ପ୍ରବାସୀ ଓଡ଼ିଆଙ୍କ ଲାଗି ଚାଲିବ ଆହୁରି ଅଧିକ ଟ୍ରେନ୍ , କେବେ ଚାଲିବ ଦେଖନ୍ତୁ || ଆସିଲା ଖୁସି ଖବର

train222

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । କରୋନା ଭାଇରସ ମହାମାରୀ ସଂକ୍ରମଣ ଶୃଙ୍ଖଳ ଛିନ୍ନ କରିବା ଲାଗି ଦେଶବ୍ୟାପି ଜାରି ଲକଡାଉ ଫଶି ରହିଥିବା ଶ୍ରମିକଙ୍କୁ ଉଦ୍ଧାର ଲାଗି ସରକାର ବଡ ନିଷ୍ପତ୍ତା ନେଇଛନ୍ତି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗୃହମନ୍ତ୍ରାଳୟ ଶ୍ରମିକଙ୍କ ନିମନ୍ତେ ଟ୍ରେନ ଚଲାଇବା ଲାଗି ରେଳବାଇଙ୍କୁ ଅନୁମତି ଦେଇଛନ୍ତି। ଏଥିଲାଗି ସବୁ ଜେନେରାଲ ମ୍ୟାନେଜରଙ୍କୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହ ପରାମର୍ଶ କରି ଟ୍ରେନ ମାନଙ୍କର ଯୋଜନା କରିବାକୁ କୁହାଯାଇଛି। ସେମାନଙ୍କୁ ପରସ୍ପର ସହ ସମ୍ପର୍କ କରି ନିଜନିଜ ସ୍ତରରେ ନିଷ୍ପତ୍ତି ନେବାକୁ ଗୃହମନ୍ତ୍ରାଳୟ ସ୍ବାଚ୍ଛନ୍ଦ୍ୟ ପ୍ରଦାନ କରିଛନ୍ତି।

lockdown-special-trains-for

ସୂଚନା ଯୋଗ୍ୟ ଯେ ଅଚାନକ ଲକଡାଉନ ଯୋଗୁ ଦେଶର ବିଭିନ୍ନ ଭାଗରେ ଲକ୍ଷ ଲକ୍ଷ ଶ୍ରମିକ, ଛାତ୍ର ଓ ପର୍ଯ୍ୟଟକ ଫଶି ରହିଛନ୍ତି । ତେବେ ସରକାର କିଛି ବୁଧବାର ସେମାନଙ୍କୁ ପ୍ରତ୍ୟାବର୍ତନ ନିମନ୍ତେ ଅନୁମତି ପ୍ରଦାନ କରିଛନ୍ତି। ସେହି ଅନୁସାରେ ଶୁକ୍ରବାର ପ୍ରତ୍ୟୁଷ 4 ଟା 50 ମିନିଟ୍‌ରେ ତେଲେଙ୍ଗାନା ଲିଙ୍ଗମ ପଲ୍ଲୀରୁ ଏକ 24 ଟି କୋଇ ଏକ ଟ୍ରେନ 12 ଶହ ଶ୍ରମିକଙ୍କୁ ନେଇ ଝାରଖଣ୍ଡର ହଟିଆ ବାହାରିଛି । ଏହି ଟ୍ରେନ ଆଜି ରାତି 12 ଟାରେ ହଟିଆ ଷ୍ଟେସନରେ ପହଞ୍ଚିବ। ବାହାରିବ। ଏର୍ଣାକୁଲମ ଷ୍ଟେସନରୁ ଟ୍ରେନ ବାହାରିବାକୁ ଥିବା ବେଳେ ଏଥିରେ ଏକକାଳୀନ ୧ହଜାର ଶ୍ରମିକଙ୍କୁ ଓଡିଶା ପହଞ୍ଚାଯିବ ।

ସ୍ପେଶାଲ ଟ୍ରେନରେ ସାନିଟାଇଜେସନ ସମେତ ସ୍ତିନି ଓ କୋରେନଟାଇନ ଆଦି ନିୟମ କଡାକଡି ପାଳନ ହେବ ବୋଲି କୁହାଯାଇଛି। ଅନେକ ରାଜ୍ୟ ସରକାର ସେମାନଙ୍କ ଲୋକଙ୍କ ଲାଗି ସ୍ପେଶାଲ ଟ୍ରେନ ଚଳାଚଳ ନିମନ୍ତେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ତେବେ ସବୁ ନିବେଦନ ଉପରେ ଏପର୍ଯ୍ୟନ୍ତ ନିଷ୍ପତି ହୋଇ ନାହିଁ । ହେଲେ ଖୁବ୍ ଶୀଘ୍ର ପ୍ରବାସୀ ଶ୍ରମିକଙ୍କ ଲାଗି ଅଧିକ ଟ୍ରେନ ଚଳାଯିବ ବୋଲି ଜଣାପଡ଼ିଛି।

trainnn

ସେମିତି ରେ ବର୍ତମାନ ସମୟ ରେ କୋରନା କୁ ନେଇ ରାଜ୍ୟ ରେ ସମସ୍ତେ ଚିନ୍ତା ରେ ରହି ଥିବା ବେଳେ ଏହି ଦିନ ରେ ଆସୁ ଥିବା ଆମ ଓଡ଼ିଆ ଭାଈ ଭଉଣୀ ମାନଙ୍କୁ କେମିତି ଭାବେ ଗ୍ରାମ ରେ ଭଲ ରେ ପହଁଚେଇ ହେବ ସେହି ସବୁ ନେଇ ଷ୍ଟେସନ ଠାରୁ ଆରମ୍ଭ କରି ଘ ପର୍ଯ୍ୟନ୍ତ ସଂମ୍ପର୍ଣ୍ଣ ବିଷୟ ରେ ସରକାର ବୁଝିବା ସହିତ ଏଠାରେ ପ୍ରତ୍ଯେକ ଗ୍ରାମ ର ସରପଞ୍ଚ ଙ୍କୁ କଲେକ୍ଟର ପାୱାର ଦିଆ ଜାଇ ଥିବାର ଦେଖିବା ପାଇଁ ମିଳିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *