ଏହି ପଶୁମାନେ ଆପଣଙ୍କୁ ଦେଇଥାନ୍ତି ମୃତ୍ୟୁ ସଂକେତ | କେବେ ଯଦି ଦେଖିବେ ହୋଇ ଯାଆନ୍ତୁ ସର୍ତକ

sound-of-animal

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁ ମାନେ ଯଦି ଆପଣ ମାନଙ୍କୁ ରାତି ସମୟରେ ଏହି ପଶୁ ର ଶବ୍ଧ ଶୁଣା ଜାଉଛି ତ ଆପଣ ମାନେ ଚୁପ୍ ଚାପ୍ ବସନ୍ତୁ ନାହିଁ ବରଂ ତାହାକୁ କେମିତି ଚୁପ୍ କରେଇବେ ସେହି ବିଷୟ ରେ ଚିନ୍ତା କରନ୍ତୁ ନଚେତ୍ ଏହା ଆପଣ ମାନଙ୍କ ପାଇଁ ବହୁତ ଖରାପ୍ ହୋଇ ପାରେ ଆପଣ ମାନଙ୍କୁ ଏହା ଗୋଟିଏ ସଂଙ୍କେତ ଅଟେ । ଆମେ ଆଜି ଆପଣ ମାନଙ୍କୁ ଏମିତି ପଶୁ ମାନେ ଶବ୍ଦ କରିବା ଦ୍ୱାରା କଣ ହୁଏ ଏବଂ ଏମାନଙ୍କୁ କେମିତି ଚୁପ୍ କରିବେ ସେହି ବିଷୟରେ ଜାଣାଇବାକୁ ଆସିଛୁ ।

ପ୍ରଥମେ ବିଲେଇ ଯଦି ଅଲଗା ଅଲଗା ସାଉଣ୍ଡ ବାହାର କରେ ତେବେ ଏହା ମୃତ୍ୟୁର ସଂଙ୍କେତ ଦେଇ ଥାଏ । ଏହି ବିଲେଇ ଯଦି ଅଧ ରାତ୍ରୀରେ କାନ୍ଦି ଥାଏ ତେବେ ସେହି ପାଖା ପାଖି ଭୁତ ପ୍ରେତ ରହି ଥାଏ । ବିଲେଇର ଶବ୍ଦ କୁ ବହୁତ ସ୍ଥାନରେ ମୃତ୍ୟୁ ର ସଂଙ୍କେତ ବୋଲି କୁହା ଜାଇ ଥାଏ ।
ଦୁଇ ନମ୍ବର ରେ କୁକୁର । ଯଦି କେବେ କୈଣସି କୁକୁର ଶ୍ୱୋ ସାଉଣ୍ଡ ରେ କାନ୍ଦିବା ପାଇଁ ଲାଗେ ତ ଆପଣ ମାନଙ୍କ ପାଇଁ ଏହା ବହୁତ ଖରାର୍ ହୋଇ ଥାଏ । ଏମିତି ରେ ବହୁତ ସମୟ ରେ ଆପଣ ମାନେ ଦେଖି ଥିବେ କି କୁକୁର ଓଲଟା ପଡି ଯାଏ । ତେବେ ଜାଣି ନେବେ ଏହା ଆଖ ପାଖରେ କୈଣସି ଦୁର୍ଘଟଣା ର ଅର୍ଥ ଅଟେ ।

ଏହା ପରେ ରହିଛି କାଉ । କାଉ କେବଳ ଦିନ ରେ ହିଁ ପାର୍ଟି କରନ୍ତି । କିନ୍ତୁ ଆପଣ ଙ୍କୁ ଯଦି ଅଧ ରାତ୍ରୀ ରେ ତାହାର ଶବ୍ଦ ଶୁଭେ ତେବେ ଏହାର ଅର୍ଥହେଲା କିଛି ନା କିଛି ଖରାପ୍ ହୋଇ ପାରେ । କିଛି ବଡ ଧରଣ ର ଦୂର୍ଘଟଣା ର ଶବ୍ଦ ବି ଏହାକୁ କହି ପାରିବା ।ଏମିତି ରେ ଆପଣ ମାନେ ଯେଉଁ ସମୟ ରେ ଏମିତି ଦେଖୁଛନ୍ତି । ତେବେ ତାହାକୁ ସେହି ସମୟ ରେ ତଡି ଦିଅନ୍ତୁ ଏମିତି ରେ ସେହି ପଶୁ ଟି ଶାନ୍ତ ହୋଇ ଯାଏ ଏବଂ ଆପଣ ଙ୍କ ଉପର କୁ ବିପଦ ଆସି ପାରେ ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *