କେବେ ହେବ ବାକି ଥିବା ପରୀକ୍ଷା , ଘୋଷଣା କଲେ ଶୀକ୍ଷା ମନ୍ତ୍ରୀ , ଏବେ ହିଁ ଜାଣନ୍ତୁ

exaaa

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଏହି ଦିନରେ ଲକଡାଉନ୍ ଚାଲିଛି ଆପଣ ମାନେ ଜାଣିି ଥିବେ ଏହି ଦିନରେ ସବୁ କିଛି ଏମିତି କି ସ୍କୁଲ କଲେଜ୍ ଆଦି ବନ୍ଦ ରହିଛି କାରଣ ଏଠାରେ କୋରନା ଭାଇରସର କେଉଁ ଠାରେ ନା କେଉଁ ଠାରେ ସଂଙ୍କ୍ରମିତ ହେବାର ସମ୍ଭାବନା ରହିଛି । ଏମିତି ବେଳେ କଲେଜ୍ ର କଥା କହିବା ଲକଡାଉନ୍ ପଡିବା ବେଳକୁ କିଛି ପିଲା ମାନଙ୍କର ପରିକ୍ଷା ଶେଷ ହୋଇ ଥିବା ବେଳେ କିଛି ପିଲା ମାନଙ୍କ ପରିକ୍ଷା ହୋଇ ପାରି ନ ଥିଲା । ଏବଂ ଏଠାରେ ତେବେ ପରିକ୍ଷା ଖାତା ଦେଖିବା ନେଇ ଏବେ ଚିନ୍ତା ଏବଂ କେବେ ଆଉ ସବୁ ପରିକ୍ଷା ହେବ ସେହି ନେଇ ଚିନ୍ତା ବଢିଛି ।

exam-2

ଏବଂ ଏହି ଦିନ ରେ Plus-III & PG Final Semester ପରିକ୍ଷା ରହି ଥିବାରୁ । ଏବେ ଚିନ୍ତା ଆହୁରି ବି ବଢିଛି । ତେବେ ଏହାକୁ ନେଇ ପ୍ରଫେସର ଅଶୋକ ଦାସ୍ । କହିଛନ୍ତି କି । ଯେତେ ସବୁ ଅଟୋନମାସ୍ କଲେଜଜ୍ ରହିଛି ସେଠାରେ ଜୁଲାଇ 24 ରେ ପରିକ୍ଷା ହେବ । ଏବଂ ଫାଇନାଲ ସେମିଷ୍ଟର ଯେଉଁ ପିଜି ଡିପାର୍ଟମେଣ୍ଟ । ସେମାନଙ୍କ ପରିକ୍ଷା ସବୁ 20 ଅଗଷ୍ଟ ରେ କରା ଯିବ ବୋଲି ନିସ୍ପତି ନିଆ ଜାଇଛି । ଏବଂ ଏଠାରେ ନୂଆ ପିଜି ପିଲା ମାନେ ଆଡମିଶନ ହେବା କଥା କି କୋମନ୍ ଆଡମିଶନ ଟେଷ୍ଟ ହେବ ତାହାକୁ ମଧ୍ୟ ଡିସାଇଟ୍ କରା ଜାଇଛି । ଏବଂ ଏହାକୁ ସେପ୍ଟେମ୍ବର ଏବଂ ଅକ୍ଟୋବର ମାସ ରେ ହିଁ କରା ଯିିବ ବୋଲି ସେ କହିଛନ୍ତି ।

exaaaa

ଏବଂ ସେହି ପର୍ଯ୍ୟାୟ ସରିବା ପରେ ନଭେମ୍ଭର ମାସ ରୁ ହିଁ ପିଜି ର କ୍ଲାସ୍ ଆରମ୍ଭ ହେବ । ଏହି ସବୁ ପରିସ୍ଥିତି କୁ ହେଣ୍ଡେଲ କରିବା ପାଇଁ ପ୍ରତି 15 ଦିନ ରେ ଭାଇସଚୋୟାର ମ୍ୟନ୍ ସହିତ ଆମର ମିଟିଙ୍ଗ୍ ହେବ । ଏବଂ ଏହି ସମସ୍ତ କଥା କୁ ସରକାର ଙ୍କର ସମସ୍ତ ଗାଇଡଲାଇନ୍ କୁ ଆଖି ରେ ରଖି୍ କରା ଜାଉଛି । ଯଦି ପରିବର୍ତିତ ପରିସ୍ଥିତି ରେ ଜାହା ସବୁ ସମସ୍ୟା ଆସିବ । ବା କିଛି ସମସ୍ୟା ର ସମାଧାନ ହୋଇ ଥିବ ତେବେ ସେହି ଅନୁସାରେ ଏହି ନିସ୍ପତି ର ବି ପରିବର୍ତନ ହେବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ  ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *