ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବର୍ତମାନ ସମୟରେ କୋରନା ଭୁତାଣୁକୁ ନେଇ କେମିତି ଭାବେ ପରିସ୍ଥିତି ହେବାରେ ଲାଗିଛି ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ତେବେ ଲୋକ ମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବା ପାଇଁ ମିଳୁ ଥିବା ବେଳେ ପ୍ରତ୍ୟେକ ଦିନ ଦେଶର ବହୁତ ଲୋକ ମାନେ ଏହି ଭାଇରସ ର ଶୀକାର ହେବାାରେ ଲାଗିଛନ୍ତି । ସେମିତିରେ ଏହା ପାଇଁ ବର୍ତମାନ ସମୟ ରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଦୁହେଁ ମିଶି କରି ବହୁତ ଗୁଡିଏ ଷ୍ଟେଫ୍ ନେବାରେ ଦେଖିବା ପାଇଁ ମିଳିଛନ୍ତି । ଏବଂ ଲୋକ ମାନଙ୍କୁ କେମିତି ଭାବେ ସଚେତନ କରି ହେବ ସେହି ବିଷୟ ରେ ସେମାନେ ବହୁତ ବଡ ବଡ ଲୋକ ତଥା ସେଲିବ୍ରେଟି ମାନଙ୍କୁ କହିବା ପାଇଁ ସେମାନେ ଅନୁରୋଧ କରୁ ଥିବା ବେଳେ ଏଠାରେ ଆମର ଓଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ଏଲିନା ସାମନ୍ତରାୟ ବି ସେମିତି କିଛି କରୁ ଥିବାର ଦେଖିବା ପାଇଁ ମିଳିଥିଲେ ଯେଉଁ ଥିରେ ଲୋକ ମାନେ ବହୁତ ପରିମାଣ ରେ ପ୍ରତ୍ସାହିତ ହୋଇ ଥିଲେ ।
ଏବଂ ତାଙ୍କର ସେହି ସବୁ ଭିଡ଼ିଓ ବହୁତ ପରିମାଣ ରେ ଭାଇରଲ ହୋଇ ଥିବାର ଦେଖିବା ପାଇଁ ମିଳି ଥିଲା । ତେବେ ଆମେ କହିବୁ ଏବେ ସେ ଏଲିନା ଘରେ ରହି କଣ କରୁଛନ୍ତି । ସୂଚନା ଅନୁସାରେ ସେ ନିଜର ଭଦ୍ରକ ସ୍ଥିତ ଗାଁ ରେ ରହିଛନ୍ତି ।ଏମିତି ରେ ଏଲିନା ବହୁତ ଦିନ ପରେ ନିଜ ସାଙ୍ଗ ମାନଙ୍କ ସହିତ ନିଜ ଗାଁ କୁ ଜାଇ ଥିବାରୁ ଏବେ ତାଙ୍କ ସାଙ୍ଗ ମମାନଙ୍କ ସହିତ ବହୁତ ମଜା ମସ୍ତି କରୁଛନ୍ତି ।
ଏହା ବ୍ୟତିତ ଗାଁ ର ବୁଲା କୁକୁର ଏବଂ ଗାଈ ଗରୁ ମାନଙ୍କୁ ଖାଇବା ପାଇଁ ଦେଉଛନ୍ତି । ସେହି ପରି ବେଳେ ଏଲିନା ଯେତେ ବେଳେ ଫ୍ରୀ ରହୁଛନ୍ତି । ତେବେ ସେହି ସମୟ ରେ ସେ ସାଇକେଲ ଧରି ଗାଁ ର ଚାରି ପଟେ ସାଙ୍ଗ ମାନଙ୍କ ସହିତ ବୁଲା ବୁଲି କରୁଛନ୍ତି । ଆପଣ ମାନଙ୍କୁ ଓଡ଼ଆ ଇଣ୍ଡଷ୍ଟଟ୍ରୀ ର ଅଭିନେତ୍ରୀ ଏଲିନା ଙ୍କ ଅଭିନଯ କେମିତି ଲାଗେ କମେଣ୍ଟ କରନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।