ଯେଉଁ ଝିଅର ଛୋଟ ଥିବ ଏହି ଜିନିଷ – ତାକୁ ବିବାହ କଲେ ମିଳେ ଏହି ସବୁ ଫାଇଦା ଫାଇଦା ।

ab-grl

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁ ମାନେ ଆମେ ଆଜି ଆପଣ ମାନଙ୍କୁ କହିବା ପାଇଁ ଜାଉଛି କି କମ୍ ଉଚ୍ଚତାର ଝିଅ ମାନଙ୍କୁ ବିବାହ କରିଲେ କେଉଁ କେଉଁ ଫାଇଦା ମିଳି ଥାଏ । ତେବେ ଆସନ୍ତୁ ଏହି ବିଷୟରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ଆପଣ ମାନେ ଜାଣି ଥିବେ କି ଗୋଟିଏ ମଣିଷର ବିବାହ ତା ଜିବନର ଗୋଟିଏ ଗୁରୁତ୍ୱ ପୂର୍ଣ୍ଣ ଅଙ୍ଗ ହୋଇ ଥାଏ । ବାହାଘର ପୂର୍ବରୁ ବ୍ୟକ୍ତିର ଜିବନ ଅଧୁରା ରହିଥାଏ ହେଲେ ବିବାହ ପରେ ନିଶ୍ଚିତ ଭାବେ ବ୍ୟକ୍ତିର ଜିବନ ପରିବର୍ତନ ଆସି ଥାଏ । ଯେଉଁ ପରି ଗାଡି ଚାଲିବା ପାଇଁ ହେଲେ ଦୁଇଟି ଚକା ର ଆବଶ୍ୟକ ପଡି ଥାଏ ସେମିତି ହିଁ ସଂସାର କୁ ଆଗକୁ ବଢାଇଭା ପାଇଁ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ଅଂଙ୍ଗ ହୋଇ ଥାଏ ।

ସେହି ପରି ବେଳେ ପତ୍ନୀ ମାନେ ଏମିତି ହୋଇ ଥିବା ଦରକାର କି ସେମାନେ ପରିବାର ଠିକ୍ ଭାବେ ଦାୟୁତ୍ୱ ନେଇ ପାରୁ ଥିବା ଦରକାର । ଏବଂ ଏହା ସହିତ ଛୋଟ ହାଇଟ୍ ମାନେ ଉଚ୍ଚତା ନ ହୋଇ ଥିବା ଦରକାର । ଆଜିର ସମୟ ରେ ଛୋଟ ଉଚ୍ଚତା ଥିବା ଝିଅ ମାନେ ଲୋକ ମାନଙ୍କୁ ବହୁତ ଆକର୍ଶଣ କରନ୍ତି । ଏହା ମଧ୍ୟରେ କିଛି ରହସ୍ୟମଧ୍ୟ ରହିଛି । ଗୋଟିଏ ଗବେଶଣା ରୁ ଜଣା ପଡ଼ିଛି କି କମ୍ ଉଚ୍ଚତା ଥିବା ଝିଅ ମାନେ ସବୁ ବେଳେ ସୁନ୍ଦରୀ ହୋଇଥାନ୍ତି । ଏହା ବ୍ୟତିତ କମ୍ ଉଚ୍ଚତା ଥିବା ଝିଅ ମାନେ ସବୁ ବେଳେ ଇମୋସନାଲ୍ ହୋଇ ଥାନ୍ତି । ସେମାନେ ଛୋଟ ଛୋଟ କଥା ରେ କାନ୍ଦି ପକାନ୍ତି । ସେହିଥି ପାଇଁ ସେମାନେ ଯେତେ ବେଳେ ତାଙ୍କ ଜିବନ ସାଥି ବୋଲି ଥରେ ମାନ୍ୟତା ଦେଇ ଥାନ୍ତି । ତେବେ ତାଙ୍କୁ କେବେ ବି ହାତ ଛଡା କରି ନ ଥାନ୍ତି ।

ସେମାନେ ନିଜର ଜିବନ ସାଥି ଙ୍କ ଦାୟୁ୍ତ୍ୱ ବହୁତ ଭଲ ଭାବେ ନିଅନ୍ତି । ଆପଣ ଙ୍କ ଜିବନ ସାଥି ଯଦି କମ୍ ଉଚ୍ଚତା ର ହୋଇ ଥିବେ ତେବେ ଆପଣ ତାଙ୍କୁ କୁଣ୍ଢାଇଲେ ଆପଣଙ୍କ ଛାତି ରେ ପହଁଚି ପାରିବେ । ଏହା ଦ୍ୱାରା ପ୍ରେମ ଦୁଇଗୁଣ ବଢି ଜାଇ ଥାଏ । କମ୍ ଉଚ୍ଚତା ଥିବା ଝିଅ ମାନଙ୍କର ବୟସ କେବେ ବି ଜଣା ପଡି ନ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *