ତେବେ ଏହି ସବୁ ର ତଦନ୍ତ କୁ ନେଇ ପୋଲିସ ଏମାନଙ୍କୁ ଏବେ ପଚରା ଉଚୁରା କରୁଛି । ଏମିତି ରେ ମିଳି ଥିବା ସୂଚନା ଅନୁସାରେ 13 ଜୁନ ରାତି 12 ଟା ରେ ରିଆ ଚକ୍ରବର୍ତି ଏବଂ ମହେଶ ଙ୍କୁ ଶୁସାନ୍ତ ଙ୍କୁ ଫୋନ କରି ଥିଲେ । ଏବଂ ଦୁହେଁ କୈଣସି ବି ଉତ୍ତର ଦେଇ ନ ଥିଲେ ।

ପର ଦିନ ସେ 6.30 ମିନିଟ ରେ ଉଠି ଥିଲେ ଏବଂ ପରେ ସେ 9.30 ମିନିଟ ରେ ନିଜ ଭଉଣୀ ସହିତ ଫୋନ ରେ କଥା ମଧ୍ୟ ହୋଇଛନ୍ତି । ଏବଂ ପରେ ସେ 10.30 ମିନିଟରେ ଶୁସାନ୍ତ ଘରୁ ବାହାରି ଥିଲେ ଏବଂ ଜୁସ୍ ନେଇ ପୁଣି ରୁମ ମଧ୍ୟ କୁ ଫେରି ଜାଇ ଥିଲେ । ଏବଂ ପରେ କିଛି ସମୟ ପରେ ଯେତେ ବେଳେ ସୁଶାନ୍ତ ଙ୍କ ଚାକର ଆସି ଡିନ୍ନର କରିବା ପାଇଁ ଡାକି ଥିଲେ ତେବେ ସେହି ସମୟ ରେ ସେ ଆଉ ରୁମ୍ ର କବାଟ ଖୋଲି ନ ଥିଲେ । ତେବେ ସେହି ସମୟ ରେ ଅସ୍ତ ବ୍ୟସ୍ତ ହୋଇ ତାଙ୍କର ସାଙ୍ଗ ମାନଙ୍କୁ ସେହି ଚାକର ଫୋନ କରି ଥିଲେ । ଏବଂ ସେମାନେ ଆଜି ଚାବି ବାଲା ଙ୍କୁ ଡକା ଯିବା ପରେ ସେହି ରୁମ ର ଚାବି ତିଆରି କରି ରୁମ ର ଲକ ଖୋଲା ଜାଇ ଥିଲା ।

susan

ପରେ ରୁମ ର ଫେନ ରେ ଶୁସାନ୍ତ ଙ୍କ ଝୁଲନ୍ତା ଦେହ ଲଟୁକୁ ଥିବାର ଦେଖିବା ପାଇଁ ମିଳି ଥିଲା । ଏବଂ ତାଙ୍କ ରୁମ୍ ରୁ କୈଣସି ବି ସୁଶାନ୍ତ ଙ୍କ ସୁସାଇଟ ନୋଟ ମିଳି ନ ଥିଲା । ତେବେ ବର୍ତମାନ ସମୟ ରେ ତାଙ୍କର ଏହି ପରି ଭାବେ ମୃତ୍ୟୁ କେମିତି ହେଲା ସେହି ବିଷୟ ରେ ପୋଲିସ ଖୋଳ ତାଳ କରିବାରେ ଲାଗି ପଡିଛି । ହେଲେ ସୁଶାନ୍ତଙ୍କ ଫ୍ୟାନ ମାନଙ୍କ କହିବା କଥା କି ଗତ 6 ମାସ ମଧ୍ୟରେ ସୁଶାନ୍ତ ସାଇନ କରିଥିବା ସମସ୍ତ 7 ଟି ଫିଲ୍ମ ନେପୁଟିଜିମ କାରଣରୁ ହରେଇ ବସିଥିଲେ , ଯେଉଁଥି ପାଇଁ ସେ ଡିପରେସନ କୁ ଚାଲି ଜାଇ ଆତ୍ମ ହତ୍ୟା କରିଛନ୍ତି ,

susa

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *