କଣ ଛାତରୁ ଗଳି ପଡିଲେ ଏହି ୋଡିଆ ହିରୋଇନ , ଜାଣନ୍ତୁ ପୁରା ସତ

nua-bohu

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ନିଶ୍ଚିତ ଭାବେ ଏହି କଥା କୁ ଜାଣି ଥିବେ କି ଆଜିର ଇୟୁଜର ମାନଙ୍କୁ କେଉଁ ପରି ଭାବେ ଟିକଟକ୍ ର ନିଶା ଘାରିଛି । ଏମିତିରେ ଏବେ ଏମିତି କେହି ନାହାଁନ୍ତି ଯେଉଁ ମାନେ ଟିକଟକ୍ କରିବା ପାଇଁ ପସନ୍ଦ କରୁ ନାହାଁନ୍ତି ହେଲେ ଏହି ଟିକଟକ୍ ଆପଣ ମାନଙ୍କ ପାଇଁ ଖରାପ୍ ସାବ୍ୟସ୍ତ ହୋଇ ପାରେ ଏମିତି ରେ ଏହା ଆପଣ ମାନଙ୍କ ଜିବନ ବି ନେଇ ପାରେ । ଆମେ ଏମିତି କହିବାର କାରଣ ହେଲା କି ଏହି ଦିନରେ ଏହି ଟିକଟକ୍ ସୁଟିଂ କରି ବହୁତ ଲୋକ ମାନେ ମୃତ୍ୟୁ ବରଣ କରି ଥିବା ବେଳେ ଏହି ଦିନ ରେ ସେହି ଥିରୁ ଅଳ୍ପକେ ବର୍ତି ଜାଇଛନ୍ତି ଓଡ଼ିଆ ଧାରାବାହୀକ ରେ ଅଭିନୟ କରୁ ଥିବା ରାଧିକା ।

nuaaa

ବାସ୍ ଏମିତି ହିଁ ସେ ମୃତ୍ୟୁ ମୂଖ ରୁ ଫେରି ଆସିଛନ୍ତି । ଏହି ଦିନ ରେ ତାଙ୍କୁ ଏମିତି ଟିକଟକ୍ ନିଶା ଘାରି ଥିଲା କି ସେ ମୃତ୍ୟୁ ମୂଖ କୁ ଯାଉ ଥିବା ବେଳେ ଜାଣି ପାରି ନ ଥିଲେ ତେବେ ସଂମ୍ପର୍ଣ୍ଣ ଖବର ଅନୁସାରେ ନୂଆ ହୋହୁ ଧାରାବାହୀକ ର ରାଧିକା ଟିକଟକ୍ କରୁ କରୁ ହଠାତ୍ ଛାତ ତଳକୁ ଖସି ପଡି ଥିଲେ । ଏବଂ ତାଙ୍କର ସହପାଠୀନୀ ମାନେ ସାଥି ରେ ମିଶି ଟିକଟକ୍ କରୁ ଥିବା ସାଥି ମାନେ ତାଙ୍କୁ ଧରି ପକେଇ ଥିଲେ । ତେବେ ସେହି ସାଥି ମାନେ ହେଲେ ତାଙ୍କର ଅଭିନୟ କରୁ ଥିବା ବଡ ମାଆ ଏବଂ ତାଙ୍କ ସହିତ ଜଗଜିତତ୍ ପାଲ ଯିଏ ସେଥିରେ ନାୟକ ରହିଛନ୍ତି ।

nuabohu

ଏହି ଦିନ ରେ ଏହି ତିନି ଜଣ ମିଶି ଟିକଟକ୍ କରୁ ଥିବା ବେଳେ ଛାତ ତଳକୁ ଖସି ପଡିବା ପରେ ବି ରାଧିକା ଜାଣି ପାରି ନ ଥିଲେ କି ସେ ଛାତ ତଳକୁ ଖସି ପଡୁଛନ୍ତି । ହଠାତ୍ ପଡିବା ବେଳେ ହାତ ଧରି ନେଇ ଥିଲେ ତାଙ୍କ ର ସାଥି ମାନେ । ତେବେ ବନ୍ଧୁଗଣ ଏହି ଟିକଟକ୍ ଭିଡ଼ିଓ ଏବେ ସେଲିବ୍ରେଟି ମାନଙ୍କ ପାଇଁ ବି କାଳ ସାଜିଛି । ତେବେ ଏହି ବିଷୟ ରେ ଏହି ଦିନ ରେ ରାଧିକା ନିଜେ କହିଛନ୍ତି କି ଟିକଟକ୍ ସୁଟିଂ କରୁ ଥିବା ବେଳେ ସାବଧାନ ରୁହନ୍ତୁ ।ବନ୍ଧୁଗଣ ଏହି ଖବରର ସତ୍ୟ ସତା ବିଷୟରେ ଆମେ ପୃଷ୍ଟି କରୁନାହୁଁ , ୟୁଟୁବରେ  K S Signature ନାମକ ଏକ ଚ୍ୟାନେଲରେ ଏହି ଖବର ପ୍ରସାରିତ ହୋଇଥିଲେ , ସେହି ତଥ୍ୟକୁ ଆଧାରକୁ ନେଇ ଆମେ ନ୍ୟୁଜ ପ୍ରସ୍ତୁତ କରିଛୁ . । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *