ଇଟାଲୀ ଓ ଜର୍ମାନୀରେ ପ୍ରସ୍ତୁତ ହେଲା ପୃଥିବୀର ପ୍ରଥମ କରୋନା ଟୀକା , ଜାଣନ୍ତୁ ପୁରା ଖବର

caron

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । COVID 19 ରେ ଏବେ ସଂମ୍ପର୍ଣ୍ଣ ଦେଶ ଲଢୁଛି । ଏମିତି ରେ ଗୋଟିଏ ଦେଶ ଏବେ ଦାବୀ କରୁଛି କି ସେ ଭେକ୍ସିନ୍ ବାହାର କରି ଦେଇଛି ବୋଲି । ହଁ ଆଜ୍ଞ୍ୟା ଆମେ ଆପଣ ମାନଙ୍କୁ ଭାରତର ସବୁଠୁ ବଡ ମିତ୍ର ଇସ୍ରାଇଲ ବିଷୟ ରେ କହୁଛୁ । ଏହି ଦିନରେ ଏହି ଦେଶର ବୈଜ୍ଞ୍ୟାନିକ ମାନେ ଏହି କଥାର ସଂମ୍ପର୍ଣ୍ଣ ଭାବେ ପ୍ରଷ୍ଟ କରିଛନ୍ତି କି ସେମାନେ ଏହି COVID 19 ବା କୋରନା ଭାଇରସ ପାଇଁ ଟୀକା ପ୍ରସ୍ତୁତ କରି ଦେଇଛନ୍ତି ବୋଲି । ଆଉ ଏହି ଉପାୟ ଟି ହେଲା ଏଣ୍ଟିବୋର୍ଡି ର ।

carona

ତେବେ ଇସ୍ରାଏଲ ର ରକ୍ଷା ମନ୍ତ୍ରୀ ନପତାଲୀ ବନେଟ୍ । ସେ କହିଛନ୍ତି କି । IIBR ଏହି ଦିନ ରେ ଏହି କୋରନା ଭାଇରସ ର ଏଣ୍ଟିବୋର୍ଡ଼ି ବିକଶିତ କରିବାରେ ସଂମ୍ପର୍ଣ୍ଣ ଭାବେ ସଫଳ ହୋଇ ପାରିଛି । ତେବେ ଏହି ଏଣ୍ଟିବୋର୍ଡି କେମିତି କାମ କରେ ନା ଯଦି କୈଣସି ବି କୋରନା ବ୍ୟକ୍ତି ଙ୍କ ଶରୀର ରେ ଏହା କୁ ପ୍ରବେଶ କରେଇ ଦିଆ ଯାଏ । ତେବେ ସେଠାରେ ଏହି ଏଣ୍ଟିବୋର୍ଡି ଭାଇରସ ସହିତ ଲଢିବ । ଏବଂ ତାହାକୁ ଦୂରେଇ ଦେବ । ଏବଂ ପୂର୍ବ ମାସ ରେ IIBR କହି ଥିଲା କି ଏହି ଅଣ୍ଟିଡୋର୍ଟ ଟି ବହୁତ ଦିନ ଟେଷ୍ଟିଂ ପରେ ହିଁ ହୋଇ ପାରିଛି । ଏବଂ ଏଠାରେ ପୂର୍ବ ମାସ ରେ ଆମେ ମାନେ ମୂଷା ଉପରେ ଟେଷ୍ଟ କରି ଥିବା ବେଳେ ଏବେ ମଣିଷ ଙ୍କ ଉପରେ ସଫଳ ପରିକ୍ଷଣ ର ହିଁ ଡେରୀ ରହିଛି ବୋଲି ସେମାନେ କହିଛନ୍ତି ।

ଏବଂ ଏହିଥି ପାଇଁ ଏମିତି କହିଛନ୍ତି କି ଦେଶ ଦୁନିଆଁ ସହିତ ଏହା ପାଇଁ ସଂମ୍ପର୍କ ବି କରା ଯାଉଛି । ଯେମିତି କି ଏହାର ବହୁତ ବଡ ପରିମାଣ ରେ ମେନୁଫେକ୍ଚରିଂ ହୋଇ ପାରିବ । ଏମିତି ରେ ସେମାନଙ୍କ କହିବା କଥା ଅନୁସାରେ ଏହାର ସଂମ୍ପର୍ଣ୍ଣ ଭାବେ ଟୀକାର ପରିକ୍ଷା ମୂଷା ଉପରେ ହୋଇ ସାରି ଥିବା ବେଳେ ଏହାର କ୍ଲିନିକାଲ ଟେଷ୍ଟ କେବଳ ବାକୀ ରହିଛି ।

carona2

ଏମିତି ରେ ଏହା ସଫଳ ହେଲେ ନିଶ୍ଚିତ ଭାବେ ସଂମ୍ପର୍ଣ୍ଣ ରୂପେ ଆପଣ ମାନେ ନିଜ ନିଜ ଦେଶ ରେ ବି ଏହି ଭାଇରସ ର ଟୀକା କୁ ପାଇ ପାରିବେ । ଏବଂ ନିସ୍ଚିତ ଭାବେ ଭଲ ହୋଇ ପାରିବେ । ସେହି ପରି ବେଳେ ଏହି ସବୁ ପଛରେ ନାହିଁ ଇଟାଲୀ ସେମାନେ ବି ଏହି ଟୀକାର ପ୍ରସ୍ତୁତି ରେ ଆଗରେ ରହି ଥିବା ବେଳେ ଖୁବ୍ ଶିଘ୍ର ଏହି ଭାଇରସ ଲୁପ୍ତ ହୋଇ ଯିବ ବୋଲି ସେମାନେ ପ୍ରତିସୃତି ଦେଇଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *